Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଗୋପାଳପୁର ବନ୍ଦର ନିକଟରୁ 58 ଗୋଟି ଟ୍ରଲର ଓ ସେମଧ୍ୟରୁ 600ଜଣଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ ||

28-Oct-2025

ଗୋପାଳପୁର ବନ୍ଦରରେଅଟକିଲା ଆନ୍ଧ୍ରରୁ ଆସିଥ‌ିବା 58 ଗୋଟି ମାଛଧରା ଟ୍ରଲର ।

       ଓଡିଶା ଜନ ମତ ବ୍ୟୁରୋ,

ବାତ୍ୟା ମୋନ୍ଥା ପ୍ରଭାବରେ  ଆନ୍ଦ୍ର ପ୍ରଦେଶ ର କାକିନଡ଼ା ଠାରେ ଲେଣ୍ଡ ଫଲ କରିବ ଜାଣି ଏବଂ ପବନ ବର୍ଷା ହେଉଥିବାରୁ ଆନ୍ଦ୍ରକୁ ଯାଉଥିବା 58 ଗୋଟି ଟ୍ରାଲର ଗୋପାଳପୁର ବନ୍ଦର ରେ ଅଟକି ଯାଇଥିଲା  | ଯାହାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁଟ୍ରଲରରୁ ଉଦ୍ଧାର କରି ପ୍ରାୟ 58ରୁ 60 ଟ୍ରଲରରୁ ପାଖାପାଖୂ 600 ଜଣଙ୍କୁକୁଳର ଏକ ଆଶ୍ରୟ ସ୍ଥଳକୁ ନିଆଯାଇ ଖାଦ୍ୟ, ପାନୀୟ, ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି | ସମୁଦ୍ର ନିକଟରୁ 600  ଜଣଙ୍କୁ ଉଦ୍ଧାର କରାଯାଇଛି,
କଟକ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ସଂଗ୍ରାମ କର କହିଛନ୍ତି, ବାତ୍ୟା ମୋନା ପାଇଁ ଆମକୁ ଏଠାକୁ ପଠାଯାଇଛି । ପ୍ରାୟ 58ରୁ 60ଟି ବୋଟକୁ ଉଦ୍ଧାର କରାଯାଇଛି । ବୋଟ ଗୁଡିକ ର ମେଣ୍ଟେନାନ୍ସ ପାଇଁଓ ଉଦ୍ଧାର କାରୀ ଲୋକମାନଙ୍କୁ ରାସନ ଓ ପାଣିବଟଲ ଦେଇଛୁ । ମୋନାର ପ୍ରଭାବ ନକମିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ଚାଲିଛି । ଜିରୋ କାଜୁଲିଟିକୁ ଲକ୍ଷ୍ୟରେ ରଖ୍ କାର୍ଯ୍ୟ କରାଯାଉଛି । ଗୋଟିଏ ବୋର୍ଟରେ 8ରୁ 10 ଲୋକ ରହିଛନ୍ତି । ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । " ଟ୍ରଲରରୁ ଉଦ୍ଧାର କରାଯାଇଥିବା ଲୋକଙ୍କ ସହ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଆଲୋଚନା କରି ଫୋନ ନମ୍ବର ସଂଗ୍ରହ କରୁଛନ୍ତି ।ଏପଟେ ବାତ୍ୟା ଯୋଗୁଁସମୁଦ୍ର ଠାରୁ 10ରୁ 12 ମିଟରଦୂରରେ ଥିବା ପୋଡ଼ାମ ପେଟା ଗାଁକୁ ସମୁଦ୍ର ଜୁଆର ମାଡି ଆସି 3ଗୋଟି ଘରକୁ ଭାଙ୍ଗି ଦେଇଛି  | ଏହା ପୂର୍ବରୁ ସେଇ ବାତ୍ୟା ସମୟରେ ଯଦିଓ କିଛି ଘର ଭାଙ୍ଗିଥିବା ବେଳେ ଆଜି ବାତ୍ୟା ପ୍ରଭାବରେ ଅଶାନ୍ତି ସମୁଦ୍ରର ଉଚ୍ଚ ଢେଉ ରେ ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ନୀଳ ଜଳରାଶିରେ ମିଶିବାରେ ଲାଗିଛି । ତେଣୁ ଆଉକିଛି ଦିନ ପରେ ପୁଣି ଆଗାମୀ ବାତ୍ୟା ରେ ଏହି ପୋଡ଼ମ ପେଟା ଗାଁ ଦିନେ ନିଶ୍ଚିହ୍ନ ହୋଇଯିବ | ଏହାପୂର୍ବରୁ ସେହିଁ ଗାଁର ପ୍ରାୟ 80 ଭାଗ ଲୋକ ଙ୍କୁ ଜିଲ୍ଲା ପ୍ରଶାସନ ଅନ୍ୟସ୍ଥାନ ପ୍ରୟାଗି ଠାରେ ଅନିତ ଦୂରରେ ଥିବା ସମୁଦ୍ର କୂଳରେ ବସତି ସ୍ଥପନ କରି ଡ଼ଙ୍ଗା ସାହାଯ୍ୟରେ ସେମାନେ ତାଙ୍କର ଜୀବିକାସମୁଦ୍ର ଭିତରେ ନିର୍ବାହ କରି କୁଟୁମ୍ବ ପ୍ରତିପୋଷଣ ପାଇଁ ସବୁ ପ୍ରକାର ବ୍ୟବସ୍ତା ପ୍ରଶାସନ କରିଦେଇଛି | 20 ଭାଗ ଲୋକ ପୋଡମ ପେଟା ଗାଁଛାଡ଼ି ଆସିବାକୁ ରାଜି ନାହାନ୍ତି | ତେବେ ସେମାନେ ସମୁଦ୍ର କୂଳଠାରୁ ବହୁତ ଦୂରରେ ଅଛନ୍ତି  | ସେମାନଙ୍କ ପାଇଁ ସମୁଦ୍ର ଜୁଆର ର ଭୟ ନାହିଁ  | ଆଗାମୀ ଦିନରେ ଯଦି କିଛି ଅସୁବିଧା ହେବ ତେବେ ସମସ୍ତଙ୍କୁ ଯେଉଁଠାରେ ରଖାଯାଇଛି ସେଠାରେ ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ  |

News Comment

You Might Also Like

BACK TO TOP