Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଚୋରି ଯାଇଥିବା ନିର୍ମାଣ ସାମଗ୍ରୀ କୁ ବାଲୁଙ୍ଗା ରୁ ଉଦ୍ଧାର କରି ଗିରଫ କଲା ଖଲ୍ଲିକୋଟ ପୋଲିସ |

03-Jan-2026

ଚୋରି ଯାଇଥିବା ନିର୍ମାଣ ସାମଗ୍ରୀ କୁ ବାଲୁଗାଁ ରୁ ଉଦ୍ଧାର କଲା ଖଲ୍ଲିକୋଟ ପୋଲିସ, ଚୋର ଗିରଫ,

ଓଡିଶା ଜନମତ ଖଲ୍ଲିକୋଟ, ମାଧବ ବେହେରା, 
ଖଲ୍ଲିକୋଟ  3/1 ଗତ ତିନି ମାସ ତଳେ ଖଲ୍ଲିକୋଟ ଥାନା ଓ ଭେଜିଫୁଟ ଫାଣ୍ଡି ଅଧୀନ ରେ ଥିବା ବାଗଲପୁର ଗ୍ରାମର ସନ୍ତୋଷ ସ୍ୱାଇଁ ଙ୍କ ପୁଅ ସୁଲୁ ସ୍ବାଇଁ ଗ୍ରାମ ରେ ଅନୁପସ୍ଥିତି ଥିବା ର ସୁଯୋଗ ନେଇ ତାଙ୍କ ଘରେ ଥିବା ବିଭିନ୍ନ ମୂଲ୍ୟବାନ ନିର୍ମାଣ ସାମଗ୍ରୀ ସବୁ ଚୋରି ହୋଇ ଯାଇଥିଲା |ତେବେ ସୁଲୁ ସ୍ୱାଇଁ ଗ୍ରାମକୁ ଫେରି ଜିନିଷ ନଥିବା ଦେଖି ଗତ ଡିସେମ୍ବର 28 ତାରିଖ ରେ ପ୍ରଥମେ ଭେଜିଫୁଟ ଫାଣ୍ଡି ରେ ଏ ନେଇ ଏକ ଲିଖିତ ଏତେଲା ଦେଇଥିଲେ |ଫଳରେ ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଏତେଲା କୁ ଗ୍ରହଣ କରିଥାନା କେସ ନମ୍ବର  1071 /25 ରେ ମକଦମା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ |କୌଣସି ସୂତ୍ର ରୁ ଖବର ପାଇଁ ଥାନା ଅଧିକାରୀ ରମେଶ ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଆସିକା ଥାନା ଅନ୍ତର୍ଗତ ଜଗନ୍ନାଥ ପଲ୍ଲୀ ଗ୍ରାମ ରେ ଥବା ପ୍ରକାଶ ନାଇଁକ ଙ୍କ ପୁଅ ପପୁ ନାଇଁକ ଉକ୍ତ ଚୋରି ଘଟଣା ରେ ଜଡିତ ରହି ଚୋରି ଜିନସ କୁ ବାଲୁଗାଁ ର ଏକ ଭଡା ଘରେ ରଖିଥିଲେ |ପୋଲିସ ପପୁ କୁ ଗିରଫ କରି ତ| ଠାରୁ ମିଳିଥିବା ତଥ୍ୟ କୁ ଆଧାର କରି ଚୋରି ଜିନିଷ ରଖିଥିବା ଭଡା ଗୃହ ରୁ କୋଠା ନିର୍ମାଣ ରେ ବ୍ୟବହୃତ ହେଉଥିବା ଚେମେଣ୍ଟ କଟିଙ୍ଗ କାଠ କଟିଙ୍ଗ ଓ ସମେତ ଛ ଗୋଟି ନିର୍ମାଣ ସାମଗ୍ରୀ କୁ ଉଦ୍ଧାର ଲାରି ଉକ୍ତ ଚୋରି ଜିନିଷ ର ମାଲିକ ଙ୍କୁ ପୋଲିସ ହସ୍ଥାନ୍ତର କରିଥିବା ଜଣାପଡିଛି |, ଚୋରି ଆସାମୀ ପପୁ କୁ କୋର୍ଟ ପଠାଇ ଥିବା ପୋଲିସ ସୂତ୍ର ରୁ ଜଣାପଡିଛି |

News Comment

You Might Also Like

BACK TO TOP