Breaking News

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||      ଖଲ୍ଲିକୋଟ ରେ ବିଜେପି ର 47 ତମ ସ୍ଥାପନ ଦିବସ ପାଳିତ |    (06-Apr-2026)       ||      ଖୋର୍ଦ୍ଧା ବ୍ଳକ ପକ୍ଷରୁ ଜରିପୁଟ ହନୁମାନ ମନ୍ଦିର ପରିସରରେ ଓଡ଼ିଆ ପକ୍ଷ ପାଳନ , ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଷଷ୍ଟ ଦିନରେ ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ବିଜେପିର 47 ତମ ସ୍ଥାପନା ଦିବସ ପାଳିତ ||   (06-Apr-2026)       ||      ପୋଲସରା ଠାରେ ବିଜେପିର 47ତମ ପ୍ରତିଷ୍ଠା ଦିବସ ରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ |    (06-Apr-2026)       ||      ବୋମା ବିସ୍ପୋରଣ ରେ ଦୁଇ ନାବାଳକ ଗୁରୁତର |    (06-Apr-2026)       ||      ତାରା ତାରିଣୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ 2ୟ ମୁଖ୍ୟ ସଚିବ ଶଶୀ କାନ୍ତ ଦାଶ |    (05-Apr-2026)       ||      ବାଇକ ଦୁର୍ଘଟଣା ରେ ତଳେ ପଡ଼ିଥିବା ମହିଳା ଙ୍କ ଉପରେ ମାଡିଗଲା ଟ୍ରକ |    (05-Apr-2026)       ||      ଘୁମୁସର ର ସ୍ୱର ର 160 ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ |    (05-Apr-2026)       ||      ପିଏମ ଶ୍ରୀ ଅନଶ୍ଲୋ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଖଡ଼ି ଛୁଆଁ ପ୍ରବେଶ ଉତ୍ସବ ଅନୁଷ୍ଠିତ |   (05-Apr-2026)       ||      ବାଲିଗୁଡା ଠାରେ ତେରଦଣ୍ଡ ମିଳନ ରେ କଳା ରୁଦ୍ରମଣୀ ଙ୍କୁ ଭଜ ହେ ଧ୍ଵନିରେ କମ୍ପିଲା ସମଗ୍ର ଅଞ୍ଚଳ |    (05-Apr-2026)       ||      ବାଘଛାଲ ବିକ୍ରି ଅଭିଯୋଗ ରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କଲା ବନ ବିଭାଗ | |    (05-Apr-2026)       ||      ଅବକାରୀଗୋଇନ୍ଦା ବିଭାଗ ର ଚଢ଼ାଉ ବିପୁଳ ପରିମାଣ ର ଗଞ୍ଜେଇ ସହ ଏକ କାର ଜବତ |    (05-Apr-2026)       ||      କୋଦଳା ଥାନା ସାତନଳ ଛକରେ ଅଜଣା ଗାଡିଧକ୍କା ରେ ବାପା ମୃତ ପୁଅ ଗୁରୁତର ଏମ କେ ସିଜି ରେ ଭର୍ତ୍ତି |    (05-Apr-2026)       ||     

ଗୁଣି ସନ୍ଦେହ ରେ ବୃଦ୍ଧ ଙ୍କୁ ମାଡ଼ ମାରି ଲେ ଗାଁ ଲୋକେ, 10 ଜଣ ଗିରଫ |

09-Mar-2026

ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ,

ଓଡିଶା ଜନ ମତ , ବ୍ରହ୍ମପୁର, କୈଳାଶ ଚନ୍ଦ୍ର  ଚୌଧୁରୀ, 

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ  ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ପଞ୍ଚାୟତ ବେଲପୁଞ୍ଜି ଗ୍ରାମରେ  ଚଢ଼ିଆପଲ୍ଲୀ ଢେପ ସାହିର ଗୋପାଳକୃଷ୍ଣ ସେଠୀ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିର ନିକଟରେ ଏକ ଶାଢ଼ୀ ପିନ୍ଧି ଫୁଲମାଳ ଗଳାଇ ଗୋଟିଏ ଖପୁରୀ ଧରି ପୂଜାଚନା କରୁଥିଲେ । ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଏ ବିଷୟରେ ପଚାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ୨୦/୩୦ ଜଣ ଗ୍ରାମବାସୀ ମାନେ ଗୋପାଳକୃଷ୍ଣଙ୍କ ହାତ ବାନ୍ଧି ପକାଇ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ଗୋପାଳକୃଷ୍ଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି ।ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତଙ୍କ ପୁଅ ଜ୍ୟୋତିର୍ମୟ ସେଠୀଙ୍କ ଲିଖିତ ଅଭିଯୋଗ ଆଧାରରେ ବେଲଗୁଣ୍ଠା ଥାନା କେସ୍ ନଂ ୮୯/୨୫ ମୂଳେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨), ୧୧୫(୨),୧୧୭/୧୦୯(୧),୩୫୧(୨),୧୯୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଜି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଲି ସ୍ୱାଇଁ, ବୈଦ୍ୟନାଥ ପ୍ରଧାନ, ସନ୍ତୋଷ ବିଶୋଇ, ବାଦଲ ବିଶୋଇ, ମରାଠି ସ୍ୱାଇଁ,ରାମ କୃଷ୍ଣ ସ୍ୱାଇଁ, ପ୍ରଦୀପ ସ୍ୱାଇଁ,ନୀଳାଞ୍ଚଳ ପ୍ରଧାନ,ଶିବରାମ ବିଶୋଇ ଏବଂ ରଞ୍ଜନ ବିଶୋଇ ।ଘଟଣାସ୍ଥଳରୁ ପୋଲିସ ଦୁଇଟି ବାଉଁଶ ବାଡ଼ି ଏବଂ ଗୋଟିଏ ରଶି ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

News Comment

You Might Also Like

BACK TO TOP