Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ନୂଆବର୍ଷ ପୂର୍ବରୁମେଳି ବାନ୍ଧିଲେ ଅଙ୍ଗାର ଗାଁପଞ୍ଚାୟତ ର ହରିଜନ ମୁଖିଆ ଓ ଯୁବ ଗୋଷ୍ଟି |

21-Dec-2025

ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ଅଙ୍ଗାରଗାଁ ପଞ୍ଚାୟତର ବିଭିନ୍ନ  ହରିଜନ ସାହିର ମୁଖିଆ ଓ ଯୁବଗୋଷ୍ଠୀ ।

 ଓଡିଶା ଜନ ମତ,ବେଗୁନିଆପଡ଼ା, ସୂର୍ଯ୍ ନାରାୟଣ ବଡୁ, 

 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର  ବିଭିନ୍ନ ହରିଜନ ସାହିର ମୁଖିଆ ଓ ଯୁବଗୋଷ୍ଠୀ ମାନେ ନୂଆବର୍ଷ ପୂର୍ବରୁ ବନ୍ଧୁ ମିଳନ ନାଁରେ ଅଙ୍ଗାରଗାଁ ନିକଟସ୍ଥ ଗିଲିଣ୍ଡ। ସ୍ଥିତ ମା ବଜ୍ରଷଣ୍ଢ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ଦିନ ମେଳି ବାନ୍ଧିବା ସହ ଏକ ସାଂଗଠନିକ ବୈଠକ ଆୟୋଜନ କରିଥିଲେ  । ଆଗମୀ ଦିନରେ ସମସ୍ତେ ଏକାଠି ହୋଇ ରହିବା। ବିଭିନ୍ନ ଅସୁବିଧା ଏବଂ ସୁବିଧା ସମୟରେ ପରସ୍ପର ମିଳିମିଶି ଚଳିବା । ଏହି ବୈଠକର ଆଭିମୂଖ୍ୟ ବୋଲି ସୂଚନା ମିଳିଛି । ଏଥିସହିତ ଆଲୋଚନା ଦ୍ବାରା ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଉକ୍ତ ବୈଠକରେ ମତବ୍ୟକ୍ତ କରିଥିଲେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସେଠୀ । ଏଥିରେ ମିଥୁନ ଦାସ, ବିଚିତ୍ର ଦାସ, ବିଜୟ ଦାସ, ପ୍ରମୋଦ ସେଠୀ, ସରୋଜ ଦାସ, ମିଟୁ ସେଠୀ, ଦିପୁନା ସେଠୀ, ସଞ୍ଜୟ ଦାସ, ନିଳକଣ୍ଠ ଦାସ, ସୁରଥ ଦାସ, ବାବୁଲା ବେହେରା, ଯୁଗଳ ଦାସ, ଭଗବାନ ନାହକ, ଭାଗିରଥି ଦାସ, ରଞ୍ଜିତ ଶବର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ  । ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଅନ୍ୟ ଏକ ସ୍ଥାନରେ ବୈଠକ ହେବ ବୋଲି ସୂଚନା ମିଳିଛି । ଏନେଇ ଅଙ୍ଗାରଗାଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଚାଲିଛି ।

News Comment

You Might Also Like

BACK TO TOP