Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଖଲ୍ଲିକୋଟ ର ପଲ୍ଲୀ ରୁ ସହର ସବୁଠାରେ ଚାଲିଛି ଅଗ୍ରଗଣ୍ୟ ଗଜାନନ ଙ୍କ ପୂଜା |

15-Sep-2026

ଖଲ୍ଲିକୋଟ ରେ ଗଣେଶ ପୂଜା ଗଣ ପର୍ବ ରେ ପାଳିତ, ସବୁଠି ଅଗ୍ର,- ନାୟକ ଙ୍କ ପୂଜା ରେ କମ୍ପୁଛି ଗାଁ ଠୁ ସହର | 

ଓଡିଶା ଜନ ମତ,ମାଧବ ବେହେରା ଖଲ୍ଲିକୋଟ :---

ଭାଦ୍ରବ ଶୁକ୍ଳପକ୍ଷ ଚତୃଥୀ ତିଥି ରେ ପ୍ରତି ବର୍ଷ ଭଳି ପାଳିତ ହେଉଛି ଗଣେଶ ପୂଜା |ଗଣେଶ ପୂଜା ରେ କାଶତଣ୍ଡୀ ଫୁଲ ରେ ପାର୍ବଣ ରୁତୁ କୁ ର ଆଲିଙ୍ଗନ କରିଥାଏ |ଗଣେଶ ପୂଜା ଏଵେ ଆଉ ସୀମିତ ପରିଧି ରେ ନାହିଁ |ଦିନ କୁ ଦିନ ଆଧୁନିକତା ର ଛାପ ରେ ଅଗ୍ର ନାୟକ ଗଜାନନ ଙ୍କ ପୂଜା ଏକ ଗଣ ପର୍ବ ରେ ପରିଣତ ହେଲାଣି |ଏହି ପର୍ବ ଆଉ ସ୍କୁଲ କଲେଜ ଭିତରେ ସୀମିତ ନୁହଁ |ଏହି ପୂଜା ଧିରେ ଧିରେ ଯୁବ ପିଢ଼ି ଙ୍କ ମହଲ ରେ ଗିରିଜା ନନ୍ଦନ ଗଜାନନ ଙ୍କ ପୂଜା ଯୁବ ପିଢ଼ି କୁ ଖୁବ ଆକର୍ଷିତ କଲାଣି |  , ଅପାଠୁଆ କିମ୍ଭା ପାଠୁଆ ସମସ୍ଥ ଙ୍କ ଏହି ପୂଜା ପ୍ରତି ଏକାଗ୍ରତା ଦେଖିବାକୁ ମିଳୁଛି |କରଣ ଖଲ୍ଲିକୋଟ ବ୍ଲକ ରେ ଏହି ପୂଜା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ଥ ଙ୍କୁ ପ୍ରଭାବିତ କଲାଣି |ଖଲ୍ଲିକୋଟ ବ୍ଲକ ରେ ସ୍କୁଲ କଲେଜ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରେ ପ୍ରାୟ 150 ରୁ ଊର୍ଧ୍ଵ ଗଣେଶ ମୂର୍ତ୍ତି ପୂଜା ପାଉଛି |ଯାହାକି ପଶ୍ଚିମ ବଙ୍ଗ ର ମେଦିନୀ ପୁର ଜିଲ୍ଲା ରୁ ଏଠାକୁ ଆସି ବେଶ ଆକର୍ଷଣୀୟ ପ୍ଲାଷ୍ଟର ପେରିସ ରେ ଖୁବ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ଜୀବିକା ବିତାଉଛନ୍ତି | ଗଣେଶ କେବଳ ଭାରତ ର  ମହାରାଷ୍ଟ୍ର ରେ ସୀମିତ ନୁହେଁ |ଏହା ସାରା ପୃଥିବୀ କୁ ବ୍ୟାପିଲାଣି |କରଣ ଦେଶ ବିଦେଶୀ ରେ ଗଣେଶ ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ବ୍ୟଗ୍ରତା ଦେଖା ଦେଲାଣି  |, ଗଣେଶ ପୂଜା ଜାତୀୟ ସ୍ତର ରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ସବୁଠାରେ ଆଦୃତ୍ତି