Breaking News

ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||     

ବିଜେପି ସରକାର ଙ୍କୁ ଆଜି ପୁରିଲା ପାଞ୍ଚଶହ ଦିନ, କଥା ଦେଇଥିବା କାର୍ଯ୍ୟ କାର୍ଯ୍ୟକାରୀ ହୋଇଛି ||

26-Oct-2025

ବିଜେପି ସରକାରକୁ ପୁରିଲା ୫୦୦ ଦିନ,

     ଓଡିଶା ଜନ ମତ ବ୍ୟୁରୋ,

ଓଡିଶା ରାଜ୍ୟରେ ବିଜେପି ସରକାର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଦଳକୁଏବେ ପୁରିଲା 500 ଦିନ |  ଆଖି ପିଛୁଳାକେ ଚାହୁଁ, ଚାହୁଁ ଏପରି କଟିଗଲା ପ୍ରାୟ 16 ମାସ ରୁ ଅଧିକ ଦିନ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋଳନ ଚରଣ ମାଝୀ ସୋସିଆଲ୍ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଜନସାଧାରଣ ଙ୍କ ଭଲ ପାଇବା ଓ ଅତୁଟ  ସହଯୋଗ ବଳରେ ଆଜି ଆମ ସରକାର ପ୍ରଥମ ୫୦୦ ଦିନରେ ପହଞ୍ଚି ଏହି 16 ମାସରୁ ଅଧିକ ଦିନ କାର୍ଯ୍ୟକାଳ କୁ ସଫଳତାର ସହିତ ପୂରଣ କରିଛି। ଏହାମଧ୍ୟରେ  ଯେତେ ଝଡ଼ ଝଞ୍ଜା ଆସିଛି  ମାଆ ତାରିଣୀ ଓ ପ୍ରଭୁ ଜଗନ୍ନାଥ ତାହା ଦୂର କରିଛନ୍ତି ତାହା ପୁଣି ଲୋକମାନଙ୍କ ଅକୁଣ୍ଠ ସମର୍ଥନ  ବିଶ୍ଵାସ, ଓ ଭରଷା ଯୋଗୁଁ | ସେଥିପାଇଁ ଆମ ସରକାର ଆଜି ଶୀର୍ଷ ସୀମାରେ ପହଞ୍ଚି ପାରିଛି  |  ଆମେ ଲୋକଙ୍କ ସରକାର ଭାବରେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରିଛୁ। ଆମର ମୌଳିକ ସିଦ୍ଧାନ୍ତ ହେଉଛି ‘କଥା ଦେଇ କଥାରଖୁବା, ଏହି ମନ୍ତ୍ରରେ ଅନୁପ୍ରାଣିତ ହୋଇ ଆମେ . ରାଜ୍ୟରେ ଶାସନର ଏକ ନୂତନ ଓ ଜନକୈନ୍ଦ୍ରିକ ମାନଦଣ୍ଡ ସ୍ଥାପନ କରିଛୁ | ସେଥିପାଇଁ ଆମକୁ ଲୋକେ ପସନ୍ଦ କରୁଛନ୍ତି  | ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ, କଳା, ସଂସ୍କୃତି, ଐତିହ୍ୟ, ଉତ୍ତମ  ଶିଖା, ରାସ୍ତା ଗମନା, ଗମନ , ପାରିବହନ,ସ୍ୱାସ୍ଥ୍ୟ, ଆଲୋକ, ପାନୀୟ ଜଳ ଯୋଗାଣ, କୃଷି, ଜଳସେଚନ, କାରିଗରୀ ବିଜ୍ଞାନ, ଶିଳ୍ପାୟନ, ଚାକିରି କ୍ଷେତ୍ର ରେ ନିଯୁକ୍ରି କରଣ, ଏହିପରି ସବୁ କ୍ଷେତ୍ର ରେ ଅନ୍ୟ ରାଜ୍ୟ ଠାରୁ  ଓଡିଶାକୁ ଆଗରେ ରଖିବା ଆମଦଳର ପ୍ରୟାସ ଅଟେ | ଏହି କାର୍ଯ୍ୟକୁ ଜନ ସାଧାରଣ ଙ୍କ ଅକୁଣ୍ଠ ସମର୍ଥନ ଆମକୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ ରହିଛି ବୋଲି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିପ୍ରକାଶ କରିଛନ୍ତି |  ଏହା କେବଳ ସମ୍ଭବ ହୋଇଛି ଓଡ଼ିଶାର ଅଗଣିତ ଜନ ସାଧାରଣ ଙ୍କ ଯୋଗୁଁ |

News Comment

You Might Also Like

BACK TO TOP