Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ମୋହନ ଭାଗବତ ଙ୍କ ବାର୍ତ୍ତା , ଛାତ୍ର ଙ୍କୁ ଆଦେଶ ନୁହଁ ଆଲୋଚନା କର |

25-Jul-2026

ଆର ଏସ ଏସ ର ମୁଖ୍ୟ ମୋହନ ଭାଗବତ ଙ୍କ ବାର୍ତ୍ତା ଛାତ୍ରଙ୍କୁ ଆଦେଶ ନୁହେଁ, ଆଲୋଚନା ଦରକାର |

ଓଡିଶା ଜନ ମତ ବ୍ୟୁରୋ,

 ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ  ନିଟ ପେପର ଲିକ ନେଇ  ଛାତ୍ରଙ୍କ ପ୍ରତିବାଦ ଜାରି ରହିଥିବା ବେଳେ, ଆଜି ଆରଏସଏସ ପ୍ରମୁଖ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ।
ସେ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ଆଦେଶ ନୁହେଁ, ବରଂ ଆଲୋଚନା ଓ ବୁଝାଇବାର ଆବଶ୍ୟକତା ରହିଛି । `ବିଶ୍ୱ ମଙ୍ଗଲ୍ୟ ସଭା` କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଛନ୍ତି, ଆଜିର ଯୁବପିଢ଼ି ପୂର୍ବ ପିଢ଼ି ଭଳି କେବଳ ଆଦେଶ ମାନୁନାହାନ୍ତି । ସେମାନେ ପ୍ରଶ୍ନ କରୁଛନ୍ତି ଏବଂ ପ୍ରତ୍ୟେକ କଥାର କାରଣ ଜାଣିବାକୁ ଚାହୁଁଛନ୍ତି । ମୋହନ ଭାଗବତ କହିଛନ୍ତି, ଯୁବପିଢ଼ିଙ୍କ ସହ ସମୟ ବିତାଇବା, ସ୍ନେହ ଦେବା ଏବଂ ସେମାନଙ୍କ ସହ ଖୋଲାଖୋଲି କଥା ହେବା ଦରକାର । ସେ କହିଛନ୍ତି, "ଆଦେଶ ନୁହେଁ, ଆଲୋଚନା ଦରକାର । ନିର୍ଦ୍ଦେଶ ନୁହେଁ, ସହମତି ଗଢ଼ିବା ଦରକାର।" ଯଦିଓ ସେ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ପ୍ରତିବାଦର ସିଧାସଳଖ ଉଲ୍ଲେଖ କରିନଥିଲେ, ତାଙ୍କ ମନ୍ତବ୍ୟକୁ ବର୍ତ୍ତମାନ ପରିସ୍ଥିତି ସହ ଯୋଡ଼ି ଦେଖାଯାଉଛି ।ଅନ୍ୟପଟେ, ନିଟ୍-ୟୁଜି ପେପର ଲିକ୍ ଘଟଣାକୁ ନେଇକେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଶିକ୍ଷା ବିଭାଗ  ରୁ ଇସ୍ତଫା  ଦେଇଛନ୍ତି  । ଏହାରି ମଧ୍ୟରେ ବରିଷ୍ଠ ଆରଏସଏସ ନେତା ଇନ୍ଦ୍ରେଶ କୁମାର ଅଭିଯୋଗ କରିଛନ୍ତି ଯେ, ଏହି ପ୍ରତିବାଦ ପଛରେ ଦେଶ ଓ ବିଦେଶର କିଛି ଶକ୍ତି କାମ କରୁଛନ୍ତି |

News Comment

You Might Also Like

BACK TO TOP