Breaking News

ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||     

ହଷ୍ଟେଲ ପିଲାଙ୍କୁ ଅସଦାଚରଣ ମାମଲା ରେ ଗିରଫ ହୋଇ ଜେଲ ଗଲେ ବ୍ଲକ ଯେଇ ||

08-Nov-2025

ହଷ୍ଟେଲ ନାବାଳକ ଙ୍କୁ ଅସଦାଚରଣ କରି ଗିରଫହେଲେ ବ୍ଲକ ସହକାରୀଯନ୍ତ୍ରୀ,

     ଓଡିଶା ଜନ ମତ ବ୍ୟୁରୋ,

ଜଣେ ସରକାରୀ କର୍ମଚାରୀ ହୋଇ ଏକ ସ୍କୁଲର ହଷ୍ଟେଲ ଶୌଚାଳୟ ତଦାରଖ କାମରେ ଯାଇ ସେଠାରେ ରହୁଥିବା ନାବଳକଙ୍କୁ  ଅସଦାଚରଣ ଓ ସେମାନଙ୍କ ସହିତ ଅପ୍ରାତ କୃତ ଯୌନ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ |  ଏବଂ ପରବର୍ତୀ ସମୟରେ ଜେଲ ଯାଇଥିଲେ | ଏପରି ଘଟଣା ବାରିପଦା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି |ବାରିପଦା ସଦର ଥାନା ଅନ୍ତର୍ଗତ ହରିଶ୍ଚନ୍ଦ୍ର ପୁରସ୍ଥିତ ଭଞ୍ଜଭୂମି ସଂସ୍କୃତ ବିଦ୍ୟାଳୟ ର ଆଦିବାସୀ ହଷ୍ଟେଲରେ ରହୁଥିବା ନାବାଳକଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗ ରେ ଶ୍ୟାମାଖୁଣ୍ଟା ବ୍ଲକ ସହ କାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେନାପତିଗିରଫହୋଇକୋର୍ଟ ଚାଲାଣ ହୋଇଥିବାର ବାରିପଦା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା ସୂଚନା ପ୍ରଦାନ କରିଛନ୍ତି । ଘଟଣା ମୁତାବକ  ଶ୍ୟାମାଖୁଣ୍ଟା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେନାପତି ଛାତ୍ରା ବାସକୁ ଶୌଚାଳୟ କାର୍ଯ୍ୟ ତଦାରଖ ପାଇଁ ଆସି ପିଲାଙ୍କ ଙ୍କସହ ମିଶିଥିଲେ । ପୁନଶ୍ଚ ସଂନ୍ଧ୍ୟା ୭.୩୦ ମିନିଟ ସମୟରେ ଛାତ୍ରାବାସକୁ ଆସି ରୁମରେ ପିଲାଙ୍କ ସହ କଥା ହୋଇ କିଛି ପିଲାଙ୍କୁ ଅଫିସ ରୁମ ଆଡ଼କୁ ଡ଼ାକିନେଇ ଲଙ୍ଗଳା କରି ଦୁଷ୍କର୍ମ ଉଦ୍ୟମ କରିଥିଲେ ।ଯନ୍ତ୍ରୀ ପିଲାମାନଙ୍କୁ ପାଟିକଲେ ବା କାହାକୁ  ଏବିଷୟରେ କହିଲେ ଜୀବନରେ ମାରି ବେବାର ଧମକ ଦେଇଥିଲେ । ଏନେଇ ତାପର ଦିନ ବିଦ୍ୟା ଳୟର ପ୍ରଧାନ ପଣ୍ଡିତସେବତୀ ମହାନ୍ତଏହିଘଟଣାକୁ ପିଲାଙ୍କ ଠାରୁ ଶୁଣି ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ପୋଲିସ ବାରିପଦା ସଦର ଥାନାରେ କେଶ ନଂ ୨୨୧/୨୫ ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖ୍ ପଚରା ଉଚରା କରାଯିବା ପରେ ଗିରଫ କରାଯାଇଥିଲା ।

News Comment

You Might Also Like

BACK TO TOP