Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ବ୍ରହ୍ମପୁର ପୋଲିସ ଦ୍ୱାରା ବେଆଇନ ବନ୍ଧୁକ ରଖିବା ଓ ଅପରାଧ ପାଇଁ ଯୋଜନା କରୁଥିବା ଅଭିଯୋଗ ରେ 5 ଜଣ ଗିରଫ |

16-Sep-2026

ଅଣଲାଇସେନ୍‌ସ ବନ୍ଧୁକ ରଖିବା ଅଭିଯୋଗ ରେ ପୂର୍ବତନ ମେୟର ପିଣ୍ଟୁ ଦାସ ଙ୍କ ଭାଇ ସହ ଚାରି ଗିରଫ |

ଓଡିଶା ଜନ ମତ ବ୍ୟୁରୋ ,

ବ୍ରହ୍ମପୁରରେ ବେଆଇନ ବନ୍ଧୁକ ରଖିବା ଓ ଅପରାଧ ପାଇଁ ଏକତ୍ରିତ ହେବା ଅଭିଯୋଗରେ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇଙ୍କ ସମେତ ୪ ଗିରଫ। ବନ୍ଧୁକ, ମୋବାଇଲ ଓ ନଗଦ ଟଙ୍କା ଜବତ।ବେଆଇନ ବନ୍ଧୁକ ରଖିବା ଓ ଅପରାଧ ଘଟାଇବା ନିମନ୍ତେ ଏକତ୍ରିତ ହେବା ମାମଲାରେ ଆଜି ଗୋଷାଣିନୂଆଗାଁ ପୁଲିସ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସାନ ଭାଇ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ମୋବାଇଲ୍‌ ଓ ନଗଦ ଟଙ୍କା ଜବତ କରିଛି। 
ଅଭିଯୁକ୍ତମାନେ ହେଲେ, ପିଣ୍ଟୁ ଦାଶଙ୍କ ଭାଇ ଚନ୍ଦ୍ରଶେଖର ଦାଶ ଓରଫ ପିଙ୍କୁ (୪୪), କୈଳାସ ମହାନ୍ତି(୪୯), ଦେବାଶିଷ ପାତ୍ର (୩୦) ଓ ସିତୁନ ସାହୁ(୨୫)। ସେମାନଙ୍କ ବିରୋଧରେ ନଂ ୩୫୪/୨୦୨୬ ରେ ମାମଲା ରୁଜୁ କରାଯିବା ସହ  ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। 
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ ଗଣେଶ ପୂଜା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଗୋଷାଣିନୁଆଗାଁ-ନେହେରୁ ନଗର ମୁଖ୍ୟରାସ୍ତାରେ ଥିବା ଏକ ଘରେ କିଛି ଯୁବକ ସନ୍ଦେହଜନକ ଭାବେ ଚଳପ୍ରଚଳ ହେଉଥିବା ଖବର ମିଳିଥିଲା। ପୁଲିସ ଟିମ ଉକ୍ତ ଘରେ ଚଢ଼ଉ କରିଥିଲା। ଘର ଭିତରେ ଉପରୋକ୍ତ ଚାରି ଯୁବକ ଥିବା ବେଳେ ଯାଞ୍ଚ ସମୟରେ ଜଣେ ଯୁବକ ନିକଟରୁ ବନ୍ଧୁକ ମିଳିଥିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ପଚରାଉଚରା ବେଳେ ସେମାନେ ତାସ ଖେଳିବାକୁ ଆସିଥିବା କହିଥିଲେ। 
ଅଭିଯୁକ୍ତମାନେ ବନ୍ଧୁକ କେଉଁଠୁ ଆଣିଥିଲେ ଓ ତାଙ୍କୁ କିଏ ବିକ୍ରି କରିଥିଲା? ସେ ଦିଗରେ ଏବେ ପୁଲିସ ତଦନ୍ତ କରୁଛି। ବେଆଇନ ଭାବେ ବନ୍ଧୁକ ଧରି ସେମାନେ ଉକ୍ତ ଘରେ କ’ଣ ସବୁ ଯୋଜନା କରୁଥିଲେ? ତାହାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

News Comment

You Might Also Like

BACK TO TOP