Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |

23-Aug-2026

ପରଲୋକରେ ଶତାୟୁ ମହିଳା ଶଶିକଳା 

ଶତାୟୁ ମହିଳା ଶକୁନ୍ତଳ
 ଓଡିଶା ଜନ ମତ,,ଶେରଗଡ ୨୩ /୦୮/୨୬, 

କୃଷ୍ ଚନ୍ଦ୍ ସାମନ୍ତରା :-----

ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର  ଜଣେ  ଧର୍ମ ପରାୟଣ ମହିଳାଙ୍କ ପରଲୋକ ଗମନ ହୋଇଛି  । ଗତକାଲି ୧୦୫ ବର୍ଷ ବୟସରେ  ଶଶିକଳା ସାବତ ସ୍ବାମୀ ବନମାଳୀ ସାବତ  ବେଳେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ପରିବାରର ୭ପୁଅ ୨ଝିଅ ଏବଂ ନାତିନାତୁଣୀଙ୍କୁ ଗୋଟିଏ ସୁତାରେ ବାନ୍ଧି ଆଜି ପର୍ଯ୍ୟନ୍ତ ରଖିଆସୁଥିବା ନେଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ  । ତାଙ୍କର ନିଜ ବାସଭବନ ଶେରଗଡରେ ଶେଷ ନିଃଶ୍ୱାସ ତ୍ୟାଗ ସେ କରିଛନ୍ତି । ପରିବାରର ସମସ୍ତ ପ୍ରିୟଜନମାନଙ୍କ ଦ୍ବାରା  ତାଙ୍କ ପାର୍ଥିବ ଶରୀରକୁ ପୁର୍ଣ୍ଣମର୍ଯ୍ୟାଦା ସହ ପୁରୀ ସହରର  ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି ।  ତାଙ୍କ ପରଲୋକଗମନ ସମୟରେ ତାଙ୍କ ପୁତ୍ର ଉଜ୍ଜ୍ବଳ ସାବତ ,କାଶୀନାଥ ସାବତ ,ରାମହରି ସାବତ ,ସାମ୍ବାଦିକ ଗୌରହରି ସାବତ ,କୃଷ୍ଣ ଚନ୍ଦ୍ର ସାବତ ,ସୀମାଞ୍ଚଳ ସାବତ ଏବଂ  ନାତି ଚିନ୍ତାମଣି ସାବତ ଝିଅ ରଜନୀ ପଣ୍ଡା ,ପଦ୍ମାବତୀ ଦାସ ଜୋଇଁ ଶୁଶାନ୍ତ ପଣ୍ଡାଙ୍କ ସହିତ ସୁନିଲ ଦାଶ ,ସୁରେଶ ଦାଶ ଓ  ସଙ୍ଗୀତା ଦାସ ପ୍ରମୁଖ ସ୍ବର୍ଗଦ୍ବାର ନିକଟରେ ପହଞ୍ଚି ଅନ୍ତିମ ସଂସ୍କାର କରିଛନ୍ତି । ସେ ଜଣେ ପର ଉପକାରୀ ଓ ଦୁଃଖୀ  ଗରିବଙ୍କ ସେବା ପାଇଁ ସଦାସର୍ବଦା ହାତ ବଢ଼େଇ, ସେମାନଙ୍କ ସମସ୍ୟାର ସମାଧାନ କରୁଥିଲେ। ଆଜି ଶେରଗଡ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି। ବୃଦ୍ଧିଜିଵୀ ଓ ଆତ୍ମେ  ସ୍ବଜନ ମାନେ ଆତ୍ମ ସଦଗତି ନିମନ୍ତେ ଜଗତ ନାଥ ପାଖରେ କୋଟି କୋଟି ପ୍ରାର୍ଥନା। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP