Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଖଲ୍ଲିକୋଟ ଏନଏସିର ବଜେଟ ଅଧିବେଶନ |

10-Mar-2025

ଖଲ୍ଲିକୋଟ ଏନ ଏ ସି ର ବଜେଟ ଅଧିବେଶନ 159 ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 46 କୋଟି ଟଙ୍କା, ନିର୍ମାଣ ହେବ ବସ ଷ୍ଟାଣ୍ଡ, ଟାଉନ ହଲ ଓ ଡ୍ରେନ ରାସ୍ତା, ହଟିବ ଜବର  ଦଖଲ |

ଓଡିଶା ଜନମତ, ଖଲ୍ଲିକୋଟ,ମାଧବ ବେହେରା,10/03:
ଖଲ୍ଲିକୋଟ ଏନ ଏ ସି ର ସଭା ଗୃହ ରେ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ଙ୍କ ଅଧକ୍ଷତା ରେ ବଜେଟ ସମ୍ପର୍କିତ ଏକ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା |ଆୟୋଜିତ ବୈଠକ ରେ ମୁକ୍ତା ଯୋଜନା ରେ ଏସ ଏଚ ଜି ମାନେ ନିର୍ମାଣ କରିଥିବା ବିଭିନ୍ନ ପୋଖରୀ ଓ ଡ୍ରେନ ସମେତ ବିଭିନ୍ନ  ପ୍ରକଳ୍ପ ଗୁଡିକ ନିର୍ମାଣ ସାରିଥିବା ବେଳେ ସେମାନଙ୍କ ବକେୟା ବିଲ କନିଷ୍ଟ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଠିକ ସମୟରେ ପୈଠ ନ କରିବା ଯୋଗୁଁ 12 ନମ୍ବର ୱାର୍ଡ ସଭ୍ୟ କାଳିଆ ପରିଡା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବୈଠକ ଖାତା ରେ ଦସ୍ତଖତ ନ କରି ବୈଠକ ତ୍ୟାଗ କରିଥିଲେ |ପରିମଳ ବ୍ୟବସ୍ଥା ପରିଚାଳନା ରେ ଅବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ ଫୁଡ ପାର୍କ ବଣ୍ଟନ ଓ ବସ ଷ୍ଟାଣ୍ଡ ଠାରେ ଉଠା ଦୋକାନୀ ମାନେ ରାସ୍ତା ଡ୍ରେନ ଅବରୋଧ କରି ବ୍ୟବସାୟ ଚଳାଇଥିବା ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା |ମାଗୁଣି ଶଗଡ଼ ର ମରାମତି, ସି ସି ଟିଭି ପାଇଁ ତତ୍କାଳୀନ  ବିଧାୟକ ପାଣ୍ଠି ନ ମିଳିବା ଭଳି ବହୁ ସମସ୍ୟା ସମ୍ପର୍ଜ  ରେ ଆଲୋଚନା ହୋଇଥିଲା |ଦୀର୍ଘ ଚାରି ବର୍ଷ ହେଲା ପାହାଚ ବନ୍ଧ ଆଦର୍ଶ ପୋଖରୀ ନିର୍ମାଣ ଅଧା ପାନ୍ତରିଆ ଭାବେ ପଡି ରହିଥିଲେ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବା ନେଇ 4 ନମ୍ବର ୱାର୍ଡ ସଭ୍ୟ ବଳରାମ ବେହେରା ବୈଠକ ରେ ଉପସ୍ଥାପନା କରିଥିଲେ |, ବୈଠକ ରେ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ଭଡା କାମଇବା ମର୍ଦରାଜ ଶିଶୁ ଉଦ୍ୟାନ ରେ ପ୍ରବେଶ କର ପାଇଁ ପ୍ରସ୍ତାବ ଆସିଥିଲା |ଏନ ଏ ସି ଅଧକ୍ଷ ଇଂ ଶ୍ରୀ ବେହେରା ଖଲ୍ଲିକୋଟ ଏନ ଏ ସି ର 12 ଗୋଟି ୱାର୍ଡ ର ରାସ୍ତା ଡ୍ରେନ, ସ୍ମଶାନ ଓ ମିନି ପାର୍କ ସମେତ ଟାଉନ ହଲ, ମିନି ବସ ଷ୍ଟାଣ୍ଡ, ଭଳି ପ୍ରାୟ 159 ଗୋଟି ପ୍ରକଳ୍ପ ନର୍ମାଣ ପାଇଁ 46 କୋଟି ଟଙ୍କା ରj ବଜେଟ କୁ ସର୍ବ ସମ୍ମତ କ୍ରମେ ଅନୁମୋଦନ ଲାଭ ପରେ ବିଭାଗୀୟ ଅଧିକାରୀ ଙ୍କୁ ପ୍ରେରଣ କରାଯିବା ନେଇ ସୂଚନା ଦେଇଥିଲେ |ଉକ୍ତ ବୈଠକ ରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଡି. ମାଳେଶ୍ୱର ପାତ୍ର, ଉପାଧ୍ୟାଖ୍ୟା ଲିଲି ସାହୁ, 2 ନମ୍ବର କଉଁନସିଲର ନାରାୟଣ ପାଢ଼ୀ, ବରିଷ୍ଟ କଉଁନସିଲର ପ୍ରଦୀପ କୁମାର ପଟ୍ଟନାୟକ 3 ନମ୍ବର କାଉନସିଲର ସୁଜାତା କୁମାରୀ ସାମନ୍ତ ,  ପ୍ରମୁଖ କାଉନସିଲର ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |          

News Comment

You Might Also Like

BACK TO TOP