Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

କଳିଙ୍ଗା ଘାଟିରେ ରାଜ୍ୟ ସରକାର ଙ୍କ ଆଇ ଆଇଟି ଦ୍ୱାରା ଲାଗିଲା ଭେଇକଲ ସେନ୍ସର ଆଲର୍ଟ ଯନ୍ତ୍ର |

05-Dec-2025

ଦୁର୍ଘଟଣା ପ୍ରବଣ କଳିଙ୍ଗା ଘାଟିରେ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍‌ ଆଲର୍ଟ ଯନ୍ତ୍ର,

        ଓଡିଶା ଜନ ମତ ବ୍ୟୁରୋ,

କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ମାସକୁ 10ରୁ 15  ଦିନ ଯାଏଁ କିଛିନା, କିଛି ଛୋଟ, ବଡ଼ ଦୁର୍ଘଟଣା ଘଟୁଛି | ଯାହାକି ବହୁ ପରିତାପର ବିଷୟ | କିନ୍ତୁ ଏହି ଦୁର୍ଘଟଣା କୁ କିଛି ମାତ୍ରାରେ  ରୋକିବା ପାଇଁ ରାଜ୍ୟ ସରକାର ପ୍ରଥମ ଥର କରି ଦୁର୍ଘଟଣା ଚିହ୍ନଟ ସ୍ଥାନରେ ଭେଇକଲ ଆଲଟ ଯନ୍ତ୍ର  ଲଗାଇ ଛନ୍ତି  | 
ଓଡ଼ିଶାର ସବୁଠାରୁ ଦୀର୍ଘତମ  ଘାଟି ହେଉଛି କଳିଙ୍ଗା ଘାଟି ସେହି ଘାଟିରେପରୀକ୍ଷା ମୂଳକ ଭାବେ ଭୁବନେଶ୍ୱର ଆଇ ଆଇଟି ର ଛାତ୍ର ମାନଙ୍କ ଦ୍ୱାରା ପରୀକ୍ଷା ମୂଳକ ଭାବେ ଏହି ଭେଇକଲ ସେନ୍ସର୍‌ ଆଲର୍ଟ ଯନ୍ତ୍ର ଲଗା ଯାଇଛି।  ପ୍ରଥମ ଥର ପାଇଁ ଭୁବନେଶ୍ବର
ଅଭିଯାନରେ ପରିବହନ ବିଭାଗ ଅଧିକାରୀ ଶିବାନୀ
ମାଝୀ ଓ ଟିମ୍ ସହିତ ଘୁ ଉଦୟଗିରି ପୁଲିସ ଏଏସଆଇ ବୁଲୁ ବେହେରା ଓ ଦଳ ଏବଂ ଜାତୀୟ ରାଜପଥସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ କନିଷ୍ଟଯନ୍ତ୍ରୀ ଉପସ୍ଥିତ ରହି ଭୁବନେଶ୍ବର ଆଇଆଇଟି ଦ୍ବାରା ଏହି ଭେଇକାଲ ସେନ୍ସର୍‌ ଆଲର୍ଟ

ଯନ୍ତ୍ର ରାଜ୍ୟର କଳିଙ୍ଗା ଘାଟିରେ ଲାଗୁଥିବା
ବେଳେ ଏହା ଯଦି ଭଲରେ କାମ କରେ ତେବେ ଆସନ୍ତା
ଦିନମାନଙ୍କରେ ଅନ୍ୟ ସ୍ଥାନମାନଙ୍କରେ ଲଗାଯିବ ବୋଲିଭୁବନେଶ୍ବର ଆଇଆ ଇଟି ପକ୍ଷରୁ ଆସିଥିବା ଅଧୂକାରୀଜଣକ ପ୍ରକାଶ କରିଛନ୍ତି।
ଆଇଆଇଟି ପକ୍ଷରୁ କଳିଙ୍ଗା ଘାଟିରେ ପରୀକ୍ଷା ମୂଳକ ଭାବରେ ଏହି ଯନ୍ତ୍ର ଖଞ୍ଜା ଯାଇଛି । ବିଗତ କିଛି ମାସ ହେବ ଆଇଆଇଟି ଭୁବନେଶ୍ବର ଦ୍ବାରା ଏହି ସ୍ଥାନରେ ସେନ୍ସର୍ ଲଗାଯାଇଥିଲା କିନ୍ତୁ ସେଗୁଡ଼ିକ କାର୍ଯ୍ୟକାରୀ ହୋଇ ନାହିଁ। ତେବେ ପୁଣି ଭୁବନେଶ୍ବର ଆଇଆଇଟି ଠାରୁ ଏକ ଦଳ ଭେଇକାଲ ସେନ୍ସର୍‌ ଆଲର୍ଟ ଯନ୍ତ୍ର ଦ୍ବାରା ଆଲର୍ଟ ଦେଉଥ‌ିବା ଯନ୍ତ୍ର ଗୋଟିଏ ପୋଲ ଖୁଣ୍ଟରେ ଲଗାଉଛନ୍ତି। ଏହା ସୌର ବିଦ୍ୟୁତ୍ ଚାଳିତ ଓ ନିଜେ ପରିଚାଳିତ ହେବ, ଯାହା ଫଳରେ ୪ ଫୁଟ ଉଚ୍ଚତାରେ ସେନ୍ସର ଓ କ୍ୟାମେରା ଆଲର୍ଟ କରିବ। ଏହା ଦୁର୍ଘଟଣା ଘଟୁଥିବା ସ୍ଥାନରେ ଚାଳକମାନଙ୍କୁ ସତର୍କ ସହିତ ଗାଡ଼ି ଚଳେଇବା ନିମନ୍ତେ ସେନ୍ସର ଯନ୍ତ୍ର ସୂଚନା ଦେବ।ଏହା ଦୁଇଟି ପାର୍ଶ୍ଵରେ ଲାଗିବ, ଯାହା ଗୋଟିଏ ପାର୍ଶ୍ବରେ ଗାଡି ଆସିଲେ ଅନ୍ୟ ପାର୍ଶ୍ବରେ ନାଲି ବତି ଜଳି ହର୍ଣ୍ନ ବାଜିବ, ଯାହା ଫଳରେ ଅନ୍ୟ ପାର୍ଶରେ ଆସୁଥ‌ିବା ଲୋକ ବା ଗାଡ଼ି ଚାଳକ ସୂଚିତ ହେବ ବା ସୂଚନା ପାଇବେ ଯେ ଅନ୍ୟ ସମ୍ମୁଖ ପାର୍ଶରୁ ଗାଡ଼ି ଆସୁଛି ଓ  ଏହାଦ୍ୱାରା ଚାଳକ ସତର୍କ ହେବେ। ଫଳରେ କିଛି ମାତ୍ରାରେ ଦୁର୍ଘଟଣା କୁ ରୋକଯାଇ ପାରିବ |

News Comment

You Might Also Like

BACK TO TOP