Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ଶିଳ୍ପାଞ୍ଚଳ ଥାନା ଜଟଣୀ ବିଏସ ଏଫ କ୍ୟାମ୍ପ ନିକଟ ଭଡା ଘରୁ 850 କଫ ସିରଫ ଜବତ, 4ଗିରଫ

20-Mar-2026

ଶିଳ୍ପାଞ୍ଚଳ ଥାନା ମୋଦି ପଡିଆ ଜଟଣୀ ବିଏସଏଫ କ୍ୟାମ୍ପ ନିକଟ ଭଡା ଘରୁ 850 ଟି  କଫ ସିରଫ ଜବତ ::: 4 ଗିରଫ 
------------------------------------------
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ:---

ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସକୁ ଏକ ବଡ ସଫଳତା ମିଳିଛି l  ଏ ନେଇ 850 ବଟଲ କଫ ସିରଫ ଜବତ ସହିତ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଶିଳ୍ପାଞ୍ଚଳ ପୋଲିସ l ମୋଦି ପଡିଆ ନିକଟରେ ବେଆଇନି କଫ ସିରଫ ବେପାର ଚାଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅଧିକାରୀ ଉମେଶ କୁମାର ସାହୁ ଏସପି ବିବେକାନନ୍ଦ ଶର୍ମା ଓ ଖୋର୍ଦ୍ଧା ଏସଡ଼ିପିଓ ନିହାର ରଞ୍ଜନ ପ୍ରଧାନ ଙ୍କ  ଦୃଷ୍ଟିକୁ ଆଣିଥିଲେ l ପରେ ଏସପି ନିର୍ଦେଶ କ୍ରମେ  ଶିଳ୍ପାଞ୍ଚଳ ଥାନା ଅଧିକାରୀ ଉମେଶ କୁମାର ସାହୁ ଙ୍କ ନେତୃତରେ ଏକ ଟିମ ଗଠନ କରାଯାଇ ଖୋର୍ଦ୍ଧା ରୁ ଜଟଣୀ ଯିବା ରାସ୍ତା ମୋଦି ପଡିଆ ନିକଟ ବିଏସଏଫ କ୍ୟାମ୍ପ ପାଖରେ ଥିବା ଏକ ଭଡା ଘର ଉପରେ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉ ସମୟରେ 850 ବଟଲ କଫ ସିରଫ ଯାହାର ଆନୁମାନିକ ମୂଲ୍ୟ 3 ଲକ୍ଷ 50 ହଜାର ହେବ ଜବତ ସହିତ ନଗଦ ଏକ ଲକ୍ଷ ସତେଇସି ହଜାର ଏକ ଶହ ଟଙ୍କା, ତିନଟି ଚାରି ଚକିଆ ,,୩ ଟି ୨ ଚକିଆ ଗାଡି ସହିତ,5 ଟି ମୋବାଇଲ ଜବତ ସହିତ ଏଥିରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଏହି ବେଆଇନି ବେପାରରେ ଅନ୍ୟ ରାଜ୍ୟ ତଥା ଉତ୍ତରପ୍ରଦେଶ ନୋଏଡା ଓ ଦିଲ୍ଲୀ ର କିଛି ସାମିଲ ଥିବା ବେଳେ 4 ଜଣ ଅଭିଯୁକ୍ତ ଙ୍କ ସହିତ ସ୍ଥାନୀୟ ଅଞ୍ଚଳ ର କେଉଁ ମାନେ ସାମିଲ ଅଛନ୍ତି ତାହା ଉପରେ ତଦନ୍ତ ଜାରି ରହିଛି ଓ ଖୋର୍ଦ୍ଧା ଅଞ୍ଚଳ ରୁ ବେଆଇନି କଫ ସିରଫ   କୁ ବନ୍ଦ ପାଇଁ ଏକ ଟିକ ଗଠନ ହୋଇ ସ୍ୱତନ୍ତ୍ର ଦୃଷ୍ଟି ରଖା ଯାଇଛି ବୋଲି  ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି l ଏହି ବଡ଼ ଧରଣ ର ଚଢ଼ାଉ ରେ ଶିଳ୍ପାଞ୍ଚଳ ଥାନାର ସବଇନ୍ସପେକ୍ଟର ଅଶୋକ ମହାନ୍ତି, ଏଏସଆଇ ବି. ସ୍ୱାଇଁ, ହାବିଲଦାର ବିକେ ପ୍ରତାପସିଂ, କନଷ୍ଟେବଳ ଏମଡି ଇମ୍ରାନ ବାଇଗ, ଏମ. ଆର ପ୍ରଧାନ, ଓଏପିଏଫ ବିଜୟ କଂହର, ବାମନ ସଉନ୍ତ, ପ୍ରମୁଖ ସାମିଲ ଥିଲା ବେଳେ ଆଜିର ସାମ୍ବାଦିକ ସମ୍ମିଳନୀ ରେ ଏସପି ବିବେକାନନ୍ଦ ଶର୍ମା ଙ୍କ ସହିତ ଏସ୍ଡଡିପିଓ ନିହାର ରଞ୍ଜନ ପ୍ରଧାନ, ଶିଳ୍ପାଞ୍ଚଳ ଥାନା ଅଧିକାରୀ ଉମେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଶିଳ୍ପାଞ୍ଚଳ ପୋଲିସ ପକ୍ଷରୁ କେଶ ନମ୍ବର -74 ତା -19/3/2026 ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି l

News Comment

You Might Also Like

BACK TO TOP