Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଛୁରା ମାଡ଼ରେ ଖଲ୍ଲିକୋଟ ଖଜାପଲି ଅଞ୍ଚଳରେ ଯୁବକ ମୃତ |

15-Sep-2026

ଖଲିକୋଟ ଖୋଜାପଲ୍ଲୀ ଅଞ୍ଚଳ ରେ ଚୁରା ମାଡ଼ରେ ଯୁବକ ମୃତ ।

ଓଡ଼ିଶା ଜନ ମତ :-
15/09/26
ତାରା ଶଙ୍କର ରଥ

ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲା ରେ ବିଭିନ୍ନ ହାଇ ପ୍ରୋଫାଇଲ୍ ହତ୍ୟା ଗଞ୍ଜାମ ପୋଲିସ୍ ପାଇଁ ମୁଣ୍ଡ ବଥା ସାଜିଥିବା ବେଳେ ପୁଣି ଘଟିଛି ଏକ ଜଘନ୍ୟ ହତ୍ୟା କାଣ୍ଡ । ସୂଚନା ପ୍ରକାର ରେ ଖଲ୍ଲିକୋଟ  ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ କାଲି ବିଳମ୍ବିତ ରାତ୍ରି ରେ ଯାତ୍ରା ରିଅଲସଲ ଦେଖୁଥିବା ବେଳେ ଦୁଇ ଜଣ ଯୁବକ ହଟାତ୍ ଚିତ୍ରସେନ ଜେନା ଙ୍କୁ ଅତି ନିର୍ମମ ଭାବେ ଚୁରି ରେ ଆକ୍ରମଣ କରିଥିଲେ । ତୁରନ୍ତ  ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ସେଠାରେ ତାଙ୍କ ଅବସ୍ଥା ସଙ୍କାପନ୍ନ ହେବାପରେ ବ୍ରହ୍ମପୁର ମୁଖ୍ୟ ଚିକିତ୍ସା କେନ୍ଦ୍ର କୁ ପଠାଯାଇଥିଲା । କିନ୍ତୁ ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣ ର ମୁଖ୍ୟ କାରଣ ଜଣା ପଡିନଥିବା ବେଳେ ଏହା ପୂର୍ବ ଶତ୍ରୁତା ରୁ ଘଟିଛି ବୋଲି ପୋଲିସ୍ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି । ଅଭିଯୁକ୍ତ ଦୁଇ ଯୁବକ ଘଟଣା ସ୍ଥଳ ରୁ  ଫେରାର ଅଛନ୍ତି । ବିଗତ ଦିନ ରେ ବହୁତ୍ ଅପରାଧ କାର୍ଯ୍ୟକଳାପ ଘଟୁଥିବା ବେଳେ ପୋଲିସ୍ ପ୍ରଶାସନ ର ନୀରବତା ଅପରାଧୀ ଙ୍କ ମନରୁ ପୋଲିସ୍ ର ଭୟ ଦୂରେଇ ଯାଉଛି କି ବୋଲି ସ୍ଥାନୀୟ ଲୋକ ଙ୍କ ମହଲ ରେ ପ୍ରଶ୍ନ ସୃଷ୍ଟି ହୋଇଛି । ଗଲା କାଲି କେଶପୁର ଅଞ୍ଚଳ ରେ  ଏକ ଶୋଭା ଯାତ୍ରା ରେ ଖୋଲା ଖୋଲି ଭାବେ ଖଣ୍ଡା ବୁଲେଇବା ଘଟଣା ମଧ୍ୟ ଲୋକଙ୍କ ମନ ରେ ଭୟର ବାତାବରଣ ସୃଷ୍ଟି ହୋଇଛି।

News Comment

You Might Also Like

BACK TO TOP