Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଚିନୁ ଆଚାରୀ ଙ୍କ ଜନ୍ମ ଦିନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ||

24-May-2026

ସମାଜ ସେଵୀ ଚିନୁ ଆଚାରୀ ଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ଅନୁଷ୍ଠିତ,

ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେଅନୁଷ୍ଠିତହୋଇଯାଇଛି ଏକ ରକ୍ତ ଦାନ ଶିବିରଯୁବନେତାତଥା ସମାଜସେବୀ ଚିନୁଆଚାରୀ ଙ୍କ ଜନ୍ମଦିନ ଅବସର ରେ ଏକମହତ ପୁଣ୍ୟ ଉଦ୍ଦେଶ୍ୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତହୋଇଯାଇଅଛି| ରକ୍ତଦାନସାଙ୍ଗକୁରଙ୍ଗାରଙ୍ଗ 

କାର୍ଯ୍ୟ କ୍ରମଅନୁଷ୍ଠିତହୋଇଥିଲା। ଓଡ଼ିଆ ଚଳଚିତ୍ର ର ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହି ଖରା ଦିନ ରେ ରକ୍ତ ର ମହତ୍ଵ ପାଇଁ ଯୁବ ପିଢ଼ି କୁଉତ୍ସାହିତକରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୋଟ ୯୦ ୟୁନିଟ୍ ରକ୍ତସଂଗ୍ରହକରାଯାଇଛି|

ଏନଏ ସି  ର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର, ବିଜେପି ଏମପି ବ୍ଳକ ପ୍ରତିନିଧି ଅନିଲ କୁମାର ପଣ୍ଡା, ବ୍ଲଡ଼ ବେଙ୍କର ମୁଖ୍ୟ ସୁଶାନ୍ତ ପାଣିଗ୍ରାହୀ, ଚଳଚିତ୍ର ନିର୍ଦ୍ଦେଶକବିଜୟ ମହାପାତ୍ର, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନ ସିଲରଭାସ୍କର

ବେହେରା,କାଉନସିଲରପ୍ରତିନିଧି ବିଶ୍ୱଭୂଷଣମହାପାତ୍ର,ସ୍ଥାନୀୟ

ତହସିଲଦାର ବିନୋଦ କୁମାର ବେହେରା, ସ୍ଥାନୀୟ ଥାନା ଅଧି

କାରୀଶ୍ରୀକୁଳମଣିସେଠୀବିଜେପି

କାର୍ଯ୍ୟକାରୀଣୀ ସଦସ୍ୟ  ସୀତା

ରାମ ପାଣଗ୍ରାହୀ,ବରିଷ୍ଠ ଓକିଲ ଦେବ ମହାପାତ୍ର,ବରିଷ୍ଠ ଶିକ୍ଷା

ବିତ୍ ଏ.ରାଜୁ ଗୋପାଳ ରାଓ, ତାରାତାରିଣୀ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ, ଓ ସମସ୍ତ ଯୁବପିଢ଼ି ଉପସ୍ଥିତ ରହି

ଥିଲେ। ରକ୍ତ ଦାନ ଶିବିର ରେ ଚିନୁ ଭାଇ ଫେନ୍ କ୍ଲବ ର ଯୁବ

ପିଢିସହାୟତାସହଯୋଗ କରି

ଥିଲେ।ଏହି ଅବସରରେ ବହୁ, ବଦାନ୍ୟବ୍ୟକ୍ତିବିଶେଷ,ସମାଜସେବୀ, ଯୁବକ ଓ ଅତିଥିମାନେ ଯୋଗଦେଇ ରକ୍ତଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ଅତିଥିମାନଙ୍କୁସମ୍ମାନିତକରା

ଯାଇଥିବା ବେଳେ ସମାଜସେବା ପ୍ରତି ସମସ୍ତଙ୍କ ଆଗ୍ରହ ଓ ସହ

ଯୋଗ ପ୍ରଶଂସନୀୟ ଥିଲା। ଶେଷରେ ଭୂମିକା ଙ୍କ ଗୀତର ତାଳେ, ତାଳେ, ଉପସ୍ଥିତ ଯୁବକ ମାନେନୃତ୍ୟ ପ୍ରଦର୍ଶନକରିଥିଲେ |  ଅଭିନେତ୍ରୀଭୂମିକାଦାଶ,ଗଞ୍ଜାମ ସହିତ ପୁରୁଷୋତ୍ତମପୁର ର ଏହି କଳା ରେ ଭରପୁରଯୁବକମାନଙ୍କ କଳା ପ୍ରଦର୍ଶନ କୁ ଦେଖି ବହୁତ ଖୁସି ହୋଇଥିଲେ |

News Comment

You Might Also Like

BACK TO TOP