Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

କୋରାପୁଟ ର କଫିକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ତାଙ୍କ ମନକି ବାତ କାର୍ଯ୍ୟକ୍ରମ ରେ ||

27-Oct-2025

ମନକି ବାତରେ କୋରାପୁଟ କଫିକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

       ଓଡିଶା ଜନ ମତ  ବ୍ୟୁରୋ,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨୭ତମ “ମନ୍ କି ବାତ " କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା କଫିକୁ ପ୍ରଶଂସା କରିଛନ୍ତି ।ଏହି କଫିର  ଚାହିଦା ଦେଶ, ବିଦେଶରେ ଅଧିକ ରହିଛି | ତେଣୁ ଓଡ଼ିଶା ର ଆର୍ଥିକ ସ୍ଥିତି ସୁଧୁରିବାରେ ଏହି କଫି ଚାଷ ସହଯୋଗ କରିବବୋଲି ତାଙ୍କ ମନକି ବାତ ରେ ପ୍ରଧାନମନ୍ତ୍ରୀ କହିଛନ୍ତି  | ତା ସହିତ ବିଶ୍ଵସ୍ତରରେ ଓଡ଼ିଶାର କୋରାପୁଟ କଫିର ଅନୁବନ୍ଧିତ ସ୍ବୀକୃତି ଉପରେ ଆଲୋକ ପାତ କରି କହିଥିଲେକି ଆପଣମାନେ ସମସ୍ତେ ଚା` ସହିତ ମୋର ସମ୍ପର୍କ ବିଷରେ ଜାଣନ୍ତି। କିନ୍ତୁ ଆଜି ମୁଁ ଭାବିଲି, ମନ କି ବାତରେ କଫି ବିଷୟରେ କାହିଁକି ଆଲୋଚନାକରିବି ନାହିଁ ? ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାର କୋରାପୁଟ ଜିଲ୍ଲାର ଅନେକ ଲୋକ ଏହି ଅଞ୍ଚଳର କଫି ପ୍ରତିସେମାନଙ୍କ ର ଗର୍ବ ବାଣ୍ଟିଛନ୍ତି । ମୋତେ କୁହାଯାଇଛି ଯେ କୋରାପୁଟ କଫିର ସ୍ବାଦ ଆଶ୍ଚର୍ଯ୍ୟଜନକ ଓ କଫି ଚାଷ ମଧ୍ୟ ଲୋକଙ୍କୁ ଲାଭ ଦେଇଛି । କୋରାପୁଟ ରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ଆଗ୍ରହ ଦ୍ୱାରା କଫିଚାଷ କରୁଛନ୍ତି। ପ୍ରଧାନମନ୍ତ୍ରୀ କୋରାପୁଟ କଫିର ପ୍ରଶଂସା କରିବା ଯଥେଷ୍ଟ ଗୁରୁରୁବହନ କରେ ।କାରଣକୋରାପୁଟରେ କଫି ଚାଷ ଏବେ ବ୍ୟବସାୟିକ ବ୍ୟବସ୍ଥା ଭିତରେ ଚାଲିଛି। ୧୯୭୭ ମସିହାରେ ମାଛକୁଣ୍ଡ ପ୍ରକଳ୍ପ ଯେତେବେଳେ ନିର୍ମାଣ ହେଲାସେତେବେଳେ କେତେ ଲୋକ ଘରୋଇ ଭାବେ କଫି ଚାଷ  ପ୍ରଥମେ ଆରମ୍ଭ କରିଥିଲେ । ଆଦିବାସୀ ଲୋକ ଯେପରି ପୋଡୁ ଚାଷରୁ କ୍ଷାନ୍ତ ହେବେ, ଆଉ ଜଳ ଭଣ୍ଡାର ଯେପରି ମାଟିରେ ପୋତିନ ହେବ ସେଥିପାଇଁ ମାଛକୁଣ୍ଡ ରିଜର୍ଭଜୋନ ର ଚତୁଃପାର୍ଶ୍ଵ ରେ କଫି ଚାଷ ଆରମ୍ଭ କରିଥିଲେ  । ପରବର୍ତ୍ତି 
ସମୟରେ ଦଶମନ୍ତପୁର ବ୍ଲକ ତାପରେ ଦାମନଯୋଡ଼ି ଓ ଲକ୍ଷ୍ମୀପୁର ବ୍ଲକରେ କଫି ଚାଷ ଆରମ୍ଭହୋଇଥିଲା |କୋରାପୁଟ ର ଜଳବାୟୁ କଫି ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ ।
ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଭାରତର ବିବିଧ    କଫି ଉତ୍ପାଦନ କାରୀଅଞ୍ଚଳ ଗୁଡ଼ିକର ପ୍ରଶଂସା କରି ଭାରତୀୟ କଫି ସାରା ବିଶ୍ବରେ ବହୁତ ଲୋକପ୍ରିୟ ହେଉଛି ବୋଲି କହିଛନ୍ତି । ସେଥିପାଇଁ କପି ପ୍ରେମୀମାନେ କୁହନ୍ତି, ଭାରତର କଫି ଏହାର ସର୍ବୋତ୍ତମ କଫି I ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ବଦ୍ବାରା ଭଲ ପାଇବା ସାଉଁଟେ। ପ୍ରଧାନମନ୍ତ୍ରୀ ମନ୍‌କି ବାତରେ କହିଛନ୍ତି କର୍ଣ୍ଣାଟକ , ତାମିଲନାକୁ ରେ ପ୍ରମୁଖ କଫି ଉତ୍ପାଦନକାରୀ କ୍ଷେତ୍ରରେ ଅଗ୍ରଣୀ ହୋଉଛି । କର୍ଣାଟକ ର ଚିକମାଗାଲୁର, ଦୁର୍ଗ ଏବଂ ହାସନ ହେଉ ଅବା ତାମିଲନାଡୁର ପୂଳନି, ଶେଲରୋୟ, ନୀଳଗିରି ଏବଂ ଅନ୍ଧାମଳାଇ ଅଞ୍ଚଳ ହେଉ, କର୍ଣାଟକ-ଚାମିଲନାଡୁ ସୀମାରେ ବିଲି ଗିରି ଅଞ୍ଚଳର କଫି ସ୍ୱାଦଯୁକ୍ତ । କେରଳର ଦ୍ୱାୟାନାଡ, ଟ୍ରାଲାଙ୍କୋର ଏବଂ ମାଳାବାର ଅଞ୍ଚଳ ଭାରତୀୟ କଫିର ବିବିଧତା ପ୍ରକୃତରେ ଉଲ୍ଲେଖନୀୟ ବୋଲି ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି । ବିଶେଷ କରି କୋରାପୁଟ ର କଫି ଦ୍ୱାରା ଓଡ଼ିଶାର ଆର୍ଥିକ ବୃଦ୍ଧି ସହିତ  ଏହାର ବିକାଶ ସାରା ବିଶ୍ୱରେ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

News Comment

You Might Also Like

BACK TO TOP