Breaking News

ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||     

ସିଆରସିସି ଙ୍କ ପାଈଁ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଘାଟିତ ||

22-Oct-2025

ସି ଆର୍ ସି ସିଙ୍କ ପାଇଁ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ମୈ।ଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି କର୍ମଶାଳା ଶୁଭ ଉଦଘାଟିତ

ଶିକ୍ଷାର୍ଥୀମାନଙ୍କ ମୈ।ଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଛତ୍ରପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାର ସାତ ଗୋଟି ବ୍ଲକର ସି ଆର ସି ସି ଙ୍କୁ ନେଇ "ତ୍ରିଦିବସୀୟ ମୈ।ଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧି" କର୍ମଶାଳା ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡକ୍ଟର ପ୍ରଭାତୀ କୁମାରୀ ମହାପାତ୍ର ଆୟୋଜିତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସି ଏସ୍ ଏଫ୍ ନିର୍ଦ୍ଦେଶକ ଡକ୍ଟର ପାର୍ଥଜିତ୍ ଦାସ, ରାଜ୍ୟ ମୁଖ୍ୟ ଅମରଜିତ୍ ଜେନା, ଗଂଜାମ ଜିଲ୍ଲା ଶୈକ୍ଷିକ ସଂଯୋଜକ ଡକ୍ଟର ସନ୍ତୋଷ କୁମାର ପଣ୍ଡା, ଅନସ୍ଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ସି ଏସ୍ ଏଫ୍  କର୍ମକର୍ତ୍ତା ଡକ୍ଟର ଅରବିନ୍ଦ ଆଚାର୍ଯ୍ୟ,  ସୁଶ୍ରୀ ଚାନ୍ଦିନୀ କାର୍ଲା , ସୁଶ୍ରୀ ପ୍ରତୀକ୍ଷା ପ୍ରମୁଖ ଯୋଗଦେଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କ ଦାୟିତ୍ଵବୋଧ, ବହୁବିଧ ଭୂମିକା, ବିଭିନ୍ନ ତାଲିମ ପ୍ରଶିକ୍ଷଣ ଶିବିର ଆୟୋଜନ, ନିୟମିତ କ୍ଲଷ୍ଟର ସ୍ତରୀୟ ବୈଠକରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ, ଶିକ୍ଷଣ ସୋପାନ ବ୍ୟବହାର, ପାଠ୍ୟ ଯୋଜନାର ତଦାରଖ, ଶିକ୍ଷାର୍ଥୀଙ୍କ ପଠନ ନିୟମିତତା ଆଦି ବହୁବିଧ ଦିଗ ସମ୍ପର୍କରେ ଅତିଥିମାନେ ବିଶଦ ଆଲୋଚନା କରିଥିଲେ । ଆୟୋଜିତ କର୍ମଶାଳାରେ ବିଭିନ୍ନ ବ୍ଲକରୁ ଆସିଥିବା ସି ଆର ସି ସିଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ଅଭିଜ୍ଞତା, ଅନେକ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ସବୁର ସରଳ ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ସ୍ତରରେ ଶ୍ରେଣୀଗୃହରେ ଉପୁଜୁଥିବା ସମସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଆଦି ଉପରେ ପ୍ରାଧାନ୍ୟ ଦେବା ପାଇଁ ଉପସ୍ଥିତ ପ୍ରଶିକ୍ଷକମାନେ ଆଲୋଚନା କରିଥିଲେ । ଅନୁଷ୍ଠିତ କର୍ମଶାଳା ଆଜି ଅର୍ଥାତ୍ ତା ୨୨/୧୦/୨୦୨୫ ଦିଗରୁ ଆରମ୍ଭ ହୋଇଥିଲେ ହେଁ ଆଗମୀ ତା ୨୪/୧୦/୨୦୨୫ ରିଖରେ ଉଦଯାପିତ ହେବ । କର୍ମଶାଳାରେ ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଶେରଗଡ, ବୁଗୁଡ଼ା, ଧରାକୋଟ, ହିଞ୍ଜିଳିକାଟୁ,କବିସୂର୍ଯ୍ୟନଗର ବ୍ଲକର ୮୯ ଜଣ ସି ଆର୍ ସି ସି ଯୋଗଦାନ କରିଥିଲେ ।

News Comment

You Might Also Like

BACK TO TOP