Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ନୂଆପଡା ଉପନିର୍ବାଚନ ରେ ଐତିହାସିକ ବିଜୟ ଲାଭ କଲେ ଜୟ ଢୋଲକୀୟା |

14-Nov-2025

ବିଜେପି ର ବିଜୟ ଧ୍ୱଜା ଉଡ଼ାଇଲେ ନୂଆପଡା ର ଜୟ ଢୋଲ କିୟା,

        ଓଡିଶା ଜନ ମତ ବ୍ୟୁରୋ,

ଏକଜିଟ ପୋଲର ଗଣତି ଭୁଲ ପ୍ରମାଣିତ ହୋଇଛି | କଂଗ୍ରେସ ର ଦମ୍ଭୋକ୍ତି ଏବଂ ବିଜେଡି ର ଦିବାସ୍ବପ୍ନ  କୁଧୂଳି ସାତ କରି ଲକ୍ଷାଧିକ ଭୋଟ ରେ ନୂଆପଡ଼ାର ଉପନିର୍ବାଚନ ରେ ବିଜୟ ଲାଭ କଲେ ବିଜେପି ର ଜୟ ଢୋଲକିୟା  |ଉପନିର୍ବାଚନରେ ବାଜି ମାରି ନିକଟ ତମ କଂଗ୍ରେସ ର ପାର୍ଥି  ଘାସିରାମ ମାଝିଙ୍କ ଠାରୁ ୮୩ ହଜାର ୭୪୮ ଭୋଟରେ ଆଗରେ ରହି ନୂଆପଡା ତଥା ତାଙ୍କ ପିତାଙ୍କ ରେକର୍ଡ କୁ ଭାଙ୍ଗି ବିଜୟ ହୋଇଛନ୍ତି ଜିତିଲେ ଜୟ ଢୋଲକୀୟ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଭୋଟ ବ୍ୟବଧାନରେ ବହୁ ପଛରେ ପକାଇ ନୂଆପଡା ଦଖଲ  କଲେ ଜୟ । ୨୯ ଗାଉଣ୍ଡ ଗଣତି ପରେ ୧,୨୩,୮୬୯ ଭୋଟ ପାଇ ଜୟ ବିଜୟୀ ଲାଭ କରି ଐତିହାସିକ ରେକର୍ଡ କରିଛନ୍ତି  । ଏଥିସହ ବିଜେପି ନୂଆପଡା ଆସନ ସ୍ଥଳ ଦଖଲ କରିଛି । ବିଜେଡି ହାତରୁ ଖସିଯାଇଛି ନୂଆପଡା । ସ୍ନେହାଙ୍ଗିନୀ ୩୮, ୪୦୮ ଭୋଟ ପାଇ 3 ୟ ସ୍ଥାନରେ ଥିବା ବେଳେ  ଘାସିରାମ ୪୦, ୧୨୧ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି | 2019ଓ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି କବଜାରେ ଥିବା ନୂଆପଡା  ଆସନ  ୨୦୨୫ ଉପନିର୍ବାଚନରେ ବିଜେଡି ହାତରୁ ଖସିଯାଇଛି | କହିବାକୁ ଗଲେ ନିଜ ଗଡ ରଖି ପାରିନି ବିଜେଡି । ଏପରି କି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ବିଜେପିକୁ କଡା ଟକ୍ଟର ଦେବାରେ ସକ୍ଷମ ମଧ୍ୟ ହୋଇ ନାହାନ୍ତି । ସେ ୩ୟ ସ୍ଥାନକୁ ଖସି ଆସିଥିଲେ । ଅନ୍ୟପକ୍ଷରେ କଂଗ୍ରେସ
ପ୍ରାର୍ଥୀ ଘାସିରାମ ୨୦୨୪ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ୨ ସ୍ଥାନରେ ରହିଛନ୍ତି । କିନ୍ତୁ ୨୦୨୪ ନିର୍ବାଚନ ତୁଳନାରେ ଘାସିରାମଙ୍କ ଭୋଟ କିଛି କମିଛି ।ନିର୍ବାଚନ ଗଣତିର ପ୍ରଥମ ରାଉଣ୍ଡରୁ ଜୟଙ୍କ ବିଜୟ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡରୁ ୪୯୦୪ ଭୋଟ ପାଇ ଜୟ  ଆଗୁଆ ରହିଥିଲେ । ସ୍ନେହାଙ୍ଗୀନୀ ୧୩୫୭ ଓ ଘାସିରାମ ୧୩୦୮ ଭୋଟ ପାଇଥିଲେ । ୨ ୟ ରାଉଣ୍ଡରେ ଜୟ ୧୦,୪୮ ୦,୪୮୬ ଭୋଟରେ ଆଗୁଆ । ଥିଲେ । ସ୍ନେହାଙ୍ଗୀନୀ ୨୯ ୨୩ ଓ ଘାସିରାମ ୨୨୩୪ ଭୋଟ ପାଇଥିଲେ । ତେବେ ରାଉଣ୍ଡ ବଢିବା ସହ ଜୟଙ୍କ ଭୋଟ ବ୍ୟବଧାନ ବଢି ଚାଲିଥିଲା । ବିଜୟ ଅଭିମୁଖେ ବିଜୟଯାତ୍ରା ଜାରି ରହିଥିଲା । ଶେଷରେ ଜୟ ବିପୁଳ ଭୋଟ ବ୍ୟବଧାନ ନରେ ବିଜୟୀ ହୋଇଥିଲେ । ଏହି  ଆସନ ରେ ବିଜେପି ୨ଥର ବିଜୟୀ ହୋଇଛି 1 ୨୦୦୦ ଓ ୨୦୧୪ ମସିହାରେ ବି ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ ।  ଏଗାର ବର୍ଷ ପରେ  ବିଜେପି ପୁଣିଥରେ  ଏହି ଆସନ ନିଜ କବଜାକୁ ନେଇଛି । ସୂଚନା ଅନୁସାରେ, 90 ୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧, ୮୨୨ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ । ସେହିଭଳି ସ୍ଵାଧୂନ ପ୍ରାର୍ଥୀ ଠିଆ ହୋଇଥୁବା ଘାସିରାମ ମାଝୀ ୫୦, ୯୪୧ ୯୪ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଥିବାବେଳେ  ବିଜେପିରୁ ଠିଆ ହୋଇଥିବା ଅଭନନ୍ଦନ ପଣ୍ଡା  44ହଜାର ଭୋଟ୍ ପାଇ  ତୃତୀୟ ସ୍ଥାନରେ ଥିଲେ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶରତ ପଟ୍ଟନାୟକ ୧୫,୫୦୧ ଭୋଟ୍ ପାଇ ଚତୁର୍ଥ ତୁର୍ଥ ସ୍ଥାନ ଅଧିକାର କରିଥିଲେ । ମାତ୍ର ଚଳିତ ଉପନିର୍ବାଚନରେ ଏହି ସଂଖ୍ୟା ସମ୍ପୂର୍ଣ ଭିନ୍ନ ହୋଇଛି । ବିଜେପି ବିଜୟର ଟିକା ପିନ୍ଧିଥିବାବେଳେ କଂଗ୍ରେସ ଦ୍ଵିତୀୟ ଓ ବିଜେଡି ତୃତୀୟକୁ ଖସିଯାଇଛି

News Comment

You Might Also Like

BACK TO TOP