Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ପୋଲସରା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଉନ୍ନୟନ ବୋର୍ଡ ପକ୍ଷରୁ ବୈଠକ ଅନୁଷ୍ଠିତ |

11-Apr-2025

ଶରଣ ଶ୍ରୀକ୍ଷେତ୍ର ମାରଦା ଉନ୍ନୟନ ବୋର୍ଡ଼ ପକ୍ଷରୁ ବୈଠକ,
ଓଡିଶା ଜନମତ, ପୋଲସରା, ସନ୍ତୋଷକୁମାରପଣ୍ଡା,10/4 :
ପୋଲସରା ବ୍ଲକ ମଥୁରା ଗ୍ରାମ ଅନ୍ତର୍ଗତ ଶରଣ ଶ୍ରୀ କ୍ଷେତ୍ର ମାରଦା ଠାରେ ବୋର୍ଡର ବୈଠକ ଛତ୍ରପୁର ଉପ -ଜ଼ିଲ୍ଲାପାଳ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ କୁ ପୋଲସରା ବିଡିଓ ତଥା ବୋର୍ଡ଼ ର ସମ୍ପାଦକ ଶ୍ରୀ ଶଶିଭୂଷଣ ମହାପାତ୍ର ପରିଚାଳନା କରିଥିବା ବେଳେ ପୋଲସରା ଅତିରିକ୍ତ ତହସିଲଦାର ଶ୍ରୀ ରମେଶ ଚନ୍ଦ୍ର  କୋଷାଧକ୍ଷ ଆୟବ୍ୟୟ ର ବିବରଣୀ ଉପସ୍ଥାପନ କରିଥିଲେ l ଏଥିରେ ଅତିଥିଭାବେ ଭଞ୍ଜନଗର ଡିଅଫଓ,ଭଂଜନଗର  ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପୋଲସରା ଥାନାଧିକାରୀ କୌଶିକ ମାଝୀ, ମଥୁରା ମଠଧୀଶ ମହନ୍ତ ସୁନ୍ଦର ରାମଦାସ, ପୋଲସରା  ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ  ଆସିଷ୍ଟାଣ୍ଟ ଇଞ୍ଜିନିଅର, ପୋଲସରା ବିଦ୍ୟୁତ ବିଭାଗ  ଏସ ଡ଼ି ଓ ଏବଂ ଯେଇ, ସଭ୍ୟ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ରମେଶ ପ୍ରଧାନ, ପ୍ରଭାତ ଶାସମଲ, ଜଗବନ୍ଧୁ ମହାପାତ୍ର, ବସନ୍ତ ବେହେରା, ମହୋତ୍ସବ କମିଟି ସଭ୍ୟ, ମୋଟିରାମ ସାହୁ, କାମ୍ପ ବାଢେଇ ପବିତ୍ର ନାୟକ, ମନୋଜ କୁମାର ଖଟୁଆ, ରଘୁନାଥ ପଣ୍ଡା, ପ୍ରଶ୍ନ କୁମାର ଡାକୁଆ, ରାମକୃଷ୍ଣ ପ୍ରଧାନ, ଦୀପକ ପୋଲେଇ, ମଙ୍ଗୁଳୁ ସାହୁ, ରାଧାଶ୍ୟାମ ପଣ୍ଡା, ରାମକୃଷ୍ଣ ବାରିକ, ମଥୁରା ସରପଞ୍ଚ ସୁନିତା ବେହେରା, ସମିତି ସଭ୍ୟା ମିନତୀ ପାତ୍ର ପ୍ରମୁଖ ଯୋଗଦାନ କରି ମନ୍ଦିର ଉନ୍ନତି କଳ୍ପେ ପ୍ରସ୍ତାବ ଉପସ୍ଥାପନ କରିଥିଲେ |  ଏଥିରେ ସମ୍ପୂର୍ଣ୍ଣ ମାରଦା ମନ୍ଦିର ର ଜମି ବିବରଣ କୁ ଛତ୍ରପୁର ଉପଜିଲାପାଳ ପୋଲସରା ତହସିଲଦାର ଙ୍କୁ ତଥ୍ୟ ସହିତ ନକଲ କପି ମାଗିଛନ୍ତି | 
ଦୈନନ୍ଦିନ ଭୋଗ ନୀତି ନିମନ୍ତେ ଦୈନିକ 650 ଟଙ୍କା  ର ବଜେଟ ପାଇଁଆଲୋଚନା , ପ୍ରଥମ ବେଢା ସହିତ ଚତୃପାର୍ଶ୍ଵ ଆଲୋକି କରଣ ଓ ବିଦୂତ ବିଲ ସଂଶୋଧନ, ଓ ଏସ ଆର ଟି ସି ବସ ଯାହା ଭୁବନେଶ୍ୱର ଓ କଟକ  ବସ  ଯାଉଛି, ତାହା  ମନ୍ଦିରନିକଟ  ( ମୁଖ୍ୟ ଫାଟକ ) କୁ ପହଞ୍ଚିବ 
