Breaking News

ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||     

ପୁରୁଷୋତ୍ତମପୁରସିପିଆଇମଣ୍ଡଳତରଫରୁ ଆଠ ଦଫା ଦାବି ନେଇ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ |

29-Apr-2025

କମ୍ୟୁନିଷ୍ଟ ପାର୍ଟି ର ଆଠ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ  ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ

                    ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ତରଫରୁ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିଏକବର୍ଷ ବିତି ଯାଇଥିଲେ ମଧ୍ୟ ତାହାକୁ ପାଳନ କରି ନାହାନ୍ତି | ବରଂ ଦରଦାମ ଏତେବୃଦ୍ଧି କରିଛନ୍ତି ଯେ ତାହା ଯୋଗୁଁ  ବହୁ ଗରିବ, ମଧ୍ୟବିତ୍ତ ଏବଂ ହରିଜନ ପରିବାର  ଅସୁବିଧା ର ସମ୍ମୁଖୀନ ହେଉଛନ୍ତି  |ତେଣୁ ସରକାର ଙ୍କ ଉଦେଶ୍ୟରେ ଆଠ ଦଫା ଦାବି ସମ୍ବଳିତ ଏକ  ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବିଡ଼ିଓ ଙ୍କୁ ପ୍ରଦାନ  କରିଛନ୍ତି |  ଯଦିସରକାରଏହି ଦାବିପତ୍ର କୁ ଗ୍ରହଣ କରି ଲୋକଙ୍କୁ ଦେଇଥିବା ସବୁ ଆଶା ଓ ଭରସା ପୁର୍ଣ କରନ୍ତି ତେବେ ଭଲ ନଚେତ ଆଗାମୀ ଦିନରେ ପୁରୁଷୋତ୍ତମପୁର ବ୍ଲକ ର  ସି ପି ଆଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟ(CPI) ଜୋନ୍ ନେତୃ ମଣ୍ଡଳୀଙ୍କ ଦ୍ବାରା 
 ଦେଇଥିବା ପ୍ରତିଶ୍ରୁତିକି ପାଳନ କରିନଥିବା ବିରୁଦ୍ଧରେ ସାରା  ଗଞ୍ଜାମ ଜିଲ୍ଲା ଓ ରାଜ୍ୟରେ ଆନ୍ଦୋଳନ ହେବ |

ସେମାନଙ୍କ ଦାବିଗୁଡିକ ହେଲା

1. ନିତ୍ୟ ବ୍ୟବହୃତ ଦ୍ରବ୍ୟର ଦରଦାମ ଦାମ ବୃଦ୍ଧି ହ୍ରାସ ।2. 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣା ଦିଅ, ସ୍ମାର୍ଟ ମିଟର ବସାଇବା ବନ୍ଦ କର ।3. ସମସ୍ତ ଚାଷି ଉପରୁ କୃଷି ଋଣ ଛାଡ଼ କର4. ରାଶନ୍ କାର୍ଡ ରେ ବାଦ ପଡିଥିବା ହିତାକାର ଜାରୀ ଙ୍କୁ କାର୍ଡ ପ୍ରଦାନ କର5. ଷାଠିଏ ବର୍ଷରୁ ଉଦ୍ଧ ପ୍ରତ୍ୟେକ ଚାଷୀ ମୂଲିଆଙ୍କୁ 3500 ଟଙ୍କା  ଯୋଗାଯାଉ 6. ସମସ୍ତ ବ୍ଲକ ରେ ତୁରନ୍ତ ଶୀତଳ ଭଣ୍ଡାର ତିଆରି କରି ଚାଷ ଷୀମାନଙ୍କ ଆବଶ୍ୟକ‌ତା କୁ ପୂରଣ କରାଯାଉ ।7. ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଲାଣ କୁ ବନ୍ଦ କରାଯାଉ ।8P. ଭାଟ କୁମରଡା, ପୁରୁଷୋତ୍ତମପୁର, ବଡଖରିଡା, ପ୍ରତାପପୁର, ପଣ୍ଡିଆ ମେଡ଼ିକାଲ ରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରାଯାଉ ।

News Comment

You Might Also Like

BACK TO TOP