Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଅଟଳବିହାରୀ ବାଜପେୟୀ ଙ୍କ ସ୍ମୃତି ସମ୍ମିଳନୀ ବିଧାୟକ ଙ୍କ ଦ୍ୱାରା ଅନୁଷ୍ଠିତ |

27-Dec-2025

ଭୁତ ସରସିଙ୍ଗି ପଞ୍ଚାୟତ ରେ ଅଟଳ ସ୍ମୃତି ସମ୍ମିଳନୀ ବିଧାୟକ ଙ୍କ ଦ୍ୱାରା ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଳକ ଭୁତ ସରସିଙ୍ଗି ପଞ୍ଚାୟତ ରେ ସରପଞ୍ଚ ମନୋଜ ଦାଶ ଙ୍କ ସଂଯୋଜନା ରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀବାଜପେୟୀଜୀଙ୍କ  ଜନ୍ମ ଶତବାର୍ଷିକୀ ସ୍ମୃତି ସମ୍ମିଳନୀ  କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କଅଧକ୍ଷତା ରେ  ପାଳନକରା ଯାଇଛି| ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସ୍ତରୀୟ ନେତା,କର୍ମୀ, ମାନେ ଯୋଗ ଦେଇଥିଲେ | ଏହି ସ୍ମୃତି ସମ୍ମିଳନୀ ରେ ପୁରୁଷୋତ୍ତପୁର ବ୍ଳକ ପୂର୍ବତନ  ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, କବିସୂର୍ଯ୍ୟ ନଗର ପୂର୍ବତନ ବ୍ଳକ ଅଧକ୍ଷ ପିତାମ୍ବର ସେଠୀ, ବଡ଼ ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ, ପାଣ୍ଡିଆ ସରପଞ୍ଚ ପ୍ରତିନିଧି କୈଳାଶ ଚଦ୍ର ସେଠୀ, ସିଏଚ ନୂଆଙ୍ଗା ସମିତି ସଭ୍ୟ ଆଭା ପରିଡା, ଏବଂ ଅନ୍ୟନ୍ୟ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ଝାଡବାଇ ବିଜେପି ମଣ୍ଡଳ ସଭାପତି ଶ୍ରୀକାନ୍ତ କୁମାର ପଣ୍ଡା ଶିକୁଳା ର ଚନ୍ଦନନାୟକ, ହର ପ୍ରସାଦ ମିଶ୍ର, ମଞ୍ଚାସିନ ଥିଲେ | ଏହାସହ ମହିଳା ଗ୍ରୁପ ମାନେ ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ | ମଞ୍ଚାସିନ ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥ ଙ୍କ ପାଖରେ ଏବ ଅଟଳ ବିହାରୀ ବାଜପେୟୀ ଙ୍କଫୋଟ କୁ ପ୍ରଣିପାତ କରିଥିଲେ |  ସଭା ଆରମ୍ଭରେ ଅତିଥି ମାନେ ଏବଂ ଭୁତ ସରସିଙ୍ଗି ସରପଞ୍ଚ ଅଟଳବିହାରୀ ବାଜପେୟୀ ଙ୍କ ଜୀବନ ଧାରା ଓ  ପ୍ରଧାନମନ୍ତ୍ରୀ  ଥିବା ସମୟ ରେ ଜନ ସାଧାରଣ ଙ୍କ ଉର୍ନ୍ନତି ପାଇଁ ବହୁତ କାର୍ଯ୍ୟ କରି ଜନ ମାନସ ରେ ଏକ ଇତିହାସ ସୃଷ୍ଟି କରିଛନ୍ତି || ଗରିବ ଙ୍କ ନିମନ୍ତେ ଅନ୍ତୋର୍ଦୟ ଯୋଜନା, ମହିଳା ସ୍ୱୟଂ ସହାୟିକା ସଙ୍ଘ ଗଠନ, ବନ୍ୟା ବାତ୍ୟା ରୁ ରକ୍ଷା ପାଇଁ ଉତ୍ତମ ସ୍ଥାନ ରେ ବନ୍ୟା,ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ, ଜାତୀୟ ରାଜ ପଥ ରେ ଡବଲ ରୋଡ଼ ନିର୍ମାଣ, ପରି ଜନହିତକର କାର୍ଯ୍ୟ କରି ଭାରତ ରତ୍ନ ଉପାଧିରେ ଭୂଷିତ ହୋଇ ଥିଲେ |ବିଧାୟକ ପ୍ରତାପ ନାୟକ ମଧ୍ୟ ଅଟଳଜୀଙ୍କ ଜୀବନୀ ସମ୍ବନ୍ଧରେ ବକ୍ତବ୍ଯ ପ୍ରଦାନ କରିବା ସହ ତାଙ୍କର ଶ୍ରୁତି ଚାରଣ କରିଥିଲେ ଏବଂ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ  । ବିଧାୟକ ଅଟଲଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶ ସେବାରେ ନିଜକୁ ସମର୍ପଣ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ।

–

News Comment

You Might Also Like

BACK TO TOP