Breaking News

ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||     

ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ,16 ହଜାର ଟଙ୍କା ଜବତ ସହ 6ଜଣଙ୍କୁ ଅଟକ |

30-Oct-2025

ଦିଗପହଣ୍ଡି ଥାନା ଭଗବାନପୁରରେ ଜୁଆଆଡ୍ଡା ଉପରେ ପୋଲିସ ଚଢା ୬ ଅଟକ, ବହୁଟଙ୍କା ଜବତ |

 କୌଣସି ସୂତ୍ରରୁ ଖବର ପାଇ ଜୁଆଖେଳ ଚାଲିଥିବାର ଜୁଆଆଡ୍ଡା ଉପରେ ଚଢ଼ାଉ କାରୀ ସେମାନଙ୍କ ଠାରୁ ଟଙ୍କା ଜବତ ସହ 6ଜଣଙ୍କୁ ଅଟକ ରଖିଛି ପୋଲିସ | ଘଟଣାରୁ ଜଣାପଡ଼ିଛି ଯେ ଦିଗପହଣ୍ଡି ଥାନା ଅଧୀନସ୍ଥ ଲାଞ୍ଜିଆ ପଞ୍ଚାୟତର ଭଗବାନ ପୁରଗ୍ରାମରେ  ରାତି ସମୟରେଜୁଆଖେଳ ଚାଲି
ଥିବା ଖବର ପାଇ ଦିଗପହଣ୍ଡି ପୋଲିସ ଦ୍ଵାରା ହଠାତ୍ ଚଢ଼ାଉ କରାଯାଇ ଥିଲା। ଗୁପ୍ତ ସୂଚନା ଆଧାରରେ ଏହି ଚଢ଼ାଉ ହୋଇଥୁଲା ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି। ଏହି ରେଡ୍ ସମୟରେ ଜୁଆ ଖେଳୁଥିବା ଅବସ୍ଥାରେ ଛଅ ଜଣ ବ୍ୟକ୍ତିଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖୁଛି ।  ଘଟଣା ସ୍ଥଳରୁ ପୋଲିସ ୧୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଓ ଜୁଆ ଖେଳରେ ବ୍ୟବହୃତ ହେଉ ଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ବହୁ ଦିନ ଧରି ଭଗବାନପୁର ଗ୍ରାମ ଓ ତାହା ଆଖ ପାଖ ଅଞ୍ଚଳରେ ଲୁକ୍କାୟିତ ଭାବେ ଜୁଆ ଆଡ୍ଡା ଚାଲୁଥିଲା । ଏହି ବିଷୟରେ ଲୋକମାନେ ଅସନ୍ତୋଷ ପ୍ରକାଶ କରି ଥିଲେ ଓ ପୋଲିସ ର ସହଯୋଗ  ଆଶା କରିଥିଲେ । ଭଗବାନପୁର ର କିଛି ବ୍ୟକ୍ତି ଙ୍କ ଗୁପ୍ତ ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଛି । ଅଟକ ହୋଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଥାନା ଅଧୂକାରୀ ପି.କେ ପାତ୍ର କହିଛନ୍ତି |ପୋଲିସ ର ଏହି ଚଢ଼ାଉ ଫଳରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସନ୍ତୋଷ ଦେଖାଦେଇଛି। ସେମାନେ ଆଶା କରୁଛନ୍ତି ଯେ, ଏପରି ଅବୈଧ ଜୁଆ ଆଡ୍ଡା ଉପରେ ଆଗାମୀ ଦିନରେ ମଧ୍ୟ କଟକଣା ଜାରି ରହିଲେ ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରିବ। ଓ ମନ ଇଚ୍ଛା ଜୁଆ ଖେଳାଳି ଙ୍କ ଭିତରେ କୋକୁଆ ଭୟ ସୃଷ୍ଟି  ହେବ  |

News Comment

You Might Also Like

BACK TO TOP