Breaking News

ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||     

ବିଜେପି ସରକାର ଙ୍କ ଜନ ବିରୋଧୀ ନୀତିବିରୁଦ୍ଧରେ ସିପିଆଇର ବିରୋଧ |

26-Oct-2025

ଡବଲ ଇଂଜିନ  ସରକାର ଙ୍କ ଜନ ବିରୋଧୀ ନୀତି ବିରୋଧ ରେ ଆନ୍ଦୋଳନ ତୀବ୍ରତର ହେବ ସି ପି ଆଇ।             

ଓଡିଶା ଜନମତ, ଖଲ୍ଲିକୋଟ,

ବିକାଶ କୁମାର ସାହୁ, 26/10/25:

 ସ୍ଥାନୀୟ କାଳିଚରଣ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ ଖଲ୍ଲିକୋଟ ଆଞ୍ଚଳିକ ପରିଷଦପକ୍ଷରୁ ଅନୁଷ୍ଠିତ ଜେନେରାଲ ବଡି ବୈଠକରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାର ର ଜନବିରୋଧଓ ଫସିବାଦୀ ନୀତି ବିରୁଦ୍ଧରେ ବ୍ୟାପକ ଜଣ ଆନ୍ଦୋଳନ ଗଦହିତୋଳିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ଅଞ୍ଚଳ ପାର୍ଟୀ ର ବରିଷ୍ଠ ନେତା ସାଥ୍ କନ୍ଧ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ପାର୍ଟୀ ରାନବନିର୍ବାଚିତ ରାଜ୍ୟ ସମ୍ପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର, ସହ ସମ୍ପାଦକ କ୍ଷୀରୋଦ ପ୍ରସାଦ ସିଂ ଦେଓ, ନବନିର୍ବାଚିତଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଅଞ୍ଚଳ ପପତ୍ୟ ସମ୍ପାଦକ ସିମାଞ୍ଚଳ ବେହେରା,ସହ ସମ୍ପାଦକ ଜୟରାମ ଦାଶ
,ବିଦ୍ୟାଧର ବେହେରା, ପାର୍ଟୀର ବରିଷ୍ଠ ନେତା ରଘୁନାଥ ଗୌଡ, ଦୁର୍ଗାଚରଣ ପାତ୍ର, ମନୋଜ ଗୌଡ,ଲକ୍ଷ୍ମୀଚରଣ ପାଣିଗ୍ରାହୀ,ଗୁରୁଦେବ ଜାନି ପ୍ରମୁଖ ଉଦବୋଧନ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବ୍ୟାପକ ଆନ୍ଦୋଳନ ଗଢିତୋଳିବା ସହ ପାର୍ଟୀ ସଙ୍ଗଠନକୁ ଦୃଢ କରିବା ପାଇଁ ଆହ୍ବାନ ଦେଇଥିଲେ । ସମାବେଶ ଆରମ୍ଭରେ ଜିଲ୍ଲା ପାର୍ଟୀ ର
ବରିଷ୍ଠ ନେତା ରଙ୍କନାଥ ସ୍ଵାଇଁ ପତାକା ଉତ୍ତୋଳନ କରିଥିବା ବେଳେ ସାଥ୍‌ ରାଜେନ୍ଦ୍ର ବାରିକ,ଜଗବନ୍ଧୁ ପ୍ରଧାନ,ଡାନିଏଲ ଶବର, ତ୍ରିନାଥ ପାତ୍ର, ସନ୍ତୋଷ ସ୍ବାଇଁ, ସାହେବ ଦଳେଇ,ଲକ୍ଷେୟା ଶବର, ପ୍ରମୁଖ ପରିଚାଳନା କରିଥିବାବିଜେପିର ବେଳେ ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଲକ ରା ବିଭିନ୍ନ ପଂଚାୟତ ରୁ 400 ରୁ ଉର୍ଦ୍ଧ ପାର୍ଟୀ ରା ଆଗୁଆ ସାଥ୍‌
ଯୋଗ ଦେଇଥିଲେ ।

News Comment

You Might Also Like

BACK TO TOP