Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ସୁନା ପାଇଁ ବୃଦ୍ଧା ଙ୍କୁ ପୋଡି ହତ୍ୟା କଲେ ଦୁବୃତ୍ତ |

21-Dec-2025

ସୁନା ପାଇଁ ବୃଦ୍ଧାଙ୍କୁ ହତ୍ୟା ସନ୍ଦେହ,ଘର ଭିତରେ ପଡିଛି ନିଆଁରେ ପୋଡି ଯାଇଥିବା ମୃତ ଦେହ,

        ଓଡିଶା ଜନ ମତ ବ୍ୟୁରୋ,

ଅର୍ଥ ପାଇଁ ମନୁଷ୍ୟ ସବୁକିଛି କରିପାରେ | ଏପରିକି ସେକିଛି ଲୋକଙ୍କୁ ହତ୍ୟାକରି ତାଙ୍କଠାରୁ  ଟଙ୍କା, ସୁନା, ଗାଡି, ଲୁଟି ନେବାର ବହୁତ ବିଷୟ ପ୍ରତିଦିନ ଆମେ ପଢୁଛେ ଓ ଟିଭି, ସୋସିଆଲ ମିଡ଼ିଆ କିମ୍ବା ବାସ୍ତବ ରେ ଦେଖୁଛେ | ହେଲେ ଜଣେ ବୃଦ୍ଧା ଙ୍କୁ ନିଜ ଘର ଭିତରେ ପୋଡି ମାରିଦେଇ ତାଞ୍ଜର ଟଙ୍କା, ସୁନା,ଲୁଟିନେବା ଘଟଣା କମ ଜାଣିଛେ | ସେପରି ଏକ ହୃଦୟ ବିଦାରଜ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି ଜଣେ ବୃଦ୍ଧାଙ୍କ ସଂପୂର୍ଣ ପୋଡ଼ି ଯାଇଥିବା ମୃତଦେହ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ  ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ, ଘର ଭିତରୁ ପୋଲିସ ଉଦ୍ଧାର କରିଛି  ପୋଡ଼ିଯାଇଥିବା ଶରୀରକୁ |  ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଳାଭଟା ପଂଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି ୭୫ ବର୍ଷ । ଶନିବାର ସକାଳୁ ପୋଡ଼ା ଗନ୍ଧ ଆସୁଥିବା ଏବଂ ବୃଦ୍ଧା ଜଣକ ବାହାରକୁ ବାହରି ନଥିବା ଦେଖ୍ ଗ୍ରାମବାସୀମାନେ ଗୃହକୁ ପ୍ରବେଶ କରିଥିଲେ । ପ୍ରବେଶ କରିବା  ସମୟରେ କବାଟ ଭଙ୍ଗା  ଯାଇଥିଲା । ଏବଂ ସେ ଘର ମଧ୍ୟରେ ଯାହା ସମସ୍ତେ ଦେଖିଲେ ତାହା ସମସ୍ତଙ୍କୁ ହତ ଚକିତ କରିଦେଲା | ସେହି ବୃଦ୍ଧାଙ୍କ ପ୍ରାୟ ସଂପୂର୍ଣ ପୋଡ଼ା ମୃତ ଦେହ ଦେଖୁବାକୁ ମିଳିଥିଲା । ବୃଦ୍ଧାଙ୍କ ଆଣ୍ଠୁ ତଳ ଦୁଇ ଗୋଡ଼କୁ ଛାଡିଲେ । ଅନ୍ୟାନ୍ୟ ଶରୀର ସଂପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ଘଟଣା ସଂପର୍କରେ ଖବର ପାଇ ଆମ୍ବଦୋଳା ଆଇଆଇସି କଳ୍ପନା ବେହେରା ଘଟଣାସ୍ଥଳରେ ପହଂଚି – ତଦନ୍ତ ଆରମ୍ଭ କରିଥିଲା । ଘଟଣା ସଂପର୍କରେ ଖବର ପାଇ ମୁନିଗୁଡ ଆଇଆଇସି  ଦାମିନୀ ବେହେରା ଏବଂ ଏସଡିପିଓ ସନ୍ତୋଷିନୀ ଓରାମ ଘଟଣା ସ୍ଥଳରେ  ପହଞ୍ଚି