Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଯମୁନା ନଦୀକୂଳରେ ରିଲ୍ଲସ କରୁଥିଲା ବେଳେ ପାଣିରେ ଖସି ପଡିଲେ ବିଜେପି ବିଧାୟକ |

30-Oct-2025

ଯମୁନା ନଦୀରେ ରିଲ୍ଲସ ନିଶାରେ ବୁଡିଗଲେ ଭାଜପା ବିଧାୟକ,

        ଓଡିଶା ଜନମତ ବ୍ୟୁରୋ

ବର୍ତ୍ତମାନ ଆଧୁନିକ ଯୁଗରେ ଅଧିକାଂଶ ସ୍ଥାନରେ  ଯୁବକ, ଯୁବତୀ ମାନେ ରିଲ୍ଲସ ନିଶାରେ ବ୍ୟସ୍ତ ରହୁଛନ୍ତି  | ଏପରିକି  ବିଭିନ୍ନ ସ୍ଥାନରେ ବିପଦ ପୂର୍ଣ୍ଣ ସ୍ଥାନରେ ନିଜ ଜୀବନକୁପାଣି ଛଡେଇ ରିଲ୍ଲସ କରିବହୂ ଯୁବକ ମାନେ ମୃତ୍ୟୁ ବରଣ କରିଥିବା କିମ୍ବା ଆହାତ ହୋଇ ମେଡିକାଲ ରେ ଚିକିତ୍ସା ହେଉଥିବାର ନଜିର ରହିଛି | ତେବେ ଏପରି ଜଣେ ଭାରତୀୟ ବିଜେପିଦଳର  ବିଧାୟକ ପାର୍ଥି ହୋଇଥିବା ବ୍ୟକ୍ତି ମଧ୍ୟ ରିଲ୍ଲସ ନିଶାରେ ନଦୀପାଣିରେଖସି ବୁଡିଯାଇ ଥିବାର ଭିଡିଓ ଏବେ ସୋସି ଆଲ ମିଡିଆ, ଇନ୍ନଷ୍ଟାଗ୍ରାମ, ଏକ୍ସରେ ଭାଇରଲ ହେବାରେ ଲାଗିଛି |ସୋସିଆଲ ମିଡିଆରେ ଭାଇରଲ ହେଉଥିବା କାହାଣୀ ହେଉଛି ଯେ ରାଜଧାନୀ ଦିଲ୍ଲୀରେ ଛଠ ପର୍ବ ମଧ୍ୟରେ, ଜଣେ ଭାଜପା ବିଧାୟକ  ରବି ନେଗି ଯମୁନା ନଦୀ କୂଳରେ ଏକ ରିଲ୍ଲସ ସୁଟିଂ  କରୁଥିଲେ,  ହଠାଥ ରିଲ୍ଲସ କରୁଥିବା ବେଳେ ସେ ଅସାବଧାନତା ହୋଇ ଯମୁନା ନଦୀ ପାଣିରେ ଖସି ପଡ଼ିଥିଲେ, ଏବଂ ନଦୀରେ ବୁଡି ଯାଇଥିଲେ |ସେତେବେଳେ ତାଙ୍କ ସହିତ ଥିବା ଜଣେ ବ୍ୟକ୍ତି ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ କିଛି ସେକେଣ୍ଡ ମଧ୍ୟରେ ନଦୀରେ ପଡ଼ିଗଲେ। ଏ ଭିଡିଓକୁ ତାଙ୍କ ଏକ୍ସରେ ପୋଷ୍ଟ କରି ଆମ ଆଦମ ପାର୍ଟି (ଆପ) ବିଧାୟକ ସଞ୍ଜୀବ ଝା ଭାଜପା ଉପରେ କଟାକ୍ଷ କରିଛନ୍ତି । ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖୁଛନ୍ତି ଯେ ଏହି  ହେଉଛନ୍ତି ଭାଜପା ବିଧାୟକ ରବି ନେଗି, ଯିଏ ମିଛର ଶୀର୍ଷରେ ପହଞ୍ଚିଛନ୍ତି  । ସେ ଲେଖୁଛନ୍ତି ଯେ ଭାଷଣ ବାଜି ଏବେ ତାଙ୍କର ପେଶା ପାଲଟି ଯାଇଛି  । ହୁଏତ କପଟପୂର୍ଣ ରାଜନୀତିରେ ବିରକ୍ତ ହୋଇ, ଯମୁନା ମା’ତା ତାଙ୍କୁ  ଡାକି ପାଖକୁ ନେଇ ଯାଇଛନ୍ତି |  ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଲୋକ ଏହି ଭିଡ଼ିଓକୁ ନିଜ ବ୍ଯକ୍ତି ଗତ ଏକ୍ସ, ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ତେବେ ବିଧାୟକ ଙ୍କ ଏହି ବିପଦ ପୂର୍ଣ୍ଣ ରିଲ୍ଲସ ନିଶାକୁ  ଅଧିକାଂଶ ଜନ ସାଧାରଣ ନାପସନ୍ଦ କରିଛନ୍ତି |

News Comment

You Might Also Like

BACK TO TOP