Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଏସ ଡ଼ି ପି ଦାନ କଲେ ଆଶିଷ, ସନ୍ତୋଷ ଓ ଦୀପକ, ବଞ୍ଚିଲା କେନ୍ସର ପୀଡିତ |

03-Jan-2026

ଏସ ଡ଼ି ପି ଦାନ କଲେ ଆଶିଷ, ଦୀପକ ଓ ସନ୍ତୋଷ,ବଞ୍ଚିଲା କେନ୍ସର ପୀଡ଼ିତ

ଓଡିଶା ଜନ ମତ, ସୂର୍ଯ୍ୟ ନାରାୟଣ ବଡୁ, କୋଦଳା -

ବର୍ତ୍ତମାନ ପରିସ୍ଥିତି ରେ କ୍ୟାନ୍ସର ରୋଗୀ ଙ୍କ ପାଇଁ ପ୍ଲେଟଲେଟ ବହୁଳ ପରିମାଣ ରେ ଆବଶ୍ୟକ ପଡୁଥାଏ, ଏଥିପାଇଁ ଏସ ଡ଼ି ପି  ଦାନ କରିବା ପାଇଁ ସ୍ବେଛାସେବୀ ଙ୍କ ଆବଶ୍ୟକତା ପଡିଥାଏ l ଗଞ୍ଜାମ ଜିଲ୍ଲାରେ ଏହି ସ୍ବେଛାସେବୀ ଙ୍କ ସଂଖ୍ୟା କମ ଦେଖାଯାଉଥିବା ବେଳେ,ଏହି ଜଟିଳ ପରିସ୍ଥିତି ରେ ଅଣ୍ଟା ଭିଡିଲେ ରକ୍ତଦାନ କ୍ଷେତ୍ର ରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜୀବନ ଧାରା ପରିବାର ର ଦୁଇ ଯୁବ ସ୍ବେଛାସେବୀ ଆଶିଷ କୁମାର ବାଗତି ଓ ଦୀପକ ପୋଲାଈ l  ଏହି ଦୁଇ ସ୍ବେଛାସେବୀ ଏସ ଡ଼ି ପି ଦେବା ପାଇଁ ଆଗ୍ରହ ପ୍ରକାଶ କରି ତା. 01/01/2026,ଗୁରୁବାର ନୂତନ ବର୍ଷ ର ପ୍ରାରମ୍ଭ ଦିନରେ ବ୍ରହ୍ମପୁର ରକ୍ତଭଣ୍ଡାର ରେ ପହଞ୍ଚି ଏସ ଡ଼ି ପି ଦାନ କରି ଗୁରୁତର ରୋଗୀ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି l ପୂର୍ବ ରୁ ମଧ୍ୟ ଏହି ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ପୋଲାଈ ଏକ ଜରୁରୀ ପରିସ୍ଥିତି ରେ ଏସ ଡ଼ି ପି ଦାନ କରି ଅନ୍ୟର ଜୀବନ ବଞ୍ଚାଇଛନ୍ତି

News Comment

You Might Also Like

BACK TO TOP