Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ଫୁଲବାଣୀ ସଦର ଥାନା ନିକଟରେ 3କୁଇଣ୍ଟାଲ 60 କେଜି ଗଞ୍ଜାଇ ଜବତ କରିଛି ପୋଲିସ ||

21-Oct-2025

ପୋଲିସ ଚଢ଼ାଉ ଦ୍ୱାରା  ଏକ ବୋଲରା ସହ ୩ କୁଇଣ୍ଟାଲ୍ ୬୦ କେଜି ଗଞ୍ଜେଇ ଜବତ |

       ଓଡିଶା ଜନ ମତ  ବ୍ୟୁରୋ,

ଫୁଲବାଣୀ ଜିଲ୍ଲା ରେ ଗଞ୍ଜେଇ ଚୋରା ଚାଲାଣ ଏକ ନୀତିଦିନିଆଘଟଣା ହୋଇ ଗଲାଣି | କିଛିଲୋକ ସବୁରସ୍ତା ଛାଡ଼ି ଏହି ଗଞ୍ଜେଇ ବେପାର ରେ ଲାଗିପଡିଛନ୍ତି | ଧରା ନପଡ଼ିବା ଯାଏଁ କମ ଖର୍ଚ୍ଚ ରେଅଳ୍ପ ସମୟରେ ଲକ୍ଷ, ଲକ୍ଷ ଟଙ୍କା ଆୟ ହେଉଛି | କିନ୍ତୁ ପୋଲିସି କିମ୍ବା ଅବକାରୀ ବିଭାଗ ର ନଜର ରୁସେମାନେ  କେବେବି ଖସି ପାରନ୍ତିନି  | ଦିନେନା ଦିନେ ଆଇନ ଜାଲରେ ଛନ୍ଦି ହୋଇ ଜେଲରେ ରହି ସଜା କାଟନ୍ତି | ଏପରି ଏକ ଘଟଣା ଘଟିଛି ଫୁଲବାଣୀ ଜିଲ୍ଳାର ରେ | ସଦର ଥାନା ଅନ୍ତର୍ଗତ ମିଣିଆ ଠାରୁ  ଏକ ଧଳା ରଙ୍ଗର ବୁଲେର ଗାଡ଼ି ଅନ୍ୟ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସଦର ଥାନା ପୋଲିସ୍ ଖବର ପାଇ ଥାନା ଅଧିକାରୀ ଙ୍କ ନିର୍ଦେଶ ରେ  ପୋଲିସ୍ ଟିମ୍ ଚଢାଉ କରି -୩ କୁଇଣ୍ଟାଲ୍ ୬୦ କେଜି ଗଞ୍ଜେଇ  ଜବତ କରି ଫୁଲବାଣୀ ତହସିଲଦାର ତଥା ଇଜିକୁଟିଭ ମାଜିଷ୍ଟ୍ରେଟ ଓ ସଦରଆଇଆଇସିଙ୍କ ଉପସ୍ଥିତିରେ ଜବତ  କରିଥିବା ଜଣାପଡିଛି । ଚଢ଼ାଉ ବେଳେ ଡ୍ରାଇଭର ଓ ହେଳ୍ପର ନିକଟରେ ଜଙ୍ଗଲର ସୁଯୋଗ  ପାଇ ସେଠାରୁ  ଫେରାର ହୋଇଯାଇଥିବା ସଦର ଥାନା ଅଧୂକାରୀ  ସୂଚନା ଦେଇଥିବା ବେଳେ ଏ ସମ୍ପର୍କରେ ସଦର ଥାନା ପକ୍ଷରୁ ତଦନ୍ତ ଅଧିକାରୀ ଭାବେ ସବ୍‌ ଇନ୍ସପେକ୍ଟର  କେଶ୍ ନଂ ୨୪ ୨/୨୫ ରେ ମକଦ୍ଦମା ରୁଜୁ କରି ଆସାମୀମାନଙ୍କୁ ଗିରଫ କରିବା  ନିମନ୍ତେ ତଦନ୍ତ ଜାରି ରଖୁଥ‌ିବା ଥାନା -ଅଧିକାରୀ  ସୂଚନା ଦେଇଛନ୍ତି  । ଚଢ଼ାଉ ବେଳେ ଟିମରେ  ସବ ଇନ୍ସପକ୍ଟର ସହ ବହୁ ଷ୍ଟାଫ ସହଯୋଗ କରିଥିଲେ  | 
-

News Comment

You Might Also Like

BACK TO TOP