Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଉପଲକ୍ଷେ ଦୁଇ ବିଜେପି ଗୋଷ୍ଟି ଅଲଗା, ଅଲଗା ଦୀପଲଗାଇଲେ ||

17-Sep-2026

ଖଲ୍ଲିକୋଟ ରେ ବିଜେପି ଦୁଇ ଗୋଷ୍ଠୀ ମୋଦୀ ଙ୍କ 76 ତମ ଜୟନ୍ତୀ ପାଳିଲେ ଏମ ପି ସମର୍ଥିତ ମାନେ,

 ନିର୍ମଳଝର ଠାରେ ଓ ବିଧାୟକ ସମର୍ଥିତ ଗୋଷ୍ଠୀ ସରକାରୀ ଚାରୁ ଓ କରୁ କଳା ମହାବିଦ୍ୟାଳୟ ରେ ପାଳିଲେ |

 ଓଡିଶା ଜନ ମତ ମାଧବ ବେହେରା ଖଲ୍ଲିକୋଟ, 16 /9 :-----

 ସାରା ରାଜ୍ୟ ରେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 76 ତମ ଜୟନ୍ତୀ ରେ ଆଶ୍ରିବାଦ ଦୀପ ଜଳି ସେବା ସମର୍ପିତ ହେବା ପାଇଁ ସରକାରୀ ସ୍ତରରୁ ବେସରକାରୀ ସ୍ତରରେ ପାଳିତ ହେଉ ଥିବା ବେଲବ ଖଲ୍ଲିକୋଟ ଠାରେ ଏଜ ଭିନ୍ନ ଢଙ୍ଗ ଓ ରଙ୍ଗ ରେ ପାଳିତ ହୋଇଛି |ଖଲ୍ଲିକୋଟ ବିଜେପି ର ସାଂସଦ ଗୋଷ୍ଟି ଓ ବିଧାୟଜ ଗୋଷ୍ଟି ଅଲଗା ଅଲଗା ପାଳନ କରିଥିବା ଜଣାପଡ଼ିଛି |ସାଂସଦ ଉପସ୍ଥିତ ରେ ସାଂସଦ ଗୋଷ୍ଠୀ ର ସମର୍ଥକ ମାନେ ଖଲ୍ଲିକୋଟ ର ପର୍ଯ୍ୟଟନ ସ୍ଥଳୀ ନିର୍ମକଝର ଠାରେ ପାଳିତ ହୋଇଥିବା ବେଳେ ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭ ଦର୍ଶନୀ ପଟନାୟକ ଦୀପ ପ୍ରଜ୍ବଳନ କରି ପ୍ରଭୁ ନୀଳକଣ୍ଠେଶ୍ଵର ଠାରେ ମୋଦୀ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିବା ବେଳେ ଖଲ୍ଲିକୋଟ ବିଜେପି ର ବରିଷ୍ଟ ନେତା ଅନିଲ ପଣ୍ଡା, ଜିଲ୍ଲା ପ୍ରଭାରୀ ପ୍ରକାଶ ମଙ୍ଗରାଜ ଓ ବିଜେପି ଜିଲ୍ଲା ସମ୍ପାଦଜ ଯଜ୍ଞ ନାରାୟଣ ଦାଶ ଓ ବିଜେପି ଉପ ସଭାପତି ଅରୁଣ କୁମାର ଖୁଣ୍ଟିଆ, ଖଲ୍ଲିକୋଟ ନଗର ବିଜେପି ଖଲ୍ଲିକୋଟ ମଣ୍ଡଳ ଓ ନଗର ସଭାପତି ଶଙ୍କର ପ୍ରସାଦ ନାହାଜ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୋନମ ପଲାଇ ଓ ବିଜେପି ମହିଳା ମୋର୍ଚା ସଭାନେତ୍ରୀ ଭାରତୀ ବେହେରା ବହୁ ସରପଞ୍ଚ ଓ ଛାମୁଆ ନେତା ଯୋଗ ଦେଇ ଆଶ୍ରିବାଦ ଦୀପ ଜାଳି ସମସ୍ତ କର୍ମୀ ମାନଙ୍କୁ ସେବା ସମର୍ପିତ ହେବା ପାଇଁ ପରାମର୍ଶ ଦେଇଥିଲେ |ଅନୁରୂପ ଖଲ୍ଲିକୋଟ ବିଧାୟଜ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ସଭାପତି ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ସମର୍ଥକ ମାନେ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର କୁଞ୍ଜବନ ରେ ଝିଲମିଲି ଆଲୋକ ରେ ମୋଦୀ ଙ୍କ 76 ତମ ଜୟନ୍ତୀ ପାଳନ କରିଥିଲେ |ପୁର୍ଣ ସେଠୀ ଙ୍କ ସମର୍ଥଜ ମାନେ ଉତ୍ସହ ର ସହିତ ଯୋଗ ଦେଇ ଆଶ୍ରିବାଦ ଦୀପ ପ୍ରଜ୍ବଳନ କରି ମୋଦୀ ଙ୍କ ଦୀର୍ଘ ଶାସନ ଓ ନିରାମୟ ଜୀବନ କାମନା କରିଥିଲେ | ଗଣମାଧ୍ୟମ କୁ ସୂଚନା ଦେଇ ବିଧାୟକ ଶ୍ରୀ ସେଠୀ ଙ୍କ ଗୁଜୁରାଟ ରେ 13 ବର୍ଷ ର ଶାସବ ଓ ଭାରତ ର ପ୍ରଧାନ ମନ୍ତ୍ରୀ ଭାବେ 12 ବର୍ଷ ଶାସନ ର ବିଭିନ୍ନ ଜଣକଲ୍ୟାଣ କାରି ଯୋଜନା ସମ୍ପର୍ଜ ରେ ଆଲୋକ ପାତ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଓ ବି ସି ମୋର୍ଚା ଉପ ସଭାପତି କାଳୁ ରାମ ମହାରଣା, ପୂର୍ବତନ ବ୍ଲଜ ଉପାଧ୍ୟାକ୍ଷ ପଦ୍ମ ଚରଣ ସୁବୁଦ୍ଧି, ବିଧାୟଜ ପ୍ରତିନିଧି ଓ ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଯୁବନେତା ନିରଞ୍ଜନ ନୟାଜ ମଣ୍ଡଳ ସଭାପତି ପଙ୍କଜ ମାଝୀ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ କହେଁଇପୁର ସରପଞ୍ଚ ପ୍ରକାଶ ଶାସମଲ ସମେତ ବହୁ ସରପଞ୍ଚ ଓ ଛାମୁଆ କର୍ମୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେକେ ବିଧାୟକ ଶ୍ରୀ ସେଠୀ ଙ୍କୁ ଏଜ ଶୋଭାଯାତ୍ରା ରେ ବାଣ ଫୁଟାଇ କଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ | ବଡ଼ ରାମ ପଲ୍ଲୀ ରେ ପି ଏମ ଶ୍ରୀ ଓ ଖଲ୍ଲିକୋଟ ବ୍ଲକ ରେ ଅଗଷ୍ଟ 15 ପତାକା ଉତୋଳନ ର ସାଂସଦ ଓ ବିଧାୟକ ଙ୍କ ମଧ୍ୟ ରେ ବିବାଦୀୟ ଏଭେଣ୍ଟ ପରେ ପୁଣି ମୋଦୀ ଙ୍କ ଜନ୍ମ ଦିନ କୁ ନେଇ ବିବାଦ ସାଧାରଣ ରେ ଆଲୋଚନା ଜୋର ଧରିଛ |

News Comment

You Might Also Like

BACK TO TOP