Breaking News

ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||     

ଯଂଜ୍ଞ ନାରାୟଣ ମଠର ମହନ୍ତ ଙ୍କ ଦେହାନ୍ତ |

27-Jan-2026

ତାରାତାରିଣୀ ମନ୍ଦିର ତଳ ଯଂଜ୍ଞ ନାରାୟଣ ମଠର ମହନ୍ତ ଙ୍କ ଅକାଳ ବିୟୋଗ, 

        ଓଡ଼ିଶା ଜନ ମତ ବ୍ୟୁରୋ,

ତାରାତାରିଣୀ ପୀଠତଳେ ଯଜ୍ଞନାରାୟଣ ମନ୍ଦିର ମଠାଧୀଶ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀକୃଷ୍ଣ ରାମାନୁଜ ଦାସଙ୍କ (କୈଳାଶ ମହାରାଜ )ଙ୍କ ଗତକାଲି ୭୩ବର୍ଷ ବୟସରେମାଘତିଳସପ୍ତମୀରେ ଏକ ବାଇକ ଦୁର୍ଘଟଣା ରେ ତାଙ୍କର ଅକାଳବିୟୋଗହୋଇଯାଇଛି। ସେ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି | ତାଙ୍କର ବହୁ ଲୋକ ଶେଷ ଦର୍ଶନ କରିଥିଲେ |  ସେଥୂପାଇଁ କବି ମଧୁସୂଦନ ରାଓ ଯଥାର୍ଥରେ ଲେଖୁଛନ୍ତି-(କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗଭୂମିତଳେ,ସର୍ବେ ନିଜନିଜ ଅଭି ନୟ ସାରି ବାହୁଡିବେ କାଳବଳେ) । ସେଆଜିଗଲେ ଆମେ ମଧ୍ୟ କାଲିକି ଯିବା |  ଯଜ୍ଞନାରାୟଣସସ୍କୃତ ବିଦ୍ୟାଳୟରେ  ଦୀର୍ଘ ୩୦ବର୍ଷ ଶିକ୍ଷକତା କରିଥିଲେ । ସେ ଜଣେ ସାହାସୀ ସଦାଚାରୀ, ମିତଭାଷୀ ପରୋପକାରୀ ଅନୁଷ୍ଠାନ ପ୍ରିୟ ଓ ଧର୍ମପରା-ୟଣ ବ୍ୟକ୍ତିଥିଲେ । ଯଜ୍ଞ ନାରାୟଣ ସଂସ୍କୃତ ବିଦ୍ୟାଳୟକୁ ବଞ୍ଚାଇ ରଖୁବାରେ ତାଙ୍କର ଅଧୂକ ଅବଦାନ ଥିଲା । ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି କାମନାକରିବା ସହ ତାଙ୍କ ଆତ୍ମୀୟଜନଙ୍କୁ ଧୈର୍ଯ୍ୟବନ୍ଧ କରିବାପାଇଁ ସମସ୍ତେ ଯଜ୍ଞନାରାୟଣ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛନ୍ତି  ।

News Comment

You Might Also Like

BACK TO TOP