Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ପୀତବାସ ପଣ୍ଡା ହତ୍ୟା ଘଟଣା ର ପଛରେ ରାଜନୈତିକ ଓ ବ୍ୟକ୍ତି ଗତ ଶତ୍ରୁତା |

22-Oct-2025

ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା ଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା,

ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ,

ଗତ କୁମାର ପୁର୍ଣିମା ରାତିରେ ଘଟିଥିବା ଦୁଃଖଦ ଘଟଣା ରେ ହତ୍ୟା ର ସ୍ବୀକାର ହୋଇ ଥିଲେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା। ଦୀର୍ଘ ୧୭ ଦିନ ପରେ ଉକ୍ତ ହତ୍ୟାକାଣ୍ଡ ମାମଲା ରେ ଛନ୍ଦି ହୋଇ ଆଜି କୋର୍ଟ ଚାଲାଣ ହୋଇଛନ୍ତି ୧୨ ଜଣ ଅଭିଯୁକ୍ତ। ଏହି ଘଟଣାରେ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୁର୍ବତନ ମେୟର ଶିବଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ ଙ୍କ ସମେତ ଅଭିଯୁକ୍ତ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଆହୁରି ୩ ଜଣ ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ମତବ୍ୟକ୍ତ କରିଛନ୍ତି। ଏହି ଘଟଣା ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା ଥିଲା ବୋଲି ଏସ୍ ପି କହିଛନ୍ତି। ସ୍ବର୍ଗତ ପଣ୍ଡା ଓ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁର୍ବରୁ କଂଗ୍ରେସ ଦଳରେ ରାଜନୀତି କରୁଥିଲେ ଓ ପରବର୍ତ୍ତୀ ସମୟରେ ବିକ୍ରମ ପଣ୍ଡା ଦଳ ଛାଡି ବିଜେଡିରେ ଯୋଗ ଦେଇ ବିଧାୟକ ହୋଇଥିଲେ। କିନ୍ତୁ ସ୍ବର୍ଗତ ପଣ୍ଡା କଂଗ୍ରେସ ଦଳ ସହିତ ରହିଥିଲେ। ସେହି ସମୟ ଠାରୁ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଆରମ୍ଭ ହୋଇ ଥିଲା। ଅନ୍ୟ ପକ୍ଷରେ ପୁର୍ବତନ ମେୟର ଶିବଶଙ୍କର ଦାସ ଙ୍କ ସହ ମଧ୍ୟ ସ୍ବର୍ଗତ ପଣ୍ଡା ଙ୍କ ର ବିଭିନ୍ନ କାରଣରୁ ମତଭେଦ ରହିଥିଲା ପରବର୍ତ୍ତୀ ସମୟରେ ବିକ୍ରମ ପଣ୍ଡା ଙ୍କ ସମସ୍ତ କାର୍ଯ୍ୟ କୁ ବିରୋଧ କରି ବିଭିନ୍ନ ଗଣମାଧ୍ୟମ ଓ ସଭାସମିତି ଜରିଆରେ ବିଷୋଦଗାର ବିବୃତି ପ୍ରଦାନ କରିଥିଲେ। ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ଶତ୍ରୁତା ବଢ଼ି ଚାଲିଥିବା ବେଳେ ଉଭୟ ଶିବଶଙ୍କର ଦାସ ଓ ବିକ୍ରମ ପଣ୍ଡା ମିଶି ପିତବାସ କୁ ରାସ୍ତା ରୁ ହଟାଇବା ଯୋଜନା କରି ବିକ୍ରମ ନିଜର ଦୁଇ ସମର୍ଥକ କର୍ପୋରେଟର ମଳୟ ବିଷୋୟୀ ଓ ଯୁବନେତା ମଦନ ଦଳେଇ କୁ ଦାୟିତ୍ଵ ଦେଇଥିଲେ। ମଳୟ ବିଷୋୟୀ ବନ୍ଥପଲୀ ଗ୍ରାମର ପୁରାତନ ଅପରାଧୀ ଉମା ବିଷୋୟୀ ସହିତ ଯୋଗାଯୋଗ କରିଥିଲେ ଓ ଗତ ସେପ୍ଟେମ୍ବର ୧୦ ତାରିଖ ରୁ ୨୪ ତାରିଖ ମଧ୍ୟରେ ପିତବାସ କୁ ହତ୍ୟା କରିବା ପାଇଁ ଜଣେ ବିହାରୀ ଯୁବକକୁ ନିୟୋଜିତ କରିଥିଲେ। କିନ୍ତୁ ଉକ୍ତ ଯୁବକ ର କୌଣସି ପାରିବାରିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ ସେ ଚାଲିଗଲା ପରେ ଦୁଇ ସୁପାରୀ କିଲର୍ ତିରୁପତି ଭୁୟାଁ ଓ ଚିଣ୍ଟୁ ପ୍ରଧାନ କୁ ଆଣି ଏହି କାର୍ଯ୍ୟକ୍ରମ ରେ ନିୟୋଜିତ କରି ଗତ କୁମାର ପୁର୍ଣିମା ଦିନ ସଫଳ ହୋଇଥିଲେ। ଏହି ଘଟଣା ପରେ ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ଏସ୍ ପି ଉଭୟ ଗୁରୁତର ସହ ପଦକ୍ଷେପ ଗ୍ରହଣ କରି ବିଭିନ୍ନ ଆଧାର ରେ ଅନୁସନ୍ଧାନ ଚଳାଇ ଘଟଣା ରେ ଜଡିତ ୧୫ ଜଣ ନାମରେ ମକଦ୍ଦମା ରୁଜୁ କରି ଆଜି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

News Comment

You Might Also Like

BACK TO TOP