Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ମୋନ୍ଥା ପ୍ରଭାବରେ ବାଲିଗୁଡା ରେ ଝିପି, ଝିପି ବର୍ଷା ସହ କୋହଲା ପାଗ, ଜନ ଜୀବନ ଅସ୍ତ ବ୍ୟସ୍ତ

28-Oct-2025

ବାଲିଗୁଡା ରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ,

ଓଡିଶା ଜନମତ/ବାଲିଗୁଡା,ସଞ୍ଜୟ କୁମାର ପାଣିଗ୍ରାହୀ, 

ତା, ୨୮/୧୦ : ‘

ମୋନ୍ଥା’ ସମୁଦ୍ରରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାକୁ ମୁକାବିଲା କରିବା ପାଇଁ ଅଗ୍ନୀଶମ ବିଭାଗ, ଓଡ୍ରାଫ, ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ କେବଳ କୋହଲା ପାଗ ସହ ଝିପି ଝିପି ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବୋହୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାରେ ତିନିଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନେ ଯିବା ପାଇଁ ବାରଣ କରାଯାଇ ଥିବା ସମୟ ରେ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଦ୍ୟାଳୟ କୁ ଆସିଥିବା ଦେଖିବାକୁ ମିଳିଛି। ଏହି ` ମୋନ୍ଥା` ଆସୁଥିବା ଯୋଗୁଁ ଜନସାଧାରଣ ଓ ଯାନବାହାନ ରେ ଯାତାୟାତ ଯାତ୍ରୀ ମାନେ ସଚେତନ ହୋଇ ନିହାତି ଜରୁରୀ କାମ ନ ଥିଲେ ଦୂର ଦୁରାନ୍ତ କୁ କିମ୍ବା ବଜାର କୁ ନ ଯାଇ ନିଜ ଘରେ ରହିଥବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରୁଥିବା ଦେଖିବାକୁ ମିଳିଛି l ଦୋକାନ ବଜାର ଗହଳ ଚହଳ ନ ଥିବାରୁ ଖାଁ ଖାଁ ଲାଗୁଛି l ଯାତ୍ରୀବାହୀ ବସ ଗୁଡିକ ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ଆସୁ ନଥିବା ଦେଖିବାକୁ ମିଳିଛି l ଗରିବ ଦିନ ମଜୁରିଆ, ଖଟିଖିଆ ମାନଙ୍କର କାମ ବନ୍ଦ ରହିଥିବାରୁ ଚିନ୍ତା ରେ ରାହିଥିବା ଜଣାପଡିଛି l ନଦୀ ନାଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ବସବାସ କରୁଥିବା ଜନସାଧାରଣ ଙ୍କୁ ନଦୀ ନାଳ କୁ ଯିବା ପାଇଁ ବାରଣ କରାଯାଇଛି l ଏ ସବୁକୁ ନେଇ ଜିଲ୍ଲା, ଉପଖଣ୍ଡ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ସଜାଗ ରହିଥିବା କହିଛନ୍ତି ଉପଜିଲ୍ଲାପାଳ ।ଏ ନେଇ କନ୍ଧମାଳ ଜିଲ୍ଲାପଲ ବେଡ଼ ଭୂଷଣ ଓ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ତୁମୁଡିବନ୍ଧ, କୋଟଗଡ, ଭଳି ବିଭିନ୍ନ ବ୍ଲକ ଅଞ୍ଚଳରେ ରହିଥିବା ଦୁର୍ଗମ ସ୍ଥାନରେ ଜରୁରୀ କାଳୀନ କଣ୍ଟ୍ରୋଲ ରୁମ ଖୋଲାଯାଇ ଏନଡିଆରଏଫ ଏବଂ ଓଡ୍ରାପ ଟିମକୁ ଆଲର୍ଟ ରଖାଯାଇଛି l ଦାରିଙ୍ଗବାଡି ବ୍ଲକ କୁମ୍ଭାରପଦର ଅଞ୍ଚଳ ରେ ଗତ ଦୁଇ ବର୍ଷ ତଳେ ଭୁସ୍ଫଳନ ହୋଇଥିଲା, ଏଣୁ ` ମୋନ୍ଥା` କୁ ଆଖି ଆଗରେ ରଖି ସୋମବାର ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନେ ପରିଦର୍ଶନ କରି ଫେରିଛନ୍ତି, ଅଧିକ କିଛି କରାଯିବା ସହ ବିଭିନ୍ନ ଅଭ୍ୟାନ୍ତରୀଣ ଇଲାକା ଗୁଡିକରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ଆଣି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା ` ଗୃହ ରେ ରଖାଯାଇ ସ୍ୱାସ୍ଥ୍ୟ ସେବା ରୁ ସେମାନେ ଯେପରି ବଞ୍ଚିତ ନ ହୁଅନ୍ତି , ସେଥିପ୍ରତି ସଚେତନ ରହିବା ପାଇଁ ବିଭାଗୀୟ କର୍ମଚାରୀ ମାନଙ୍କୁ ଉପଜିଲ୍ଲାପାଳ ପ୍ରଣୀତା ଦାସ ନିର୍ଦ୍ଦେଶ ଦେଇଛନ୍ତି ।

News Comment

You Might Also Like

BACK TO TOP