ତଦନ୍ତ ଆରନଭ କରିଥିଲେ | ପ୍ରାଥମିକ ତଦନ୍ତ ରୁ ଜଣା ପଡିଥିଲାକି ବୃଦ୍ଧ ଙ୍କ ପାଖରେ ଥିବା ସୁନା ପାଇଁ ତାଙ୍କୁ ଏପରି ପୋଡ଼ି ମାରିଦେଲେ | ବୃଦ୍ଧାଙ୍କ ଘରଟି ସୁରକ୍ଷିତ ଅବସ୍ଥାରେ ରହିଥ‌ିବା ଏବଂ ଘରେ ଭିତରେ ବୃଦ୍ଧାଙ୍କ ପୋଡ଼ା ମୃତଦେହ ମିଳିବା ଘଟଣା ଏବଂ କବାଟ ଭଙ୍ଗାଯାଇଥିବା ଘଟଣାକୁ ଲକ୍ଷ କରି ସ୍ଥାନୀୟ ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଆଲୋଚନା ଆରମ୍ଭ କରିଦେଇଥିଲେ ।ଘଟଣାର ଗୁରୁତ୍ଵତା ଅନୁଭବ କରି ପୁଲିସ ସନ୍ଧାନୀ କୁକୁର ଏବଂ ସାଇଂଟଫିକ ଟିମକୁ ଡକାଇଥିଲା । ସାଇଂଟିଫିକ ଟିମ୍ ତଦନ୍ତ ବେଳେ ବୃଦ୍ଧାଙ୍କୁ ପ୍ରଥମେ ଗଳାକାଟିଥିବା ଏବଂ ପରେ ପ୍ରମାଣ ଲୁଚାଇବା ପାଇଁ ତାଙ୍କୁ ପୋଡ଼ି ଦେଇଥିବା ସନ୍ଦେହ ସୃଷ୍ଟି କରିଛି ।ରାୟଗଡା ଏସ ପି ଛୁଟିରେ ରହିଥ‌ିବାରୁ ରାୟଗଡା ଜିଲ୍ଲା ଅତିରିକ୍ତ ଦାୟିତ୍ଵରେ ଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଦେବକୋଣ୍ଡା ନାଗରାଜ ମଧ୍ୟ ଘଟଣାସ୍ଥଳକୁ ଆସି ତଦନ୍ତ କରିଥି ବା ଜଣାପଡିଛି ।ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ କାନ ଓ ନାକରେ ସୁନା ପିନ୍ଧିଥିଲେ ଏବଂ ଘରେ ସେ ଏକୁଟିଆ ରହୁଥିଲେ । ବୃଦ୍ଧାଙ୍କ ସୁନା ଲୁଟିବାପାଇଁ ଆସି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଥିବା ଜଣାପଡିଛି । ପୁଲିସ ବୃଦ୍ଧାଙ୍କ ଗୋଡ ଏବଂ ପାଉଁଶ ଉଦ୍ଧାର କରି ଶବ ବ୍ୟବଛେଦ ଏବଂ ଅଧିକା – ତଦନ୍ତ ପାଇଁ ଏଫ ଏମ ଟି ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ପୁଲିସ ଘଟଣାରେ ତଦନ୍ତ କରୁଛି ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମ ପ୍ରକାଶ କରିଛନ୍ତି । ବୃଦ୍ଧାଙ୍କ ପୁଅ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ କିଛି ଅର୍ଥ ପାଇଁ ଅଭିଯୁକ୍ତଯେଉଁ ବର୍ବରୋ ଚିତ୍ତ କାଣ୍ଡ ଘଟଇଛି  ତାହାର ଯେତେବେଳେ ଫର୍ଦାଫାଶ ହେବ ସେତେବେଳେ ତାର ପ୍ରକୃତ ସ୍ୱରୂପ କୁ ଲୋକେ ଦେଖି ପାରିବେ | ଏବଂ ଆଇନ ତାଙ୍କୁ କେବେବି କ୍ଷମା କରିବନି ବରଂ ସେ ଏପରି ସଜ୍ଜା ପାଇବ ଯାହା ସ୍ବପ୍ନ ରେ ମଧ୍ୟ ଭାବି ପାରି ନଥିବ |

News Comment

You Might Also Like

BACK TO TOP