Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ନାଟକ ର ଖଳନାୟକ ଙ୍କୁ କିଛି ଯୁବକ ଆସି କଥାବାର୍ତା ହୋଈ ଛୁରୀ ମାଡ଼ କରି ଫେରାର |

17-Sep-2026

ଆଖଡ଼ାସାଳ ରୁ ଡାକି ନାଟକ ର ଖଳନାୟକ ଙ୍କୁ ଛୁରାମଡ଼, ବ୍ରହ୍ମପୁର  ମେଡିକାଲ ରେ ଅସ୍ତ୍ରୋପ୍ରଚାର ବେଳେ ମୃତୁ ||

 ଓଡିଶ  ଜନମତ, ମାଧବ ବେହେରା,ଖଲ୍ଲିକୋଟ : 16/9 :-----

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ରେ ଥିବା ନୀଳ କଣ୍ଠେଶ୍ଵର ମନ୍ଦିର ନିକଟରେ ଥିବା କମ୍ୟୁନିଟି ର ଆଖଡ଼ାସାଳ ଆଗାମୀ 19 ତାରିଖ ଦିନ ଗଣେଶ ପୂଜା ଉପଲକ୍ଷେ  ମଞ୍ଚସ୍ଥ ହେବାକୁ ଥିବା ସାମାଜିକ ନାଟକ "ସଖା କେବେ ହେବ ଦେଖା " ରିହାରସଲ ରେ କଳାକାର ମାନେ ବ୍ୟସ୍ତ ଥିବା ବେଳେ ନାଟଜ ର ଖଳନାୟକ ଚିତ୍ରସେନ ଜେନା ଟିକେ ବାହାର କୁ ଆସିଥିବା ବେଳେ ହଠାତ ସେହି ଗ୍ରାମ ର ଦୁଇଜଣ ଯୁବକ ଏକ  ବାଇକ ଯୋଗେ ଆଖଡ଼ାସାଳ ନିକଟରେ ପହଂଚି କିଛି ସମୟ ଆଳାପ କଳା ପରେ ତାର  ଡାହାଣ ପାର୍ଶ୍ଵ ପେଟ ରେ ଏକ ଧାରୁଆ ଛୁରୀ ମାଡ଼ କରିଥିଲେ |ଚିତ୍ରସେନ ରକ୍ତ  ଜୁଡୁବୁଡୁ ଅବସ୍ଥା ରେ ଛଟ ପଟ ହେୟଥିବା ବେଳେ ସେଠାରେ ଥିବା ସହଯୋଗୀ ମାନେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତ୍ତି କରିଥିଲେ |ପ୍ରଚୁର ରକ୍ତ ସ୍ରାବ ହୋଇ ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ 108 ଯୋଗେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇ ଥିଲା |, ଡାକ୍ତର ସେଠାରେ ତାଙ୍କୁ ଅପରେସନ କରିଥିଲେ |,ମଙ୍ଗଳ ବାର ଦିନ ସକାଳେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ | ଖୋଜା ପଲ୍ଲୀ ଗ୍ରାମ ର ବଜରଙ୍ଗ ଗ୍ରୁପ ତରଫରୁ ଗଣେଶ ପୂଜା ର ଆୟୋଜନ କରାଯାଇ ଗ୍ରାମ ର ହନୁମାନ ମନ୍ଦିର ସମ୍ମୁଖ ରେ ପୂଜା ମଣ୍ଡପ ଗଣେଶ ମୁର୍ତ୍ତୃ କୁ ପୂଜା କରାଯାଉଥିଲା |ଆଗାମୀ 19 ତାରିଖ ରେ ନାଟକ ରେ ଚିତ୍ରସେନ ମୁଖ୍ୟ ଖଳ ନାୟକ ଭାବେ ଜ୍ୟାକି ଚରିତ୍ର ରେ ଅଭିନୟ ପାଇଁ ପ୍ରସ୍ତୁତି ଚାଲିଥିଲା |, ହତ୍ୟାକାଣ୍ଡ ର କରଣ ଅସ୍ପଷ୍ଟ ଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନ ରେ ଥିବା ରାଜନୈତିକ ଶତ୍ରୁତା ବୋଲି ସାଧାରଣ ରେ ସନ୍ଦେହ କରାଯାଉଛି |, ଖଲ୍ଲିକୋଟ ଥାନା  ପୋଲିସ ଘଟଣା ସ୍ଟଲ କୁ ଯାଇ ତଦନ୍ତ କରି ଥାନା କେସ ନମ୍ବର - 733/26 ରେ ମାମଲା ରୁଙ୍କୁ କରି ତଦନ୍ତ ଚଳାଇ ଥିବା ଜଣା ପଡ଼ିଛି |ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ବ୍ରହ୍ମପୁର ଏମ କେ ସି ଜି କୁ ଯାଇ ତାର ବ୍ୟବଚ୍ଛେଦ ବ୍ୟବସ୍ଥା କରି ଫେରିଥିବା ପ୍ରକାଶ | ତେବେ ଦୁଇ ହତ୍ୟାକାରୀ ଙ୍କୁ ଖୋଜି ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଜଣା  ପଡ଼ିଛି |ଉକ୍ତ ଳୋକ ପ୍ରିୟ କଳାକାର ଙ୍କ ଅକାଳ ମୃତୁ ରେ ତାଂକ ନିଜ ଗ୍ରାମ ଅନ୍ନ ପଲ୍ଲୀ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା |

News Comment

You Might Also Like

BACK TO TOP