Breaking News

ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||     

ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |

26-Aug-2026

ସାରା ରାଜ୍ୟରେ ପନିର ପରେ ଏବେ ଜୋରାଦାର ହେଲା ମିଠା ଧରପଗଡ଼,

କିଛିଦିନ ତଳେ ଲେଡୀଗୁଡ଼ କହୁଣୀ କୁ ବୋହିଲା ପରେ ସ୍ଵାସ୍ତ୍ୟ ବିଭାଗ ର ଚେତା ପଶିଲା ଏବଂ ପ୍ରଥମେ  ସାରା ରାଜ୍ୟରେ ଅପମିଶ୍ରିତ ପନିର ଉପରେ ଚଢ଼ାଉ କରାଗଲା  | ଯାହାଦ୍ୱାରା  ଅସାଧୁ ବ୍ୟବସାୟୀ ଙ୍କୁ ଶକ୍ତ ଝଟକା ଲାଗିଲା | ଏବେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ରାଜ୍ୟ ସ୍ଵାସ୍ତ୍ୟ ବିଭାଗ ର ଖାଦ୍ୟ କଣ୍ଟ୍ରୋଲ ବିଭାଗ ଅଧିକାରୀ ମାନେ ସାରା ରାଜ୍ୟ ଏବଂ ପାହାଳ ରସଗୋଲା,ମିଠା ଦୋକାନରେ ଚଢ଼ାଉ ଜୋରଦାର ଚାଲିଛି | ତେବେ ଜନସାଧାରଣ ଙ୍କ କହିବା କଥା ଯଦି ପ୍ରତେକ ମାସରେ କିମ୍ବା ତିନି ମାସରେ ସବୁ ଖାଦ୍ୟ ପଦାର୍ଥ ଉପରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଏପରି ଚଢ଼ାଉ ହେଲେ ଅସାଧୁ ବ୍ୟବସାୟୀ ମାନେ ହୁଏତ ତାଙ୍କ ଅପମିଶ୍ରିତ କାରବାର ଉପରେ ଟିକେ ରୋକ ଲଗାଇ ପାରିଥାନ୍ତେ | ତେବେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵାସ୍ତ୍ୟ ବିଭାଗ ର ଚଢ଼ାଉ ଜାରି ରହିଛି  | 
ରାଜ୍ୟରେ ପନିର ଏବଂ ଛେନାରେ ଅପମିଶ୍ରଣ ସମସ୍ୟା ଦୂର କରିବା ପାଇଁ ଓମଫେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିବ। ଓମ୍‌ଫେଡ୍ ପନିରର ଗୁଣବତ୍ତା ଓ ଶୁଦ୍ଧତା ନିଶ୍ଚିତ କରିବା ପାଇଁ ପ୍ଲାଣ୍ଟରେ କଠୋର କ୍ବାଲିଟି କଣ୍ଟ୍ରୋଲ ସିଷ୍ଟମ ଅନୁସରଣ କରିଥାଏ। ସାଧାରଣ ସମୟରେ ଓମଫେଡ୍ ପ୍ରତିଦିନ ପ୍ରାୟ ୧ ଟନ୍ ପନିର ଉତ୍ପାଦନ କରୁଥିବାବେଳେ, ପର୍ବପର୍ବାଣୀ ସମୟରେ ଚାହିଦା ଅନୁସାରେ ଏହାକୁ ୩ ଟନ୍ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥାଏ। ବଜାରରେ ଆବଶ୍ୟକତା ଅଧିକ ରହିଲେ ଓମ୍‌ଫେଡ୍ ଅଧିକ ପନିର ଯୋଗାଇବ।
ରାଜଧାନୀରେ ଖାଦ୍ୟ ସୁରକ୍ଷା ବିଭାଗର କଡ଼ା ଆକ୍ସନ୍। ରାଖୀ ପୂର୍ଣ୍ଣିମା ପୂର୍ବରୁ ବଜାରରେ ଅପମିଶ୍ରିତ ତଥା ନକଲି ଛେନା ଓ ପନିର ବିକ୍ରିକୁ ରୋକିବା ପାଇଁ ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ପାହାଳରେ ଅଚାନକ ଚଢ଼ାଉ କରାଯାଇଛି। ‘ଫୁଡ୍ ସେଫ୍ଟି ଅନ୍ ହୁଇଲ୍ସ’ ଭ୍ୟାନ୍ ଜରିଆରେ ଛେନା ଓ ପନିରର ମାନ ପରୀକ୍ଷା ସହ ମିଠା ନମୁନାଗୁଡ଼ିକୁ ଲ୍ୟାବ୍‌କୁ ପଠାଯାଇଛି। ସେପଟେ ରାଜ୍ୟରେ ପନିର ଓ ଛେନାର ଅଭାବ ଦୂର କରିବାକୁ ଓମଫେଡର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା କରୁଛନ୍ତି। 
ରାଖି ପୂର୍ଣ୍ଣିମାକୁ ଆଖି ଆଗରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରାଜଧାନୀ ଓ ଉପକଣ୍ଠରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ପାହାଳରେ ନକଲି ଛେନା ଏବଂ ପନିର ବିକ୍ରି ରୋକିବା ପାଇଁ ଅଚାନକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫୁଡ୍ ସେଫ୍ଟି ଅନ୍ ହୁଇଲ୍ସ ଭ୍ୟାନ ଧରି ଘଟଣାସ୍ଥଳରେ ହିଁ ଛେନା ଓ ପନିରର ମାନ ଯାଞ୍ଚ କରାଯାଇଛି। ମିଠା ନମୁନାଗୁଡ଼ିକୁ ପରୀକ୍ଷାଗାରକୁ ପଠାଯାଇଛି। ଚଢ଼ଉ ଦେଖି ପାହାଳର ଏକାଧିକ ମିଠା ଦୋକାନ ସକଳୁ ଖୋଲାଥିବା ସତ୍ତ୍ୱେ ଦିନ ୧୨ଟା ବେଳକୁ ତାଲା ପକାଇ ଦେଇଥିଲେ। କେବଳ ଚଢ଼ଉ ନୁହେଁ, ବରଂ ନକଲି ଛେନା ଓ ପନିର କିପରି ଚିହ୍ନଟ କରାଯିବ; ସେନେଇ ଦୋକାନୀମାନଙ୍କୁ ପ୍ରଶିକ୍ଷଣ ସହ ଗ୍ରାହକଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଇବା ପାଇଁ ସଚେତନ କରାଯାଇଛି। ଅପମିଶ୍ରଣ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ସହିତ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। 
ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଫୁଡ୍ ସେଫ୍ଟି ବିଭାଗର ଏଭଳି କଡ଼ା କାର୍ୟ୍ୟାନୁଷ୍ଠାନ ଅପମିଶ୍ରଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଗ୍ରାହକମାନେ କିପରି ସୁରକ୍ଷିତ ଓ ଶୁଦ୍ଧ ଖାଦ୍ୟ ପାଇବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। କିନ୍ତୁ ଅପମିଶ୍ରଣ କରୁଥିବା ମୂଳ ଉତ୍ସ ପାଖରେ ଏପର୍ୟ୍ୟନ୍ତ ପହଞ୍ଚି ପାରିନାହାନ୍ତି ଖାଦ୍ୟା ସୁରକ୍ଷା ଅଧିକାରୀ।

News Comment

You Might Also Like

BACK TO TOP