Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ମହାମହିମ ରାଷ୍ଟ୍ରପତି ଙ୍କ ଟ୍ରେନ ଯାତ୍ରା ବେଳେ ଅଞ୍ଚଳ ବାସୀ ବହୁତ ଖୁସି |

04-Aug-2026

*ମହାମହିମ ରାଷ୍ଟ୍ରପତିଙ୍କ ଟ୍ରେନ୍ ରେ ଗସ୍ତବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲା ।।*

ଛତ୍ରପୁର, ତା.୪ / ୮ (କେ.ସତ୍ୟନାରାୟଣ ରେଡ୍ଡୀ, ଓଡ଼ିଶା ଜନମତ ଖବର)
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ସ୍ୱତନ୍ତ୍ର ଟ୍ରେନ୍ ରେ ଯାତ୍ରା କରୁଥିବା ବେଳେ ସମଗ୍ର ଗଞ୍ଜାମ ବାସୀ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା । ତାଙ୍କରି ଗସ୍ତବେଳେ ପ୍ରମୁଖ ରେଳ ଷ୍ଟେସନ ଓ ରେଳ ଲାଇନ ଫାଟକ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କଡାକଡି କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଜୁଡିସିଏନ୍ ଅଧୀନରେ ଖଲ୍ଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ ଓ ଛତ୍ରପୁର କୋର୍ଟ ହାଲ୍ଟ ଏବଂ ଛତ୍ରପୁର ମୁଖ୍ୟରେଳ ଷ୍ଟେସନ୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଛତ୍ରପୁର ମୁଖ୍ୟରେଳ ଷ୍ଟେସନ୍ ନିକଟରେ ଛତ୍ରପୁର ଫାୟାର ବ୍ରିଗେଡିୟର ଙ୍କ ବ୍ୟବସ୍ଥାପନା ଖୁବ୍ ନିଆରା ଭାବେ ପ୍ରଶଂସନୀୟ ଥିଲା ବୋଲି କୁହାଯାଏ । ଏହି ସମସ୍ତ ରେଳ ଷ୍ଟେସନ ମାନଙ୍କରେ ରେଳ ସୁରକ୍ଷା ବଳ, ଜିଆରପି, ଆର.ପି.ଏଫ୍. ଓଡ଼ିଶା ପୋଲିସ ଫୋର୍ସ, ଫାୟାର ବ୍ରିଗେଡିୟର, ରେଳବାଇ କମର୍ସିଆଲ୍ ଡିପାର୍ଟମେଣ୍ଟ ପକ୍ଷରୁ ଟି.ଟି. ରେଳ ଷ୍ଟେସନ୍ ସୁପରିଟେଣ୍ଡଣ୍ଟ, ସହକାରୀ ଷ୍ଟେସନ୍ ସୁପରିଟେଣ୍ଡଣ୍ଟ, ଷ୍ଟେସନ୍ ମାଷ୍ଟର୍ ପ୍ରମୁଖଙ୍କ ସକ୍ରୀୟ ଉପସ୍ଥିତି ସାଂଗକୁ ପ୍ରମୁଖ ଙ୍କ ତଦାରଖରେ ଯଥେଷ୍ଟ ପରିମାଣରେ ସଭିଁଏ ଦାୟିତ୍ୱ ନିର୍ବାହ କରିଆସିଥିଲେ । ଟ୍ରେନ୍ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତିଙ୍କ ଯାତ୍ରା ଖୁବ୍ ସୁରୁଖରେ ସମ୍ପନ୍ନ ହୋଇଥିଲା ବୋଲି ପ୍ରଶାସନିକସ୍ତରରେ କୁହାଯାଇଛି ।।

News Comment

You Might Also Like

BACK TO TOP