Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଆରପାରିରେ ପୁରୁଷୋତ୍ତମପୁର ବିଜେପିର ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାରଣା (କାଳିଆ )

07-May-2025

ପୁରୁଷୋତ୍ତମପୁର ବିଜେପି ର  ନଗର ସଭାପତି ଙ୍କ ଅକାଳ ବିୟୋଗ,

                    ଓଡିଶା ଜନ ମତ, ବ୍ୟୁରୋ,,

ପୁରୁଷୋତ୍ତମପୁର ଏସ୍ଏସି ବିଜେପି ର ନଗର ସଭାପତି  ସୂର୍ଯ୍ୟନାରାୟଣ ମହାରଣା  (କଳିଆ )୩୭ ଙ୍କ ଭୁବନେଶ୍ୱର ଏକ ଘରୋଉ ହସ୍ପିଟାଲ ରେ ଗତ କାଲି ରାତିରେ ପରଲୋକ ହୋଇଛି।
ଘଟଣାରୁ  ଜଣା ଯାଇଛି ଯେ  କାଳିଆ ଜଣେସାହସୀ, ସଙ୍ଘଟକ, ମେଳାପୀ ଯୁବକ ଥିଲେ | ଏବଂ ତାଙ୍କର ଏହି  ସଫଳ କାର୍ଯ୍ୟ ପାଇଁ  ନିକଟରେ ରାଜ୍ୟ ବିଜେପି ନେତୃବୃନ୍ଦ ତାଙ୍କୁ ପୁରୁଷୋତ୍ତମ ପୁର ସହର ରନଗରସଭାପତି ଭାବେ ମନୋନୀତ କରିଥିଲେ |  ତେବେ ରାଜ ନିତି ସହିତ ସେ ପରିବାର ପ୍ରତିପୋଷଣ ନିମନ୍ତେ ଏକ ଫର୍ନିଚର ୱାର୍କ ସପ ଖୋଲି ଥିଲେ |  ସେହି ୱାକସପ ଭିତରକୁ  ବିଷାକ୍ତ ସାପ ମାନେ ଆସୁଥିବାରୁ ତାର ନିରା କରଣ ନିମନ୍ତେ ଗତ ମାସ 30 ତାରିଖ ରେ କିଛି ବିଷାକ୍ତ ରାସାୟନିକ ପଦାର୍ଥ ଆଣି ସେହି ୱାର୍କ ସପ ଭିତରେ ସିଞ୍ଚ୍ସନ କରିଥିଲେ  | କିନ୍ତୁ ଅସାବଧାନତା ଭାବେ ସେହି ହାତକୁ ମୁହଁରେ ମାରିଦେଇ ଥିଲେ |  ଏବଂ ସେ ସଙ୍ଗେ, ସଙ୍ଗେ  ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପୁରୁଷୋତ୍ତମ ପୁର ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତରହେବାରୁ  ବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆଯାଇ ଚିକିତ୍ସା କରାଇ ଥିଲେ | କିନ୍ତୁ ସେଠାରେ ତାଙ୍କର  ସ୍ଵାସ୍ତ୍ୟ ବସ୍ଥା ରେ ଉର୍ନ୍ନତି ପରିଲକ୍ଷିତ ନହେବାରୁ  ସୋମବାର ଦିନତାଙ୍କୁପରିବାର ଲୋକେ  ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ  | ତେବେ ଗତ କାଲି ରାତ୍ର ଶେଷ ପହର ରେ  ସେ ଶେଷ ନିଃଶ୍ବସ ତ୍ୟାଗ କରିଛନ୍ତି।ତାଙ୍କ ର ୧୧ ବର୍ଷ ଓ ୭ ବର୍ଷର ୨ଟି ଶିଶୁ କନ୍ୟା ଓ ସ୍ତ୍ରୀ  ବାପା, ମାଆ, ସାନଭାଇ, ଭାଇବୋହୁ ଓ ପୁତୁରା ଅଛନ୍ତି |  ତାଙ୍କ ମୃତ୍ୟୁ ଖବର ଶୁଣି ବିଜେପି କର୍ମୀ ଓ ସାଙ୍ଗ, ସାଥି ଏବଂ ଅଞ୍ଚଳ ରେ  ଶୋକର ଛାୟା ଖେଳିଯାଇଛି । କାଳିଆ ଙ୍କ ଅନ୍ତେଷ୍ଟି  କ୍ରିୟା ରେ ଘୁମୁସରଜିଲ୍ଲା ସଭା ପତି   ବିଜୟ କୁମାର ସ୍ୱାଇଁ,   ଜିଲ୍ଲା ସମ୍ପାଦକ ଆନିଲ କୁମାରପଣ୍ଡ , ଯଂଜ୍ଞ ନାରାୟଣ ଦାଶ ଙ୍କ ସହ ବିଜେପି ର ନେତା  କର୍ମୀ ଓ ଵହୁ   ବ୍ୟକ୍ତି ବିଶେଷ , ଆତ୍ମୀୟ  ସ୍ୱଜନ ଯୋଗ  ଦେଇଥିଲେ |

News Comment

You Might Also Like

BACK TO TOP