Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଭାରତରେ ରୁଷ ରାଷ୍ଟ୍ରପତି ଙ୍କ ଦୁଇଦିନିଆ ଗ୍ରସ୍ତ | ମୋଦିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା |

05-Dec-2025

ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ  ପ୍ରଧାନମନ୍ତ୍ରୀ ଙ୍କବାସ ଭାବନରେ ଡିନର ପାର୍ଟି ରେ  ଯୋଗ ଦେଲେ |

         ଓଡିଶା ଜନ ମତ, ବ୍ୟୁରୋ, 

ଗତ କାଲି  ନୂଆଦିଲ୍ଲୀରେ ପହଂଚି ଥିଲେ ରୁଷ୍ ର ରାଷ୍ଟ୍ର ପତି ଭ୍ଲାଦିମିର ପୁଟିନ । ବହୁ ପ୍ରତୀକ୍ଷିତ ଭାରତ ଯାତ୍ରାରେ ନୂଆଦିଲ୍ଲୀ ର ପାଲମ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏୟାରପୋର୍ଟରେ ପହଂଚିଛନ୍ତି । ପ୍ରଧାନମନ୍ନ୍ତ୍ରୀଙ୍କ ନିମନ୍ତ୍ରଣରେ ଦୁଇ ଦିବସୀୟ ଯାତ୍ରାରେ ଆସିଛନ୍ତି ପୁଟିନ । ସର୍ବ ପ୍ରଥମେ ପାଲମ ଏୟାରପୋର୍ଟ ରେ  ଗାର୍ଡ ଅଫ୍ ଅନର ଦିଆଯାଇ ଥିଲା | ପରେପୁଟିନ  ପିଏମ୍  ମୋଦିଙ୍କ ସହ ଡିନର କରିବେ । ତାଙ୍କର ଏହି ଯାତ୍ରା ୪ ବର୍ଷ ର ଅନ୍ତରାଳରେ    ଥରେ ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ ସେ ୨୦୨୧ ରେ ଭାରତ ଗସ୍ତରେ ଆସିଥିଲେ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପୁଟିନଙ୍କ କାର୍ଯ୍ୟକ୍ରମରେ ଶୁକ୍ରବାରଆଜି ୨୩ତମ ଭାରତ ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସବୁଠୁ ପ୍ରମୁଖ ପ୍ରସଙ୍ଗ ।ତେବେ ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଦିଲ୍ଲୀର ହୋଟେଲ ଶିଳ୍ପଗୁଡିକରେ ହଠାତ୍ ହଇଚଇ ସୃଷ୍ଟି ହୋଇଥିଲା । ରାଜଧାନୀରେ ବିଳାସପୂର୍ଣ୍ଣ ହୋଟେଲ ବୁକିଂ ପାଇଁ ଭିଡ଼ ଯୋଗୁଁ ସମସ୍ତ ପଂଚ ତାରକା ହୋଟେଲ ଗୁଡ଼ିକର ରୁମ୍ ଦର ଦ୍ବିଗୁଣିତ ହୋଇଛି । କିଛି ଦିନ ପୂର୍ବରୁ ଯେଉଁ ରୁମ୍ ଗୁଡିକ ପ୍ରତିରାତି ପାଇଁ ୫୦ ହଜାରରୁ ୮୦ ହଜାର ଟଙ୍କାରେ ଉପଲବ୍ଧ ହେଉଥିଲା, କିନ୍ତୁ ଏବେ ଏହା ୧ ଲକ୍ଷରୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ବୁକ୍ କରାଯାଉଛି । ଏହି ଦରକୁ ଦେଖୁଲେ ଦିଲ୍ଲୀରେ ଏବେ ହୋଟେଲ ରହଣି ବହୁତ ମହଙ୍ଗା ହୋଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଟିନ ଆଇଟିସି ମୌର୍ଯ୍ୟରେ ୪୭୦୦ ବର୍ଗଫୁଟ ବିଶିଷ୍ଟ ବିଳାସପୂର୍ଣ୍ଣ ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟରେ ରହିବେ । ଏହି ସୁଟ୍ର ଏକ ସ୍ଵତନ୍ତ୍ର ଇତିହାସ ମଧ୍ୟ ଅଛି, କାରଣ ଏହା ସେହି କୋଠରୀ ଯେଉଁଠାରେ ଡୋନାଲ୍ଡ ଟ୍ରମ୍ପ, ଜୋ ବାଇଡେନ ଏବଂ ବିଲ୍   କ୍ଲିଟନଙ୍କ ଭଳି ଆମେରିକୀୟ ରାଷ୍ଟ୍ରମୁଖ୍ୟ ମାନେ ରହିଥିଲେ ।ଦୁଇଦିନିଆ ଗ୍ରସ୍ତ ସାରି ଏବଂ ବିଭିନ୍ନ ବିଷୟରେ ମୋଦିଙ୍କ ସହ ବହୁ ଗୁରୁତର କଥା ବାର୍ତ୍ତା କରି ଫେରିଯିବେ  ବୋଲି ସୂଚନା ମିଳିଛି |

News Comment

You Might Also Like

BACK TO TOP