Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଦେବୀଙ୍କ କୋପ ଯୋଗୁଁ ଅକାଳ ମୃତ୍ୟୁ ପାଈଁ ଗାଁକୁ କାହାରିକୁ ପ୍ରବେଶ ମନା |

04-Nov-2025

ଏବେବି ପୁଣି ଅନ୍ଧ ବିଶ୍ୱାସ, ଅକାଳ ମୃତ୍ୟୁ ରୋକିବାକୁ ଗାଁକୁ ପ୍ରବେଶ ମନା,
ବାଉଁଶ ବାନ୍ଧି ରାସ୍ତା ବନ୍ଦ କଲେ ଗ୍ରାମବାସୀ, 

ଓଡିଶା ଜନ ମତ ବ୍ୟୁରୋ,

ଚଳିତ ବର୍ଷ ଗାଁରେ ୮ଜଣଙ୍କ ଅକାଳ ମୃତ୍ୟୁ ହୋଇଛି। ଏଭଳି ମୃତ୍ୟୁ ପାଇଁ ଦୈବିଶକ୍ତିଙ୍କ ପ୍ରକୋପ ରହିଥ‌ିବା ଗ୍ରାମବାସୀ ବିଶ୍ବାସ କରୁଛନ୍ତି। ଗାଁର ଇଷ୍ଟଦେବୀ ମା` ଝାଙ୍କରୀ କାଳେ ରାଗିଛନ୍ତି ଓ ଗାଁ ଛାଡ଼ିଛନ୍ତି। ମା`ଙ୍କ କୃପାଦୃଷ୍ଟି ଥୁବାରୁ ଗାଁରେ ଦୁଃଖଶୋକର ବାତାବରଣ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅନୁମାନ କରିଥିଲୋ ତେଣୁ ମା`ଙ୍କ ନିକଟରେ ପୂଜାର୍ଚନା କରିବା ପାଈଁ ଗାଁ ଲୋକଙ୍କୁ ମନା କରାଯାଇ ଗାଁମୁହଁ ରାସ୍ତାରେ ବାଉଁଶ ବନ୍ଧାଯାଇ ଗାଁ ଭିତରକୁ ବାହାର ଲୋକଙ୍କୁ ଯିବାପାଇଁ ମନା କରାଯାଇଛି | ଏପରି ଏକ ଘଟଣା ଦେଖି ବାକୁ ମିଳିଛି କୋରାପୁଟ ଜିଲ୍ଲା 
ନାରାୟଣପାଟଣାବ୍ଳକରାଦ ବାହୁଡା଼ଗାଁରେ, ଗ୍ରାମଦେବୀ କୋପ କରିଛନ୍ତି। ତେଣୁ ଗାଁରେ ଅକାଳ ମୃତ୍ୟୁର ଭୟଅଛି | ଗ୍ରାମବାସୀଙ୍କ କଡ଼ା ନିଷ୍ପତ୍ତା ୮ଦିନ ପାଇଁ ଗାଁକୁ ପ୍ରବେଶ ମନା। ଏହି ୮ଦିନ ଗ୍ରାମବାସୀ ବି ଗାଁ ବାହାରକୁ ଯିବେ ନାହିଁ |  ଆଦିବାସୀ ଆସ୍ଥା ଓ ବିଶ୍ବାସର ଏମିତି ଅଜବ ଚିତ୍ର କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଦେଖିବାକୁ ମିଳିଛି। ଅନ୍ୟପଟେ ମା` ଝାଙ୍କରୀ ଦେବୀଙ୍କ କୋପ ଶାନ୍ତି କରିବାକୁ ଗ୍ରାମବାସୀ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି।
