Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଆଇ ପିଏସ ସ୍ୱାମୀ ଙ୍କ ଘର ଆଗରେ ପତ୍ନୀଙ୍କ ଅନଶନ |

16-Sep-2026

ଘର ବାହାରେ ପତ୍ନୀଙ୍କ ଧାରଣା, ବିବାହ ଜୀବନ କୁ ନେଇ ଚର୍ଚ୍ଚା ରେ ଯୁବ ଆଇ ପିଏସ  |

ଓଡିଶା ଜନ ମତ ବ୍ୟୁରୋ, 

ଯେତେ ବଡ଼ ଗଛ ସେତେ ଅଧୁକ ପବନ, ତେଣୁ ବଡ଼ ଘର ବଡ଼ ଗୁମର କଥା ହାଟରେ ପଡ଼ି ବାଟରେ ଗଡୁଛି | ପୁଅ, ଝିଅ ଜଣେ ଅନ୍ୟ ଜଣଙ୍କୁ  ଦେଖି ବିବାହ କଲା ପରେ କୌଣସି କାରଣ କୁ ନେଇ ପତି ଓପତ୍ନୀ ଙ୍କ ମଧ୍ୟରେ ହୋଉଛି ମତାନ୍ତର | ସେ ଏପରି ସେପରି ପୁଅ ନୁହଁ ଜଣେ ଆଇ ପି ଏସ ଯୁବକ | ଭାନୁ ପ୍ରତାପ ଆଇପିଏସ୍‌ ହେବା ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଧୀରେଧୀରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ସ୍ୱାମୀଙ୍କ ଠାରୁ ଦୂରେଇ ଯିବାକୁ ମଧ୍ୟ ପୂଜାଙ୍କ ଉପରେ ଚାପ ପଡ଼ିଥିଲା | 
ପୂଜା ଓ ଭାନୁସ୍ୱାମୀ ଈଓ ସ୍ତ୍ରୀ ଦୁହେଁ ଏବେ ଚର୍ଚ୍ଚାରେ ଅଛନ୍ତି | ପ୍ରେମ ବିବାହ କରିଥିବା ବିହାର କ୍ୟାଡର ଆଇପିଏସ୍‌  ଅଫିସର ଭାନୁ ପ୍ରତାପ ସିଂହ। ପତ୍ନୀ ପୂଜାଙ୍କ ସହ ପାରିବାରିକ ବିବାଦକୁ ନେଇ ଏହି ଯୁବ ଆଇପିଏସ୍‌ ବ୍ୟକ୍ତିଗତ ଜୀବନ ଏବେ ଗଣମାଧ୍ୟମକୁ ଆସିଛି। ଆଇପିଏସ୍‌ ଭାନୁ ପ୍ରତାପଙ୍କ ପତ୍ନୀ ପୂଜା ତାଙ୍କ ଘର ବାହାରେ ଧାରଣା ଦେବା ସହ ପୁଲିସ୍‌ ଷ୍ଟେସରେ ବସି ରହିବା ସମସ୍ତଙ୍କୁ ଚକିତ କରିଛି |

News Comment

You Might Also Like

BACK TO TOP