 ,ମନ୍ଦିର ପରିସରରେ ଗଛ ରେ ପାଣି ଦେବା ପାଇଁ ସିକୁରୁଟି ଗାର୍ଡ ନିଯୁକ୍ତି, ବର୍ଷକୁ ମନ୍ଦିର ପରିସରରେଚାରୋଟି ଜେନେରାଲ ବଡି ମିଟିଂହେବ, ମନ୍ଦିର ପରିସରରେ ବର୍ଷକୁ ୫ ଟି ଜାତ ନୀତି ପାଳନ ସହିତ ମାରଦା ମନ୍ଦିର କୁ ଶ୍ରୀମନ୍ଦିର ରୁ ବର୍ଷକୁ ୫ ଥର ପତିତ ପାବନ ବାନା ଆଣି ଲଗାଯିବ, ଓ ନନ୍ଦୀଘୋଷରଥ କୁ ୨୬ ଗୋଟି ପଞ୍ଚାୟତ କୁ ନେଇ ବୁଲାଜିବ, ମନ୍ଦିର ପରିସରରେ ଯିଏ ଭୋଜି, ଭାତ କରନ୍ତି ସେମାନଙ୍କ ଠାରୁ ରକ୍ଷଣା ବେକ୍ଷଣ ପାଇଁ ୧୦୦୦ ଟଙ୍କା ଅର୍ଥ ଆଦାୟ କରାଯିବ |  ଜିଲ୍ଲାସୂଚନା ଲୋକସମ୍ପର୍କ ଅଧିକାରୀ ଏବଂ ସାଂସ୍କୃତିକ ଅଧିକାରୀ ଛତ୍ରପୁର ଙ୍କୁ ପରାମର୍ଶ କରି ବର୍ଷକୁ ୪ ଟି ମନ୍ଦିର ର ଜାତନୀତି ଲାଗି ବହି ପ୍ରକାଶ ପାଇବ, ଏଥି ସହିତ ଆଲୋଚନା ହୋଇଥିବା ୩୧ ଜଣିଆ  ମନ୍ଦିର ପରିସରରେ ଗ୍ରାମ୍ୟ କମିଟି ଗଠନ କରାଯିବ  |  ଏହି କମିଟିରେ ଶ୍ରୀ ମାରଦା ମନ୍ଦିର ଉନ୍ନୟନ ପରିଷଦଏବଂ ଶ୍ରୀ ମାରଦା ଜଗନ୍ନାଥ ମନ୍ଦିର ଉରୟନ ପରିଷଦ ମଥୁରା ( ପୋଲସରା ) କୁ ଗଞ୍ଜାମ ର ସରକାରୀ ସ୍ତରର ସଦସ୍ୟ କୁ ଶ୍ରୀମାନ ଗଞ୍ଜାମ ଜିଲ୍ଲାପାଳ ଙ୍କ ପରାମର୍ଶ ରେ ନୂଆଁ କରାଯିବ । ପୁରୀ ଶ୍ରୀମନ୍ଦିର କୁ ମାରଦା ସରକାରୀ ସ୍ତରରେ ପ୍ରସ୍ତୁତି କପି କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଓ ଶ୍ରୀମାନ ଦିବ୍ୟ ମହାତ୍ମା ଗଜପତି ମହାରାଜା ଙ୍କ ଦ୍ଵାରା ଆଲୋ ଚନା କରାଯିବ, ପୁନଃ ୬୫୦ ଟଙ୍କା ବ୍ୟୟ ରେ ଦୈନନ୍ଦୀନ ଭୋଗ ନୀତି ସମ୍ପର୍କେ ଆଲୋଚନା ମୁଖ୍ୟ ପ୍ରସ୍ତାବ ଥିଲା  । ଏଥିରେ ଛତ୍ରପୁର ଉପ ଜିଲ୍ଲାପାଳ  ସୁଭାଶିଷ ବରାଳ ସଭାପତିତ୍ଵ କରିଥିଲେ |  ପୋଲସରା ବ୍ଲକ୍ ବିଡ଼ିଓ ତଥା ସେକ୍ରେଟେରି ଶ୍ରୀ ମାରଦା ଜଗନ୍ନାଥ ମନ୍ଦିର ଉନ୍ନୟନ ପରିଷଦମଥୁରା(ପୋଲସରା )  ରୂପେ ବୈଠକ କୁ କାର୍ଯ୍ୟକାରୀ କରାଇଥିଲେ ।
ବୈଠକ ଶେଷରେ ୩ ଲକ୍ଷ୍ୟ ଟଙ୍କା ମାରଦା ମନ୍ଦିର କୁ ଦାନ ଅର୍ଥ ମିଳିଛି,ସେମଧ୍ୟରୁ ପୋଲସରା ବିଡ଼ିଓ ଏବଂ ଡ଼ି ଏଫ ଓ ଭଞ୍ଜନଗର + ସର୍ବସାଧାରଣ ଜଗନ୍ନାଥ ପ୍ରେମୀ ଙ୍କ ଦ୍ଵାରା ଦାନ ଅର୍ଥ  ମିଳିଥିଲା  |

News Comment

You Might Also Like

BACK TO TOP