Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଖଲ୍ଲିକୋଟ ର ପୂର୍ବତନ ବିଧାୟିକା ଙ୍କ ସ୍ୱାମୀଙ୍କୁ ପଳାତକ ଘୋଷଣା କଲା କୋଦଳା ପୋଲିସ |

25-Mar-2026

ଖଲ୍ଲିକୋଟ ପୂର୍ବତନ  ବିଧାୟକ ଙ୍କ ସ୍ୱାମୀ ଙ୍କ ନାମରେ  ପଳାତକ ନୋଟିସ ଲଗାଇଲା କୋଦଳା ପୋଲିସ, 

ଓଡିଶା  ଜନ ମତ, ବେଗୁନିଆପଡା, ସୂର୍ଯ୍ୟ ନାରାୟଣ ବଡୁ:--

ଖଲ୍ଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ ତଥା ଖଲ୍ଲିକୋଟ ବ୍ଲକ ପୂର୍ବତନ ଅଧକ୍ଷ ଦୈତାରୀ ବେହେରାଙ୍କ କେଶପୁର ସ୍ଥିତ ଘର ଆଗରେ ପଳାତକ ନୋଟିସ ଲଗାଇଲା  କୋଦଳା ପୋଲିସ।ଏହା ସହିତ କୋର୍ଟରେ ହାଜର ହେବା ପାଇଁ ୩୦ ଦିନର ମହଲତ ଦେଇଛି ପୋଲିସ। ଗତ ୨୦୨୩ ମସିହାରେ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଏକ ସନ୍ଧ୍ୟାରେ ଭୋଜି ଚାଲିଥିବା ବେଳେ ଜଣେ ଯୁବକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦୈତାରୀ ବେହେରାଙ୍କ ନାମରେ ୪୭୩/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ପରେ ଦୈତାରୀ ଙ୍କ ନାମରେ ଖଲ୍ଲିକୋଟ ଜେ ଏମ ଏଫ ସି ଙ୍କ ପକ୍ଷରୁ  ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ସହ ମାନ୍ୟବର ଅଦାଲତଙ୍କ ଭାରତୀୟ କାର୍ଯ୍ୟ ଵିଧି ଧାରା ୮୨ ଅନୁସାରେ ଦୈତାରୀଙ୍କ ଘର ଆଗରେ ପଳାତକ ନୋଟିସ ଲଟକା ଯିବା ସହ ଆସନ୍ତା ୩୦ ଦିନ ଭିତରେ ଆତ୍ମ ସମର୍ପଣ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋଦଳା ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ଗତ ୨୮/୦୯/୨୦୨୩ ମସିହାରେ କୋଦଳା ଥାନା ଦାନପୁର ଗ୍ରାମରେ ଗଣେଶ ପୂଜା ଭୋଜି ଖାଇବା ସମୟରେ ସଂଘବଧ ଆକ୍ରମଣ ରେ ଆସିକା ର ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ଙ୍କୁ ହତ୍ୟା କରାଯାଇଥିଲା । ଗଣେଶ ପୂଜା ଭୋଜି ଖାଇବାକୁ ଗାଁ ମଝିରେ ବସିଥିବା ବେଳେ ଠେଙ୍ଗା, ଲୁହା ରଡ ଓ ଛୁରୀରେ ସଂଘବଦ୍ଧ ଆକ୍ରମଣ ସହିତ ମୁଣ୍ଡକୁ ଇଟା ରେ ଛେଚି ଆସିକା ବରଗାଁର ସୁନୀଲ ନାହାକଙ୍କୁ ହତ୍ୟା କରାଯାଇଥିଲା । କୋଦଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରିଥିଲା। ଘଟଣା ପରେ ହତ୍ୟାକାରୀ ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ଦୈତାରୀଙ୍କ ନାମରେ ଏତଲା ଦିଆଯାଇଥିଲା।

News Comment

You Might Also Like

BACK TO TOP