Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |

08-Aug-2026

ଖଲ୍ଲିକୋଟ : ନବମ ଶ୍ରେଣୀ ଛାତ୍ରୀ କୋମଳ    ନାୟକ ଇଂରାଜୀ ରେ ରଚନା କଲେ ତିନି ଗୋଟି ମାନବ ଧର୍ମୀ ପୁସ୍ତକ | ( ଓଡିଶା ଜନମତ ) ଖଲ୍ଲିକୋଟ ରୁ ମାଧବ ବେହେରା 
ଖଲ୍ଲିକୋଟ :7/8 ଖଲ୍ଲିକୋଟ ସହର ର କେ ସି ପବ୍ଲକ ସ୍କୁଲ ରେ ନବମ ଶ୍ରେଣୀ ରେ ପାଠ ପଢ଼ୁଥିବା   କୋମଳ ନାୟକ ନାମ୍ନୀ ଜଣେ ଛାତ୍ରୀ ମାତ୍ର 14 ବର୍ଷ ବୟସ ରେ ଆମ ଜନ  କମ୍ପାନୀ ଦ୍ୱାରା ପ୍ରକାଶିତ ଇଂରାଣୀ ଭାଷା ରେ  ରଚନା କରିଥିବା ତିନି ଖଣ୍ଡ ପୁସ୍ତକ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପଟିଛି | କୋମଳ ତାଂକ କୁନି କଲାମ ରେ ରାଶି ରାଶି ଶକ୍ତିଶାଳୀ ଓ ମାନବ ଧର୍ମୀ କୁ ନେଇ 165 
ପୃଷ୍ଠା ସମ୍ବଳିତ ପ୍ରଥମ ଖଣ୍ଡ ଇଂରାଜୀ ପୁସ୍ତଜ "ଫେସେସ without name " ରେ କଞ୍ଚା ଓ ପକୃତ ଭାବାବେଗ ଓ ତାଂକ ଚାରିପଟେ ଘୁରି ବୁଲୁଥିବା ଅଦେଖା ମୁଁହ ଗୁଡିକୁ ନେଇ ବିଭିନ୍ନ ଗଳ୍ପ କୁ ଶବ୍ଧ ର କୁହୁକ ରେ ରୂପ ଦେଇଛନ୍ତି |ଯାହାକି ଗଳ୍ପ ରେ ପର୍ଯ୍ୟବେଷିଷ  ପୁସ୍ତକ  ଟି କୋମଳ ଓ ଅନ୍ୟାନ୍ୟ ସହଯୋଗୀ ଲେଖକ unposted letter to father ରେ ଭଲ ପାଇବା ର ହୃଦୟସ୍ପର୍ଶୀ ସ୍ମୃତି ଗୁଡିକୁ ଯାହାକି ବାପା ଆଗରେ ପ୍ରକାଶ କରିବା ଅବ୍ୟକ୍ତ ସେହି ସବୁକୁ ରୋମନ୍ଥନ କରିବା ର ରୂପକଳ୍ପ  ଗୁଡିକୁ ଅଧର କରି ଏକ ସାବଲୀଳ ଭାବେ ମନମୁଗ୍ଧକର ରଚନା କରିଛନ୍ତି | ତୃତୀୟ ପୁସ୍ତକ charector building through moral values, ଟି  କୋମଳ ଓ ଅନ୍ୟ ସହଯୋଗୀ ଲେଖକ ମାନଙ୍କ ଦ୍ୱାରା ସଂକଳିତ ଇଂରାଜୀ ମାଧ୍ୟମ ରେ ଚରିତ୍ର ମାଧ୍ୟମ ରେ ମଣିଷ ବ୍ୟକ୍ତିତ୍ୱ ର ମୂଲ୍ୟ ଗୁଣବତ୍ତା ସମ୍ପନ୍ନ ପୃଥିବୀ କୁ ଉଦବୃଧ କରିବା ପାଇଁ ତାଂକ ଆଲେଖ୍ୟ ରେ ରଚନା କରିଥିବା ପ୍ରକାଶ |କମଳ ଙ୍କ ମା ପୁଷ୍ପରାଣୀ  ବିଶ୍ୱାଳ ପ୍ରଚଣ୍ଡ ପ୍ରେରଣା ଓ ବାପା ଶଙ୍କର୍ଷଣ ନାୟକ ପୁସ୍ତକ ଗୁଡିକ ରଚନା କରିବା ତାଙ୍କୁ ଆଗକୁ ନେବାରେ ସାହାଯ୍ୟ କରିବା ସହ ତାଙ୍କର ଇଂରାଜୀ ରଚନା ପୁସ୍ତକ ଗୁଡିକୁ ଆନ୍ତର୍ଜାତିଜ ସ୍ୱୀକୃତି ମଧ୍ୟ ମିଳିଛି ବୋଲି କମଳ ପ୍ରକାଶ କରି ଇଂରାଜୀ ମାଧ୍ୟମ ରେ ପାଠ ପଢିବା ସହ ଏହି ସବୁ ରଚନା ପାଇଁ ପାଠ ପଢ଼ା ରୁ ସମୟ ବାହାର କରି ଦିନକୁ ତିନିଘଣ୍ଟା ପରିଶ୍ରମ କରନ୍ତି |ଏହିଭଳି ସାରସ୍ୱତ ସାଧନା ଜାରି ରଖିବା ସହ ଭବିଷ୍ୟତ ରେ ଜଣେ ଆଇ ଏଁ ଏସ ହୋଇ ତଳସ୍ତର ର ଗରିବ ଲୋକଙ୍କ ସେବା କରିବା ପାଇଁ ମନସ୍ତ କରିଥିବା କମଳ ପ୍ରକାଶ କରିଛନ୍ତି | ଖଲ୍ଲିକୋଟ ସ୍ଥିତ କେ ସି  ପବ୍ଲିକ ସ୍କୁଲ ରେ ନବମ ଶ୍ରେଣୀ ଛାତ୍ରୀ ଭାବେ ପଢ଼ୁଥିବା 14 ବର୍ଷୀୟ ନାବାଳିକା ଇଂରାଜୀ  ଭାଷା ଉପରେ ଏଭଳି ଜ୍ଞାନ ଆହରଣ କରିବା ନେଇ ସାଧାରଣ ରେ ବ୍ୟାପକ ଚର୍ଚ୍ଚା ହେବା ସହ ବିଭିନ୍ନ ଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି |

News Comment

You Might Also Like

BACK TO TOP