ମା ରାଗିଛନ୍ତି ଓ ଦେହୁରୀ ଗାଁ ଛାଡ଼ିଛନ୍ତି | ମା’ଙ୍କ କୃପାଦୃଷ୍ଟି ଥୁବାରୁ ଗାଁରେ ଦୁଃଖଶୋକର ବାତାବରଣ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅନୁମାନ କରିଥିଲୋ ତେଣୁ ମା`ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଝାଙ୍କରିଙ୍କୁ ଫେରାଇ ଆଣିବାକୁ ଚଳିତ ସପ୍ତାହରେ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲୋ ପ୍ରତ୍ୟେକ ଘରୁ ଚାନ୍ଦା ସଂଗ୍ରହ କରି ମା`ଙ୍କୁ ସନ୍ତୁଷ୍ଟ କରିବାକୁ ଜଣେ ବେଜୁଣୀ ଦ୍ବାରା ପୂଜାର୍ଚ୍ଚନା କରାଇଥିଲୋ ଆଦିବାସୀ ପରମ୍ପରାରେ ପୂଜାର୍ଚ୍ଚନା, ସଂକୀର୍ତ୍ତନ ସହ ଗାଁରେ ଭୋଜିଭାତ ହୋଇଥିଲା ମା` ସନ୍ତୁଷ୍ଟ ହେଲେ ଗାଁକୁ ଫେରିବେ |  ପୂଜାର୍ଚ୍ଚନା ଯୋଗୁଁ  ୮ଦିନ ପର୍ଯ୍ୟନ୍ତ ଯଦି ଗାଁରୁ କେହି ବାହାରକୁ ଯିବେ କିମ୍ବା ଗାଁ ବାହାର କୌଣସି ବ୍ୟକ୍ତି ଗାଁରେ ପ୍ରବେଶ କରିବେ ତେବେ ମା` ପୁଣି ରୁଷ୍ଟ ହେବେ |  ଗାଁର ଅନିଷ୍ଟ ହେବ ବୋଲି ଗ୍ରାମବାସୀ କହିଛନ୍ତି। ଯଦି କେହି କଟକଣା ମାନିବେ ନାହିଁ ତେବେ ଅକାଳ ମୃତ୍ୟୁ ସୁନିଶ୍ଚିତ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିପାଇଁ ଗାଁ ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଛନ୍ତି। ଏପରିକି ପ୍ରବେଶ ପଥରେ ପୋଷ୍ଟର ଲଗାଇ ଗ୍ରାମବାସୀଙ୍କ ନିଷ୍ପତ୍ତି
ସଂପର୍କରେ ଗାଁ ବାହାର ଲୋକଙ୍କୁ ସତର୍କ କରାଇଛନ୍ତି। ଏହା ହେଉଛି ପୂର୍ବ ପୁରୁଷରୁ ପ୍ରଚଳିତ ହୋଇ ଆସିଥିବା ପ୍ରଥା ଆମେ ଆଦିବାସୀ, ଆମ ପରମ୍ପରାକୁ ଛାଡିପାରିବୁ ନାହିଁ ବୋଲି କହିଛନ୍ତି | ତେବେକେଉଁ କାରଣ ରୁ ଗାଁରେ ଅକାଳ ମୃତ୍ୟୁ ହେଉଛି ତାହା ଉପରେ ଡକ୍ଟର, ଜ୍ୟୋତିଷ, ହେତୁବାଦୀ, ପଣ୍ଡିତ,ଜିଲ୍ଲା ପ୍ରଶାସନ ମିଳିତ ଭାବେ ବସି ଏହି ଘଟଣାର ସମାଧାନ କଲେ ସେମାନଙ୍କ ଏହି ଅନ୍ଧ ବିଶ୍ୱାସ କୁ  ଦୁରକରି  ସେମାନଙ୍କ ମନରେ ପୁଣି ବିଶ୍ୱାସ  ଫେରାଇ ଆଣିବାକୁ ଚେଷ୍ଟା କଲେ ସେମାନଙ୍କମନରୁ ଦ୍ୱନ୍ଦ୍ୱ ଦୂର ହୋଇ ପାରିବ |

News Comment

You Might Also Like

BACK TO TOP