ଲାଭ କଲାଣି |ଗଜାନଣଙ୍କ ତାମିଲିନାଡୁ ର  ତିରୁବାର ଜିଲ୍ଲା କୁଠାନୁର ଠାରୁ ତିନି କିମି ଦୂରରେ ରେ ଏକ ମାନବୀୟ ରୂପ ଶ୍ରୀ ଗଣେଶ ପ୍ରତିମୂର୍ତ୍ତି ପୂଜାପାଏ |କିମ୍ବଦନ୍ତୀ କହେ କୁଆଡେ ପ୍ରଭୁ ରାମଚନ୍ଦ୍ର ପିତୃ ପୁରୁଷ ଙ୍କ ସଦଗତି ପାଇଁ ପୂଜା ଅର୍ଚନା କରିଥିଲେ   ଏହାକୁ ମୁକ୍ତି ତୀର୍ଥ ବୋଲି କୁହାଯାଏ |ସ୍ୱାଧୀନତା ଆନ୍ଦୋଳନ ରେ ସମସ୍ତ ଭାରତ ବାସି ଙ୍କୁ ଦେଶ ପ୍ରେମ ର ଏକତା ସୂତ୍ର ରେ ବାନ୍ଧି ରଖିବା ପାଇଁ ମହାନ ସ୍ୱାଧୀନତା ସଂଗ୍ରାମୀ ବାଳ ଗଙ୍ଗାଧର ତିଳକ ମହାରାଷ୍ଟ୍ର ରେ ଗଣେଶ ପୂଜା କୁ ସାର୍ବଜନୀନ ପୂଜା ଭାବେ ପଲାବ ପାଇଁ ଦେଶ ବାସି ଙ୍କୁ ପରାମର୍ଶ ଦେଇଥିଲେ |ଭାରତ ର ମଧ୍ୟପ୍ରଦେଶ ର ଗୋ୍ୱାଳିଆର ରେ ଏକ ଗଣେଶ ମନ୍ଦିର ଅଛି ଯେଉଁ ଠାରେ କି ପ୍ରେମୀ ଯୁଗଳ ମାନଙ୍କ ବାହାଘର ଓ ମାନପସନ୍ଦ ଶ୍ରହୀ ଟିଏ ପାଇଁ ପୂଜା କରିଥାନ୍ତି |ମନସ୍କାମନା ପୂରଣ ହେଲେ ଗଣେଶ ଙ୍କ ଲଡ଼ୁ ପୂଜା କରିଥାନ୍ତୁ |ଥାଇଲଣ୍ଡ ଫ୍ଲାଙ୍କୁନ ସହର ର ଏକ ପାର୍କ 845  ଖଣ୍ଡ କାଚ ରେ 800 ଫୁଟ ପ୍ରାୟ 12 ମହଲା ବିଶିଷ୍ଟ ଗଣେଶ ମୂର୍ତ୍ତି ଙ୍କୁ ପୂଜା କରାଯାଏ |ଗଣେଶ ଙ୍କୁ ପଣସ ଲଡ଼ୁ କୋଳି ଆଖୁ ପଭୃତି ଫଳ ରେ ପୂଜା କରାଯାଏ |, ଯାହାଙ୍କ ପେଟରେ ଏକ ସାପ ଗୁଡ଼ାଇ ହୋଇ ରହିଥାଏ | ଗଣେଶ ସବୁ ବେଳେ ସଂଗୀତ ପ୍ରିୟ ସେଠୀ ପାଇଁ ଏୟାରଲ୍ୟାଣ୍ଡ ର ଏକ 22 ଏକର ବିଶିଷ୍ଟ ପାର୍କ ରେ ଆଠଟି ଗଣେଶ ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ବିରାଜମାନ ଅଛନ୍ତୁ | 2008 ରୁ ନିର୍ମିତ  ଏହି ପାର୍କ କୁ କୌଣସି କାରଣରୁ  ବନ୍ଦ କରାଯାଇଛି | ବିଘ୍ନ ବିନାୟକ ସ୍ତୁଲ ତନୁ ବଦନ ସୁନ୍ଦର ସମସ୍ତ କାର୍ଯ୍ୟ ଆରମ୍ଭ ରୁ ଗଣେଶ ଙ୍କ ପୂଜା ଅର୍ଚନା ହୋଇଥାଏ |ତାଂକ ପୂଜାରେ ଲଡ଼ୁ ଗୁଆ, ପାନ ରାଶି ଲଡ଼ୁ ପଇତା ଓ ପାନ ପଭୃତି ପୂଜା ପାଇଁ ବ୍ୟବହାର ହେଉଛି |ଏହି ଅବସର ରେ ଖଲ୍ଲିକୋଟ ବ୍ଲକ ର ପ୍ରାୟ ତିନି ଗୋଟି ଗ୍ରାମରେ ସାମାଜିକ ନାଟକ ଆୟୋଜନ କରାଯାଇ ସାଂସ୍କୃତିକ ମାହୋଲ ସୃଷ୍ଟି କରାଯାଇଛି |

News Comment

You Might Also Like

BACK TO TOP