Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଗଞ୍ଜା ବଡ଼ ବଜାର ଶ୍ରଦ୍ଧା ଜୁଏଲର୍ସ ରେ ବଡ଼ ଧରଣ ର ଚୋରି ଉଦ୍ୟମ ବିଫଳ |

08-May-2025

ଗଞ୍ଜାମ ବଡ ବଜାର ଶ୍ରଦ୍ଧା ଜୁଏ ଲେରୀ ରେ ବଡ ଧରଣ ର ଚୋରି ଉଦ୍ୟମ ବିଫଳ,

( ସିନେମା ଷ୍ଟାଇଲ ରେ ଚୋର କୁ କାବୁ କଲା ଗଞ୍ଜାମ ପୋଲିସ |

ଓଡିଶା ଜନମତ,ଗଞ୍ଜାମ,ବଟ କୃଷ୍ଣ ରାଉଳ, ତା--8/5/25:

ଗତ ରାତ୍ରି ରେ ଗଞ୍ଜାମ ବଡ଼ ବଜାର ଶ୍ରଦ୍ଧା ଯୁଏ ଲେରୀ ରେ ଏକ ବଡ଼ ଧରଣ ର ଚୋରି ଉଦ୍ୟମ ପଣ୍ଡ  ହୋଇଛି ଗଞ୍ଜାମ ସହର ସ୍ଥିତ ଶ୍ରଦ୍ଧା ଯୁଏ ଲେରୀ ରେ ଆଠ ଜଣ ଚୋର ଶ୍ରଦ୍ଧା ଯୁଏ ଲେରୀ ରେ ଲାଗିଥିବା ସଟର କୁ ଭାଙ୍ଗି ବାକୁ ଉଦ୍ୟମ କରିଥିଲେ ସଟର ଭାଙ୍ଗିବା ସମୟରେ. ଶ୍ରଦ୍ଧା ଯୁଏ ଲେରୀ ର ପ୍ରପାଇଟର ଚେରୁ ସୁବୁଦ୍ଧି ରଙ୍କ ବାପା ଗୌରାଙ୍ଗ ସୁବୁଦ୍ଧି ଙ୍କ ସଟର ଭାଙ୍ଗିବା ଶବ୍ଦ ରେ ନିଦ ଭାଙ୍ଗିଯାଇଥିଲା ଗୌରାଙ୍ଗ ପାଟି କରିବା ପରେ ଚେରୁ ଓ ତାଙ୍କ ବାପା ଗୌରାଙ୍ଗ ମିଶି ଭିତର ପଟୁ. ରହି ସଟର ତଳ ପଟେ ନିରେଖି ଚାହିଁଥିଲେ ଏହା ଦେଖିଲା ପରେ କେହି ଆଠ ଜଣ ମରଣା ସ୍ତ୍ର ଧରି ସଟର ଭାଙ୍ଗୁ ଛନ୍ତି ଏହାକୁ ନେଇ ସଙ୍ଗେ ସଙ୍ଗେ ଗଞ୍ଜାମ ଥାନା ଅଧିକାରୀ ଙ୍କୁ ଫୋନ କଲେ ସେହି ସମୟରେ ଥାନା ଅଧିକାରୀ ଶ୍ରୀମତୀ ସୁମିତ୍ରା ପାତ୍ର ସଦଳ ବଳ ନେଇ ରାତ୍ର ପେଟ୍ରୋଲିଙ୍ଗ କରୁଥିଲେ ଶ୍ରୀମତୀ ପାତ୍ର ଥାନା କୁ ଯାଇ ନିଜର ରିଭଲବଲ କୁ ସାଙ୍ଗରେ ନେଇ ଦୁଇ ଟି  ଟିମ ହୋଇ ଚୋର କୁ ଧରିବା ଦିଗରେ ବାହାରି ପଡି ଥିଲେ. ଗୋଟିଏ ଟିମ ହୁମା ଅଭିମୁଖେ ଯାଇଥିବା ବେଳେ ଆଉ ଗୋଟିଏ ଟିମ ନିଜେ ଥାନା ଅଧିକାରୀ ଶ୍ରୀମତୀ ପାତ୍ର ଛତ୍ରପୁର ଆଡେ ଯାତ୍ରା କଲେ ଯିବା ସମୟରେ ଗଞ୍ଜାମ ଋଷୁକୂଲ୍ୟା ପୋଲ ଉପରେ ତିନି ଜଣ ଯିବାର ଦେଖିଲେ ସେହି ତିନି ଜଣ ପୋଲିସ ଗାଡିକୁ ଦେଖି ଦୌଡିବା ଆରମ୍ଭ କଲେ ପୋଲିସ ସଙ୍ଗେ ସଙ୍ଗେ ଏହି ତିନି ଜଣ ଙ୍କ ପଛରେ ପଡିଲା ଏମାନଙ୍କୁ ଗୋଡ଼ାଇବା ପରେ ସେ ଦୌଡ଼ି ଦୌଡ଼ି ଏକ ଲଟା ବୁଦା ଭିତରେ ଲୁଚି ପଡିଲେ ପୋଲିସ ସେହି ବୁଦା ରୁ ଜଣ କୁ କାବୁ କରିବା ପରେ ପଚରା ଉଚରା ପରେ ଆଉ ତିନି ଜଣ କୁ ପୋଲିସ କାବୁ କରିଥିଲାଶ୍ରୀମତୀ ପାତ୍ର କାବୁ କରିଥିବା ଚୋର ଙ୍କୁ ସାଙ୍ଗରେ ନେଇ ଦିଗପହଣ୍ଡି  କୁ ଯାଇ ତଦନ୍ତ କରିଥିଲେ ପରେ 142/25ରେ ମୋକୋଦମା ରୁଜୁ କରି ଚାରି ଜଣ ଙ୍କୁ ଗିରଫ କରିଥଲା ପୋଲିସ ଗିରଫ ହୋଇଥବା ଚାରିଜଣ ହେଲେ ଅରବିନ୍ଦ ଫର୍ଦୀ ରୋହିତ ଫ୍ରଧି ଲଜନୀ ପିପି ବିଜୟ କମଲ ଏମାନେ ହେଲେ ମଧ୍ୟ୍ୟ ପଦେଶ ଓ ରାଜସ୍ତାନ ର ବୋଲି ଜଣାପଡିଛି ଦୁଇ ଟିମ ପୋଲିସ ଙ୍କ ମଧ୍ୟରୁ ସୁପ୍ରଭାସାହୁ . ଅନିରୁଦ୍ଧ ସ୍ୱାଇଁ. ଅନନ୍ତ ରାଓ ଥାନା ଅଧିକାରୀ ସୁମିତ୍ରା ପାତ୍ର ଟାଉନ ହାବିଲଦାର ପାତ୍ର ବାବୁ ଓ ଅନ୍ୟାନ ପୋଲିସ କର୍ମ ଚାରୀଙ୍କ କାର୍ଯ୍ୟ ଶୈଳୀ କୁ ନ୍ନେଇ ଗଞ୍ଜାମ ପୋଲିସ କୁ ଅଂଚଳ ରେ ଭୁରିଭୁରୀ ପ୍ରଶଂସା କରାଯାଉଛି  ଏହି ଚୋର ଚାରି ଜଣ ଠୁ ସାତଟି ମୋବାଇଲ ଫୋନ ଆଠ ଗୋଟି ମୁଦି ଠାକୁରାଣୀ ଠାକୁର ଙ୍କମସ୍ତକ କିରଟି ମରଣାସ୍ତ୍ର ଜବତ କରି କୋର୍ଟ ଚାଲାଣ କରିଥିଲେ

News Comment

You Might Also Like

BACK TO TOP