Breaking News

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||      ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |   (05-Aug-2026)       ||      ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |    (05-Aug-2026)       ||     

ବିହାର ଯାଇ ବିଜେପି ସାଂସଦ ରବି କିଷାନ ତାଙ୍କ ପାର୍ଥୀଙ୍କ ପାଈଁ ପ୍ରଚାର କରି ଫେରିଲା ପରେ ଅଜଣା ଫୋନ ରୁ ତାଙ୍କୁ ମିଳିଲା ହତ୍ୟା ଧମକ |

03-Nov-2025

ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ,

       ଓଡିଶା ଜନ ମତ ବ୍ୟୁରୋ,

ବିହାର ବିଧାନ ସଭା ନିର୍ବାଚନ ହେବାକୁ ଆଉ କିଛିଦିନ ରହିଥିଲା ବେଳେ ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ରୀୟ ନେତୃତ୍ୱ ଭୋଜ ପୁରୀ ଅଭିନେତା ତଥାବିଜେପି ସାଂସଦ ରବି କିଷନଙ୍କୁ ବିହାର ଯାଇ ନିର୍ବାଚନ ପ୍ରଚାର ପାଈଁ କୁହା ଯାଇଥିଲା | ତେବେ ରବି କିଷନ ବିହାର ଯାଇ ବିଜେପି ପାର୍ଥି ଙ୍କ ନିମନ୍ତେ ପ୍ରଚାରକରି  ନିଜ ଘରକୁ ଫେରିବା ପରେତାଙ୍କୁ ହତ୍ୟା ଧମକ ମିଳିଛି |ରବିକିଷାନ ଙ୍କ କହିବା କଥା ଏହିକି ଯେ ଗତ ଶୁକ୍ରବାର ରାତିରେ କୌଣସି ଅଜଣା ବ୍ୟକ୍ତି ତାଙ୍କୁ  ଫୋନରେ ଅଶ୍ଳୀଳ ଭାଷାରେ  ଗାଳି ଗୁଲଜ କରି ଥିବାବେଳେ ତାଙ୍କୁ ହତ୍ୟା କରି ବାକୁ ମଧ୍ୟ ଧମକ ଦେଇଛନ୍ତି। ରବି କିଷାନ ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର  ଗୋରଖ ପୁର ଥାନାରେ ଏକ ଏତଲା ଦାଏର କରି ଛନ୍ତି । । ଅଭି ଯୁକ୍ତ କେବଳ ରବିଙ୍କୁ ନୁହେଁ,ବରଂ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ଗାଳି  ଦେଇଥିବା ନେଇ ଏତଲାରେ  ଉଲ୍ଲେଖ କରାଯାଇଛି । ରବି ୨୦୧୪ ରୁ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀଭାବେ ଲୋକସଭାକୁ  ପ୍ରତିନିଧୂତ୍ବ କରିଆସୁଛନ୍ତି। ତେବେ ପୋଲିସ ତଦନ୍ତକରୁଛି, ଏବଂ ତଦନ୍ତ ପରେ ପ୍ରକୃତ ଫୋନ କରିଥିବା ଅପରାଧୀ ଧରା ପଡିବ ବୋଲି ସୂଚନା ଦେଇଛନ୍ତି |

ار

News Comment

You Might Also Like

BACK TO TOP