Breaking News

କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||     

ପାକିସ୍ତାନ ପରମାଣୁ ପରୀକ୍ଷା କରୁଛି ବୋଲି ଟ୍ରମ୍ପ ଙ୍କ ବଡ଼ ବୟାନ |

04-Nov-2025

ପାକିସ୍ତାନ କରୁଛି ପରମାଣୁ ପରୀକ୍ଷଣ !ଆମେରିକା ରାଷ୍ଟ୍ରପତି ଦେଲେ ବଡ଼ ବୟାନ,

      ଓଡିଶା ଜନ ମତ ବ୍ୟୁରୋ,

ଆମେରିକା ରାଷ୍ଟ୍ର ପତି ଟ୍ରମ୍ପ ଙ୍କ ସାଂଘାତିକ ବୟାନ । ପାକିସ୍ତାନ କରୁଛି ପରମାଣୁ ପରୀକ୍ଷଣ ! ଚୀନ୍ ସହ ଅନ୍ୟ ଦେଶ ବି ପରମାଣୁ ପରୀକ୍ଷଣ କରୁ ଥିବାଟ୍ରମ୍ପ ଦାବିକରିଛନ୍ତି । ଆମେରିକା ପାକି ସ୍ତାନ ସମ୍ପର୍କରେ ନୂଆ ମୋଡ଼ ନେଇ କହିଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ର କେବଳ ପାକିସ୍ତାନ ନୁହେଁ, ଚୀନ୍ ସମେତ ଅନ୍ୟ କିଛି ଦେଶ ମଧ୍ୟ ଗୁପ୍ତରେ ପରୀକ୍ଷଣ କରୁଛନ୍ତି । ଗତ ସପ୍ତାହରେ ଟ୍ରମ୍ପ ତୁରନ୍ତ ଆମେରିକାର ପରମାଣୁ ଅସ୍ତ୍ର ପରୀକ୍ଷଣ ପୂନଃ ଆରମ୍ଭକରି ବାକୁ ଘୋଷଣା କରିଥିଲେ । ଚୀନ୍ ରାଷ୍ଟ୍ର ପତି ସି.ଜିନ୍ ପିଙ୍ଗ୍ ଙ୍କ ସହ ତାଙ୍କର ଦକ୍ଷିଣ କୋରି ଆରେ ହେବାକୁ ଥିବା ବୈଠକର ଠିକ ପୂର୍ବରୁ ଏହି ସୂଚନା ଆସିଥିଲା । ଟ୍ରମ୍ପ୍ କହିଛନ୍ତି, ଅନ୍ୟ ଦେଶମାନେ ନିଜର ପରମାଣୁ ଶକ୍ତି ବଢ଼ାଉଥିବାରୁ ଆମେରିକା ମଧ୍ୟନିଜକୁ ସମକକ୍ଷ ରଖିବା  ପାଇଁ ପରୀକ୍ଷଣ ପୁଣିଥରେ ଆରମ୍ଭ କରିବ । ତାଙ୍କ ମତରେ, ୩୦ ବର୍ଷରୁ ଅଧିକ ସମୟ ଧରି ଆମେରିକା ପରୀକ୍ଷଣ ବନ୍ଦରଖିଥିବା ବେଳେ ବର୍ତ୍ତମାନ ଏହା ଜରୁରି ହୋଇପଡ଼ିଛି । ଚୀନ୍ ଆଗାମୀ କିଛି ବର୍ଷ ମଧ୍ୟରେ ଆମେରି କାର ସମକକ୍ଷ ହେବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଦାବି କରି ଛନ୍ତି, ଆମେରି କା ପାଖରେ ଅନ୍ୟ ଯେକୌଣସି ଦେଶ ତୁଳନାରେଅଧିକ  ପରମାଣୁ ଅସ୍ତ୍ର ଅଛି । ରୁଷ ରାଷ୍ଟ୍ରପତିପୁଟିନ ଓ ଚୀନ  ରାଷ୍ଟ୍ରପତି ସି.ଜି ନପିଙ୍ଗଙ୍କ ସହ ପରମାଣୁ ଅସ୍ତ୍ର ହ୍ରାସ କରିବା ବିଷୟରେ ରେ ଟ୍ରମ୍ପ ଆଲୋଚନା କରି ଛନ୍ତି । ପରେ ବଡ଼ ବୟାନ ଦେଇ ଟ୍ରମ୍ପ କହିଛନ୍ତି, ଆମ ପାଖରେ ବିଶ୍ୱକୁ  ୧୫୦ ଥର ଧ୍ବଂସ କରି ବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି । ଟ୍ରମ୍ପଙ୍କ ଏହି ଘୋଷଣା ଅନ୍ତର୍ଜାତୀୟ ସ୍ତରରେ ନୂଆ ଆଲୋଡ଼ନ ସୃଷ୍ଟି କରିଛି  ।

News Comment

You Might Also Like

BACK TO TOP