Breaking News

ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||     

ପୁରୁଷୋତ୍ତମପୁର ଏସଡ଼ି ପିଓ ଙ୍କ ପୁସ୍ତିକାକୁ ଲୋକାର୍ପିତ କଲେ ଗଞ୍ଜାମ ଏସପି |

15-Jun-2025

ପୁରୁଷୋତ୍ତମପୁର ଏସଡ଼ି ପିଓ ଡ଼ଃ ଦୀପକ ମିଶ୍ରଙ୍କ  କବିତା  କୁ ଲୋକାର୍ପିତ କଲେ ଗଞ୍ଜାମ ଏସପି  |

                ଓଡିଶା ଜନମତ   ବ୍ୟୁରୋ,

ପୁରୁଷୋତ୍ତମପୁର  ସହର ରେ ସବ ଡିଭିଜିନାଲ ପୋଲିସ ଅଫିସର ଥିବା  ଡଃ ଦୀପକ କୁମାର ମିଶ୍ର  ଖାଲି ପୋଲିସ ବିଭାଗରେଚାକିରୀକରିନାହାନ୍ତି, ସେ ପେସାରେ ଜଣେ ପୋଲିସ ଅଫିସର ଥିବା ବେଳେ ନିଶାରେ ଜଣେ ସାହିତ୍ୟିକ,ଓ ଗାଳ୍ପିକ ଅଟନ୍ତି |   ପୋଲିସ କାର୍ଯ୍ୟକ୍ରମ କୁଛାଡି ଅବସର ସମୟରେ ସେ ନିଜର ଅନୁଭୂତି କୁ କର୍ମମୟ ଜୀବନରେ ସମାଜରେ ଘଟିଚାଲିଥିବା ବିଭିନ୍ନ ପ୍ରକାରର ଘଟଣାବଳୀ ଓ ପ୍ରକୃତିର  ସରଳ,ବିଶାଳ, କରାଳ ରୂପ କୁ ନେଇ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ଏକ କବିତା  ରଚନା କରିଛନ୍ତି। ଏହି କବିତା ଦ୍ବାରା ଜନସାଧାରଣଙ୍କ ମଧ୍ୟରେ କିପରି ସଦ୍‌ଭାବନାର ଚିନ୍ତନ, ସଚେତନତା ର  ଉପାଦାନ ଆସିପାରିବ ସେନେଇ ସେ ଲେଖାମାନ ପ୍ରସ୍ତୁତ କରିଛନ୍ତି ।ଏହି ସଂକଳନ ପୁସ୍ତିକାଟି ‘ଅପାଦଯାତ୍ରା’ ନାମରେ ନାମିତ ହୋଇ ଥିଲା ବେଳେ ଏହାକୁ ଜଣେ ସଚୋଟ, ସୁଦକ୍ଷ, ନିର୍ଭିକ, ଏବଂ ଦାମ୍ଭିକ ଅଫିସର  ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ଦ୍ବାରା ଗୁରବାର ଲୋକାର୍ପିତ ହୋଇଛି। ଏହିଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ବହୁ ବରିଷ୍ଠ ପୋଲିସ ଅଧୂକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ପୁସ୍ତକଟିକୁ ଥରେ ପଢିଲେ ପାଠକମାନଙ୍କ ହୃଦୟ କୁ ଛୁଇଁ ପାରିବ  ବୋଲି  ଗାଳ୍ପିକ ତଥା ପୋଲିସ ଅଫିସର ଡଃ ମିଶ୍ର ଆଶା ପ୍ରକାଶ କରିଛନ୍ତି। ଏହା  ଡ଼ଃ ମିଶ୍ର ଙ୍କ ପ୍ରଥମ ସଂକଳନ ନୁହଁ ଏହା ହେଉଛି   ଚତୁର୍ଥ ପୁସ୍ତକ ଓ ତୃତୀୟ କବିତା ସଂକଳନ ଅଟେ। ଡଃ ଦୀପକ କୁମାର ମିଶ୍ର ଙ୍କ ଏହି ଲେଖା ଶୈଳୀଙ୍କୁ ବହୁତ ବ୍ୟକ୍ତି ବିଶେଷ ପସନ୍ଦ କରିବା ସହ ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଳାର ଅଧିଷ୍ଠାତ୍ରୀ  ଦେବୀ ମା ତାରାତାରିଣୀ ତାଙ୍କୁ ଏହିପରି ଜନ ହିତକାରୀ  ଉପଦେଶ ବୋଧକ କବିତା  ଓ ଗଳ୍ପ ଲେଖିବା ପାଈଁ ତାଙ୍କର ଆଶିଷ ପ୍ରଦାନ କରୁଥାନ୍ତୁ  ସମସ୍ତଙ୍କ  ଏତିକି ପାର୍ଥନା |

News Comment

You Might Also Like

BACK TO TOP