Breaking News

ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||      ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||     

ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି " ନେସନ ବିଲଡର ଆୱାର୍ଡ `ରେ ଶିକ୍ଷକ ସମ୍ମାନିତ |

09-Sep-2025

ବିଭିନ୍ନ ସଚେତନ କାର୍ଯ୍ୟ ସକାଶେ "ନେଶନ୍ ବିଲଡର ଆୱାର୍ଡ଼୍ " ରେ ସମ୍ମାନୀତ ଶିକ୍ଷକ ହେମନ୍ତ କୁମାର ନାୟକ।

             ଓଡ଼ିଶା ଜନ ମତ 

ପୋଲସରା ସନ୍ତୋଷ କୁମାର ପଣ୍ଡା,
  ତା.୧୦/୦୯/୨୦୨୫:

ବିଭିନ୍ନ କାର୍ଯ୍ୟ ସକାଶେ ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାଷ୍ଟ୍ରୀୟ ହିନ୍ଦି ଭାଷା ଶିକ୍ଷକ ହେମନ୍ତ କୁମାର ନାୟକ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖ ପବିତ୍ର "ଗୁରୁଦିବସ" ଉପଲକ୍ଷେ ବ୍ରହ୍ମପୁର ରୋଟାରୀ କ୍ଳବ୍ ଦ୍ଵାରା "ନେଶନ୍ ବିଲଡର ଆୱାର୍ଡ଼୍ " ରେ ସମ୍ମାନୀତ ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ ଏହି କାର୍ଯ୍ୟକ୍ରମଟି କ୍ଳବ୍ ପକ୍ଷରୁ ପ୍ରତବର୍ଷ କରାଯାଉଥିବା ପରିପ୍ରେକ୍ଷୀରେ ଏବର୍ଷ ମଧ୍ୟ ବହୁ ବର୍ଣ୍ଣାତ୍ୟ ପରିବେଶରେ ଆୟୋଜନ କରାଯାଇଥିଲା। ଏଥିରେ କେବଳ ଗଂଜାମ ଜିଲ୍ଲାର ୧୮ ଗୋଟି ବ୍ଲକରୁ ମନୋନୀତ ୪୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ। ଶିକ୍ଷକ ନାୟକଙ୍କ କହିବା ପ୍ରକାରେ ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଗୋଟାଏ ବିକଶିତ ରାଷ୍ଟ୍ର ଗଠନ ପାଇଁ ଶିକ୍ଷାର ସର୍ବାଧିକ ଗୁରୁତ୍ବ ରହିଛି। ତେଣୁ ସେ ଜଣେ ଶିକ୍ଷକ ହୋଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଉନ୍ନତ ଭବିଷ୍ୟତ ଗଠନ ଚିନ୍ତା କରିବାସହିତ, ସୁସ୍ଥ ପରିବେଶ ନିର୍ମାଣ,ପରିବେଶ ସ୍ବଚ୍ଛତା,ନିଶାମୁକ୍ତ ସମାଜ ଗଠନ,ବାଲ୍ୟ ବିବାହ ବନ୍ଦ ଅଭିଯାନ, ଫାଇଲେରିଆ ନିରାକରଣ ଅଭିଯାନ,ସ୍କୁଲଚାଲ ଅଭିଯାନ, ସ୍ୱଚ୍ଛ ଭାରତ ଅଭିଯାନ,ପରିବେଶ ରକ୍ଷା ଜୀବନ ରକ୍ଷା, ବନ ମହୋତ୍ସବ,ବୃକ୍ଷ ରୋପଣ,ଚାରା ବଣ୍ଟନ,ବେଟି ବଞ୍ଚାଓ  ବେଟି ପଢ଼ାଓ ଭଳି ଅନେକ ସଚେତନା ମୂଳକ କାର୍ଯ୍ୟକ୍ରମରେ ଆନ୍ତରିକତା ସହିତ ଅ°ଶଗ୍ରହଣ କରି ଆସୁଥିବା ଯୋଗୁଁ କ୍ଲବର ଧର୍ମନଗର ସ୍ଥିତ ନିଜସ୍ଵ କମ୍ୟୁନିଟି ହଲରେ ଆୟୋଜିତ କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ ହୋଇ ଉକ୍ତ ପ୍ରେରଣାଦାୟୀ ଆୱାର୍ଡ଼୍ ପାଇଥିଲେ। ଏହି ସମୟରେ ମୁଖ୍ୟଅତିଥି ଡ଼ା. ସିଦ୍ଧାର୍ଥ ଶଙ୍କର ପାଢୀଙ୍କ ସମେତ ସମ୍ମାନୀତ ଅତିଥିଭାବେ ସୁନୀଲ ମୋହନ ପଟ୍ଟନାୟକ, ଜୋନାଲ ଚେୟାରମେନ୍ ଡ଼ା. ରଞ୍ଜିତ ପାଢ଼ୀ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟରୀୟନ ଝରଣା ପଣ୍ଡା,ସଭାପତି ଡ଼ା.ପ୍ରଦୀପ କୁମାର ପଟ୍ଟନାୟକ, ଚେୟାରମେନ୍ ରୋଟାରୀୟନ କାମରାଜୁ ମହାରଣା,ସମ୍ପାଦକ ଅଶ୍ଵିନୀ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି କ୍ଲବର ଉଦ୍ଦେଶ୍ୟ,ଲକ୍ଷ୍ୟ ଏଵଂ କାର୍ଯ୍ୟକାରିତା ଉପରେ ନିଜନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିବା ସହିତ ସମସ୍ତ ନିମନ୍ତ୍ରିତ ଗୁରୁ ଓ ଗୁରୁମାମାନଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ସହ ଆୱାର୍ଡ଼୍ ପ୍ରଦାନ କରିଥିଲେ। ଏହି ମର୍ଯ୍ୟଦାଜନକ  ଆୱାର୍ଡ଼୍ ପାଇଥିବା ଯୋଗୁଁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ପ୍ରଧାନଶିକ୍ଷକ,ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଭିନ୍ନ ମହଲରୁ ଶ୍ରୀଯୁକ୍ତ ନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବାବେଳେ ଶିକ୍ଷକ ନାୟକ ବ୍ୟକ୍ତିଗତଭାବେ ଆୟୋଜକ କ୍ଲବ୍ ସମେତ ବିଦ୍ୟାଳୟର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଏଵଂ କୃତଜ୍ଞତା ଜଣାଇଛନ୍ତି।

News Comment

You Might Also Like

BACK TO TOP