Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଗର୍ଭାୟାଣୀ ମନ୍ଦିର କୁ ନେଇ ଛୁଆଁ, ଅଛୁଆଁ ବିବାଦ ର ପ୍ରଶାସନ ହସ୍ତକ୍ଷେପ ପରେ ହେଲା ସମାଧାନ

13-Sep-2026

ପ୍ରଶାସନ ଓ ପୋଲିସ ର ହସ୍ତକ୍ଷେପ ପରେ   ଗର୍ଭାୟଣୀମନ୍ଦିର ର ବିବାଦ ତୁଟିଲା ||
ଓଡିଶା ଜନ ମତ, ଜଗତସିଂହପୁର, ଜ୍ୟୋତି ରଞ୍ଜନ ପଟ୍ଟନାୟକ :---

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ଅନ୍ତର୍ଗତ ଗଇଠୀ ଠୀପୁର ଗ୍ରାମର ଗ୍ରାମଦେବତୀ ମା’ ଗର୍ଭାୟଣୀଙ୍କ ମନ୍ଦିରକୁ ନେଇ ଦେଖାଦେଇଥୁଲା ବିବାଦ। ପୂଜାପାଠ ଓ ଛୁଆଁ-ଅଛୁଆଁକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେବା ପରେ ଗ୍ରାମରେ ଉତ୍ତେଜନାର ଆଶଙ୍କା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପ୍ରଶାସନ
ଗଇଠୀପୁର ଗ୍ରାମର ଆରାଧ୍ୟ ଦେବୀ ମା’ ଗର୍ଭାୟଣୀ । ମା`ଙ୍କ ମନ୍ଦିରରେ ପୂଜାପାଠକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତଭେଦ ଦେଖାଦେବା ପରେ ପରିସ୍ଥିତି ଧୀରେ ଧୀରେ ଉତ୍ତେଜନା ପୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇ ଥିଲା । ଘଟଣାର ଖବର ପାଇ ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ଏସ୍‌ଡିପିଓ, କୃଷ୍ଣାନନ୍ଦପୁର ଥାନା ଆଇ.ଆଇ.ସି.ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଘଟଣାସୁଳ ରେ ପହଞ୍ଚିଥିଲେ । ମନ୍ଦିର ପରିସରରେ ଉଭୟ ପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପକ୍ଷର ମତାମତ ଶୁଣିବା ସହ ଗ୍ରାମରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଘ୍ୟ କିପରି ବଜାୟ ରହିବ, ସେନେଇ ଗୁରୁତ୍ବ ଦିଆଯାଇଥିଲା । ଏସ୍‌ଡିପିଓଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା । ପ୍ରଶାସନ ପକ୍ଷରୁ ଉଭୟ ପକ୍ଷଙ୍କୁ ଶାନ୍ତିଶୃଙ୍ଖଳା 6ବଜାୟ ରଖୁବା ସହ ଆଇନକୁ ହାତକୁ ନନେବା ପାଇଁ ପରାମର୍ଶ ଦିଆଯାଇଥୁଲା ।ଗ୍ରାମର ଧାର୍ମିକ ପରମ୍ପରା ଓ ମା’ ଗର୍ଭାୟଣୀଙ୍କ ପୂଜା ଯେପରି ଶାନ୍ତି ଓ ଭାଇଚାରାର ପରିବେଶରେ ହୋଇ ପାରିବ, ସେଥିପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଉପରେ ପ୍ରଶାସନ ଗୁରତ୍ୱ ଦେଇଥିଲା ।
ବିବାଦ ମଧ୍ୟରେ ପ୍ରଶାସନର ତ୍ବରିତ ହସ୍ତକ୍ଷେପ ଓ ତିର୍ତ୍ତୋଲ ଏସ୍‌ଡିପିଓଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତି ହୋଇଥିବା ଜଣାପଡ଼ିଛି। ଏବେ ମା’ ଗର୍ଭାୟଣୀଙ୍କ ପୂଜା ଶାନ୍ତି ଓ ସୌହାର୍ଘ୍ୟର ସହ ହେବ ବୋଲି ଆଶା କରାଯାଉଛି ।

News Comment

You Might Also Like

BACK TO TOP