Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |

01-Oct-2026

 ଷୋଡଶ ଦିନାତ୍ମକ ପୂଜା ନେଇ ତାରା ତାରିଣୀ ମନ୍ଦିର  ପୀଠରେ ପରିଚାଳନା ବୋର୍ଡ  ବୈଠକ  ଅନୁଷ୍ଠିତ  |

ଓଡିଶା ଜନ ମତ ପୁରୁଷୋତ୍ତମପୁର,ତା.-- 01/10/26,

ଶୁଭଙ୍କର ଦାଶ :---

ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥାଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ଠାରେ ଆସନ୍ତା 03 ତାରିଖ ଠାରୁ ମହା ନବମୀ ପର୍ଯ୍ୟନ୍ତ  ଆରମ୍ଭ ହେବାକୁ ଥିବା ଷୋଡଶ ଦିନାତ୍ମକ ପୂଜା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ଛତ୍ରପୁର ରେ ଟ୍ରଷ୍ଟ ବୋର୍ଡ ବୈଠକପରେ ଆଜି ମାଆ ଙ୍କ ପାହାଡ଼ ଉପରେ ପରିଚାଳନା କମିଟିର ବୈଠକ ମନ୍ଦିର ଅଫିସ ରୁମ ପରିସରରେ  ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ସଭାପତିତ୍ୱ ରେ ଏବଂ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ପରିଗାଳନା ଅଧିକାରୀ ବିନୋଦ କୁମାର ବେହେରା,ଙ୍କ ସଂଯୋଜନାରେ ଏହା ଆରମ୍ଭ ହୋଇଥିଲା  ||ଏହି କାର୍ଯ୍ୟ କ୍ରମରେଇନାଚାର୍ଜ ବିଡ଼ିଓ ଦେବାଶିଷ ସାମଲ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସଡ଼ି ପିଓ ସୁଜିତ ନାୟକ, ଟ୍ରଷ୍ଟ ସଦସ୍ୟ ପ୍ରମୋଦ ପଣ୍ଡା ମଞ୍ଚାସିନ ଥିଲେ  | ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ କୂଳମଣି ସେଠୀ, ଓ ଥାନା ଷ୍ଟାଫ ଙ୍କ ଶହ ସମସ୍ତ ବିଭାଗୀୟ ବିଦ୍ୟୁତ, ପୂର୍ତ୍ତ, ରାସ୍ତା, ପାନୀୟ ଜଲଯୋଗାଣ, ଙ୍କ ସମେତ ବିଭିନ୍ନ ଲାଇନ ଅଧିକାରୀ ବସ ସେବା ମେନେଜର, ରୋପୱେ ମେନେଜର ମନ୍ଦିର ସେବାୟତ ସଭାପତି ତପନ କୁମାର ରଣା , ମୁଖ୍ୟ ସେବାୟତବାପୁଜୀ ରଣା ଓ ଅନ୍ୟ ସେବାୟତ ମାନଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ଷୋଡଶ ଦିନାତ୍ମକ ପୂଜା ସମ୍ଭାର ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥାର ସୁପରିଚାଳନା ଉପରେ ଉପଜିଲ୍ଲାପାଳ  ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଅଖଣ୍ଡ ଦୀପ ଭଲ ଘିଅ ରେ ବାହାରେ ଲାଗିବ ଦୀପ ଘରେ ଏବଂ ଦୀପର ସ୍ୱରକ୍ଷା ଫାୟାର ବିଭାଗ ନେବେ | ଭକ୍ତଙ୍କ ସୁବିଧା ପାଇଁ ଯାତାୟାତ ଓ ବସ୍‌ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
  ମନ୍ଦିରର ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ସମ୍ପନ୍ନ କରିବା ଓମନ୍ଦିର ର ଭୋଗ ଉତ୍ତମ ମାନର କରି ଲୋକଙ୍କୁ ଦେବା ଓ ଗର୍ଭଗୃହରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଉତ୍ତମମାନର ଘିଅ ଦୀପ ବ୍ୟବହାର ଉପରେ ଆଲୋଚନା ହୋଇଥିଲା ।
    ବୈଠକରେ ମନ୍ଦିର ରେ ସ୍ୱାଦିଷ୍ଟ ଓ ଉନ୍ନତ ମାନର ପ୍ରସାଦ ବିକ୍ରିର ସୁପରି ଚାଳନା, କର୍ମଚାରୀ ଓ ସେବାୟତମାନଙ୍କ କାର୍ଯ୍ୟ କାରିତା ଉପରେ ଆଲୋଚନା ହୋଇଥିଲା।
ପୂଜା ଓ ମେଳା ସମୟରେ ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଜିଲ୍ଲାପାଳ  ଦେଇଥିବା ନିର୍ଦ୍ଦେଶ କୁ କାର୍ଯ୍ୟ କାରି କରିବା ମନ୍ଦିର ଭିତରକୁ ନିଶାଦ୍ରବ୍ୟ ସେବନ କାରି ନ ଆସିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଜନସମାଗମ ସମୟରେ ଆଇନ ଶୃଙ୍ଖଳା କଡା କଡ଼ି କରାଯିବା ସହିତ ଚୋରି ଓ ଡକାୟତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସଡ଼ି ପିଓ ଙ୍କୁ କହିଥିଲେ  | ରଙ୍ଗ ମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଅଭିଯୋଗ ଆସୁଥିବାରୁ ଏଭଳି ଖାଦ୍ୟ ବିକ୍ରିରୁ ବ୍ୟବସାୟୀମାନଙ୍କୁ ନିବୃତ୍ତ ରଖିବା ସହ ଆବଶ୍ୟକ ଯାଞ୍ଚ ଓ ସଚେତନତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରମୋଦ ପଣ୍ଡା,ପୂର୍ତ୍ତ ବିଭାଗ ଏସ୍‌ଡିଓ ସୁରେଶ ମିଶ୍ର ଫାୟାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP