Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ମହାଲକ୍ଷ୍ମୀ ଙ୍କ ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଂଜ୍ଞ ଓପୂଜା ନିମନ୍ତେ କଳସ ପଦଯାତ୍ରା ରେ ଯୋଗ ଦେଲେ ଶତାଧିକ ମହିଳା |

27-Nov-2025

ମା ମହାଲକ୍ଷ୍ମୀ ଙ୍କ ପୂଜା ଓ ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ
କଳସ ଯାତ୍ରା ରେ ଯୋଦେଲେ ଶତାଧିକ ମହିଳା ଭକ୍ତ
-------------------------------------------

ଓଡିଶା ଜନ ମତ,ବେଗୁନିଆପଡା, ସୂର୍ଯ୍ୟ ନାରାୟଣ ବଡୁ,

ଆଜି ପବିତ୍ର ମାର୍ଗଶିର ଶୁକ୍ଳ ଅଷ୍ଟମୀ ଗୁରୁବାର ରେ କୋଦଳା ରେ ପ୍ରଥମ ଥର ପାଇଁ ବହୁ ଆଡମ୍ବର ସହିତ ପୂଜା ପାଇଲେ ମା "ମହାଲକ୍ଷ୍ମୀ "! ଖଡୁରାସାହିରେ ଆନନ୍ଦ ଉଲ୍ଲାସ, ସାହିରେ ଆଧ୍ୟାତ୍ମିକ ପରିବେଶ ! ଏଥି ସହିତ ଦିବ୍ୟ ପୂଜାର୍ଚନା, ଶକ୍ତିପଲ୍ଲବୋକ୍ତ ଅଷ୍ଟଲକ୍ଷ୍ମୀ ପୂଜାର୍ଚନା, କୁଙ୍କୁମାର୍ଜନ ସହିତ ଏକ କୁଣ୍ଡିୟ ବିଶ୍ୱକଲ୍ୟାଣ ଯଜ୍ଞ ପଣ୍ଡିତ ଉପାଶକ ଶ୍ରୀ ସପନ କୁମାର ଶତପଥୀ ଙ୍କ ତତ୍ୱାବଧାନ ରେ ସହଯୋଗୀ ବିଦ୍ୱାନ ବ୍ରାହ୍ମଣମାନଙ୍କ  ମନ୍ତ୍ର ଧ୍ୱନୀ ରେ ସନୁଷ୍ଠିତ ହୋଇଯାଇଛି !ଏଥିରେ କର୍ତ୍ତା ଭାବେ ପ୍ରଦୀପ କୁମାର ପାଢ଼ୀ ଓ ଧର୍ମପତ୍ନୀ ହେମଲତା ପାଢ଼ୀ କାର୍ଯ୍ୟଭାର ସମ୍ଭାଳି ଛନ୍ତି ! ବୁଧବାର ଅପରାହ୍ନ ରେ ରେ ନୀତି ନିର୍ଘଣ୍ଟ ଅନୁଯାଇ ଖଡୁରା ସାହିର ପ୍ରତ୍ୟକ ଘରୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଦେଉଳ ବନ୍ଧ ରେ ପୂଜାର୍ଚନା କରି ପୁର୍ଣ କଳସ ମୁଣ୍ଡରେ ଧରି କୋଦଳା ର ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଙ୍କ ଆରାଧନା ପରେ ନଗର ପରିକ୍ରମା କରି  କୋଦଳା ବିଜେ ଜଗନ୍ନାଥ ମନ୍ଦିର ରୁ ମହାଲକ୍ଷ୍ମୀ ଙ୍କ ଆଜ୍ଞାମାଳ ଧରି ଅସ୍ଥାୟୀ ମନ୍ଦୀର ର ଯଜ୍ଞ ସ୍ଥଳ ରେ ପ୍ରବେଶ କରିଥିଲେ ଓ ଅଙ୍କୁରା ରୋପଣ କାର୍ଯ୍ୟ ସମାପନ ହୋଇଥିଲା ! ଗୁରୁବାର ବ୍ରାହ୍ମଣ ବରଣ ସହିତ ଦେବୀଙ୍କ ଚକ୍ଷୁଉନମିଳନ ଓ ଅଗ୍ନୀ ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ଆସନ୍ତା 04/12 ଗୁରୁବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ପାଇଁ ଦିନ ଧାର୍ଯ୍ୟ ହୋଇଥିବା  ବେଳେ ଶୁକ୍ରବାର ମା ଙ୍କୁ ମେଲାଣି ସହିତ ବିସର୍ଜନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି !ସୁ ସଜ୍ଜିତ ମେଢ଼ ମଧ୍ୟରେ ମା ମହାଲକ୍ଷ୍ମୀ ବିରାଜମାନ ହୋଇଥିବା ବେଳେ ପ୍ରତ୍ୟକ ଦିନ ସୂର୍ଯ୍ୟ ପୂଜା,ଗୋ ପୂଜା,ସନ୍ଧ୍ୟା ଆଳତୀ,ସହିତ ପର୍ଯ୍ୟାୟ କ୍ରମେ 1008 ଧାତ୍ରୀ ପଲ୍ଲବାର୍ପଣ, ଅଷ୍ଟଲକ୍ଷ୍ମୀ ଅର୍ଚ୍ଚନା, ଅଣିମାଆଦି ଅଷ୍ଟଲକ୍ଷ୍ମୀ ଅର୍ଚ୍ଚନା,କୁଙ୍କୁମାରର୍ଚ୍ଚନ,କାମଧେନୁ ପୂଜା, ନବ ବିହ୍ଵର୍ଚ୍ଚନା, ବରୁଣାର୍ଚ୍ଚନା, ଭଳି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବପାଇଁ ସ୍ଥିର ହୋଇଛି !କୋଦଳା ଅଞ୍ଚଳ ରେ ସମସ୍ତ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମଥର ମା ମହାଲକ୍ଷ୍ମୀ ଙ୍କ ପୂଜା ହେଉଥିବାରୁ ଭକ୍ତ ଙ୍କ ମନରେ ଆଗ୍ରହ ପ୍ରକାଶ ପାଇଛି ଏବଂ ମା ଙ୍କୁ ଦର୍ଶନ କରି ଦେବୀକୃପା ଲାଭ କରିବାକୁ ଖଡୁରାସାହି ବାସିନ୍ଦା ନିବେଦନ କରିଛନ୍ତି......

News Comment

You Might Also Like

BACK TO TOP