Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ସୁନାଥର ଗ୍ରାମରେ ଆଧ୍ୟତ୍ମକ ନୈତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ||

20-Dec-2025

ସୁନାଥର ରେ ଆଧ୍ୟାତ୍ମିକ ନୈତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ,

      ଓଡିଶା ଜନ ମତ ବ୍ୟୁରୋ,

ସୁନାଥର ଗ୍ରାମ ଠାରେ ଥିବା ପରମାନନ୍ଦ ଶିଶୁ ଶିଶୁ ବିଦ୍ୟା  ମନ୍ଦିରରେ ଆଜି ଆଧ୍ୟାତ୍ମିକ ନୈତିକ ଶିକ୍ଷା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି Iପୁରୀ ଚିଦାନନ୍ଦ ଶାନ୍ତି ଆଶ୍ରମର ସ୍ବାମୀ ନିର୍ବିକଳ୍ପାନନ୍ଦ ସରସ୍ବତି ମହାରାଜ ଏଥିରେ ଯୋଗ ସାଗ ଦାନ କରି ଶିଶୁ ମାନଙ୍କ ପଗତି କରିବାକୁ ହେଲେ ନୈତିକ ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ ନିମନ୍ତେ ମାର୍ଗ ଦର୍ଶନଦେବା ସହିତ ଶିଶୁଟିଏ କିପରି ସତକଥା କହି ସତମାର୍ଗରେ ଅନୁପ୍ରାଣିତ ହେବ ଏବଂ ଯେତିକି ପାରିବ ଓଙ୍କାର ର ଉଚ୍ଚାରଣ ସହିତ ନିଜର ଇଷ୍ଟ ମନ୍ତ୍ର ଜପ ଓ ଭଗବାନଙ୍କ ସେବାରେ ପ୍ରତି ମୂହୁତ୍ତ ବିତାଇବା ସଙ୍ଗେ ସଙ୍ଗେ ପିତୃଦେବୋ ଭବ, ମାତୃ ଦେବୋ ଭବ ଓ ଅତିଥ୍ ଦେବୋ ଭବ ଏହି ବେଦ ମନ୍ତ୍ରର ଅର୍ଥକୁ ସରଳଭାଷାରେ ବୁଝାଇ ପିତା, ମାତା ଓ ଗୁରୁଜନଙ୍କୁ କିପରି ଭକ୍ତି ଓ ସମ୍ମାନ ପ୍ରଦାନ କରାଯିବ ସହ ଭଗବତ ବିଶ୍ବାସୀହେବା ନିମନ୍ତେ ମାର୍ଗ ଦର୍ଶନ ଦେଇଥିଲେ I ଶେଷରେ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବାଦଶ ଅଧ୍ୟାୟ ଭକ୍ତି ଯୋଗର 13 ଶ୍ଳୋକ ଠାରୁ 20 ଶ୍ଳୋକ ଗୀତା ଅଷ୍ଟ ଶ୍ଳୋକୀ ପ୍ରତିଦିନ ଅଭ୍ୟାସ କରିବା ନିମନ୍ତେ ବୁଝାଇଥିଲେ। ସର୍ବ ପ୍ରଥମେ ଦୀପ ପ୍ରଜ୍ଜଳନ ପରେ ଛାତ୍ରୀ ସୋମ୍ୟାରାଣୀ ପଟ୍ଟନାୟକ ପୂଜ୍ୟ ସ୍ବାମୀଜୀଙ୍କ ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ପିତାମ୍ବର ମହାଙ୍କୁଡ ପ୍ରଧାନ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ I ଶିଶୁମାନଙ୍କ ଦ୍ବାରା ଗୀତା ମାତାଙ୍କ ଭବ୍ୟ ଆଳତୀ ପରେଶ୍ରୀମତୀ ମୀରା ପ୍ରଧାନ ଆଚାର୍ଯ୍ୟା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସୁଶ୍ରୀ ଜ୍ୟୋତି ପ୍ରଧାନ, ସୁଶ୍ରୀ ବର୍ଷା ରାଣୀ ବେଜ, ଶ୍ରୀମତୀ ଗାୟତ୍ରୀ ନାହାକ, ଶ୍ରୀମତୀ ପ୍ରତିମା ନାହାକ ଓ ଶ୍ରୀଯୁକ୍ତ ପିତବାସ ବସନ୍ତିଆ ପ୍ରଭୃତି ଆଚାର୍ଯ୍ୟ/ ଆଚାର୍ଯ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

News Comment

You Might Also Like

BACK TO TOP