Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ସିଆରସି ସି ଙ୍କ ପାଈଁ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ମୌଳିକ ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଯାପିତ |

24-Oct-2025

ସି ଆର୍ ସି ସିଙ୍କ ପାଇଁ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ମୈ।ଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଯାପିତ, 

          ଓଡିଶା ଜନ ମତ ବ୍ୟୁରୋ

ମୈ।ଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ହିଁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଦକ୍ଷତାରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିବ, ଏପ୍ରକାର ମହତ୍ ଲକ୍ଷ୍ୟ ଆଭିମୁଖ୍ୟ ନେଇ ଗଂଜାମ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଛତ୍ରପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାତ ଗୋଟି ବ୍ଲକର ସି ଆର ସି ସି ଙ୍କୁ ନେଇ "ତ୍ରିଦିବସୀୟ ମୈ।ଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧି" କର୍ମଶାଳା ଗତ ତା ୨୨/୧୦/୨୫ ରିଖରେ ଶୁଭ ଉଦଘାଟିତ ହୋଇ ଆଜି ଅର୍ଥାତ୍ ତା ୨୪/୧୦/୨୫ ରିଖରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଡିଟୋରିୟମରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ପ୍ରଭାତୀ କୁମାରୀ ମହାପାତ୍ର, ଜିଲ୍ଲା ଶୈକ୍ଷିକ ସଂଯୋଜକ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅତିଥି ରୂପେ ଯୋଗଦେଇ ଆୟୋଜିତ ତ୍ରିଦିବସୀୟ କର୍ମଶାଳାରୁ ଗ୍ରହଣ କରିଥିବା ମୈ।ଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଶ୍ରେଣୀ ତଦାରଖ, ଶିକ୍ଷଣ ସାମଗ୍ରୀର ବହୁଳ ବ୍ୟବହାର, ଶିକ୍ଷଣ ସୋପାନ ରେଜିଷ୍ଟ୍ରାରର ସୁବିନିଯୋଗ, ଶ୍ରେଣୀ ପରିଚାଳନା, ବହୁ ଶ୍ରେଣୀ ଶିକ୍ଷାଦାନ, ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ଆଦି ସମ୍ପର୍କରେ ସାରସ୍ୱତ ବକ୍ତବ୍ୟ ପ୍ରଦାନ କରିଥିଲେ । 
କର୍ମଶାଳାରେ ସି ଏସ୍ ଏଫ୍ ନିର୍ଦ୍ଦେଶକ ଡକ୍ଟର ପାର୍ଥଜିତ୍ ଦାସ, ରାଜ୍ୟ ମୁଖ୍ୟ ଅମରଜିତ୍ ଜେନା, ଅନସ୍ଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ସି ଏସ୍ ଏଫ୍  କର୍ମକର୍ତ୍ତା ଡକ୍ଟର ଅରବିନ୍ଦ ଆଚାର୍ଯ୍ୟ, ସୁଶ୍ରୀ ଚାନ୍ଦିନୀ କାର୍ଲା, ସୁଶ୍ରୀ ପ୍ରତୀକ୍ଷା, ସାଲେଡ୍ ଜୋସ୍ ପ୍ରମୁଖ ସମ୍ବଳ ପ୍ରଶିକ୍ଷକ ରୂପେ ଯୋଗଦାନ କରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ କ୍ଲଷ୍ଟର ସ୍ତରୀୟ ବିଭିନ୍ନ ଯୋଜନାର ସମୀକ୍ଷା, ବିଦ୍ୟାଳୟ ସ୍ତରରେ ପଠନ ଦକ୍ଷତା ବୃଦ୍ଧି, ନିୟମିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଶ୍ରେଣୀ ପରିଚାଳନା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ତଦାରଖ, କ୍ଲଷ୍ଟର ସ୍ତରୀୟ ମାସିକ ବୈଠକରେ ଗଠନ ମୂଳକ ପଦକ୍ଷେପ ସଂପର୍କରେ ଆଲୋଚନା, ପାଠ୍ୟ ଯୋଜନା, ପ୍ରଶିକ୍ଷଣ ଶିବିରର ଆୟୋଜନ, ସ୍ତର ଭିତ୍ତିରେ ଶିକ୍ଷାର୍ଥୀଙ୍କ ଉନ୍ନତି ଆଣିବା ଦିଗରେ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ,  କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜନ ପରେ ବିଦ୍ୟାଳୟ ସ୍ତରରେ ସେସବୁର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଆୟୋଜିତ କର୍ମଶାଳାରେ ବିଭିନ୍ନ ବ୍ଲକରୁ ଆସିଥିବା ସି ଆର ସି ସିଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ଅଭିଜ୍ଞତା, ଅନେକ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ସବୁର ସରଳ ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ସ୍ତରରେ ଶ୍ରେଣୀଗୃହରେ ଉପୁଜୁଥିବା ସମସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଆଦି ଉପରେ ପ୍ରାଧାନ୍ୟ ଦେବା ପାଇଁ ଉପସ୍ଥିତ ପ୍ରଶିକ୍ଷକମାନେ ପରାମର୍ଶ ପ୍ରଦାନ କରିଥିଲେ । କର୍ମଶାଳାରେ ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଶେରଗଡ, ବୁଗୁଡ଼ା, ଧରାକୋଟ, ହିଞ୍ଜିଳିକାଟୁ,କବିସୂର୍ଯ୍ୟନଗର ବ୍ଲକର ୮୯ ଜଣ ସି ଆର୍ ସି ସି ଯୋଗଦାନ କରିଥିଲେ ।

News Comment

You Might Also Like

BACK TO TOP